ଡାଇବେଟିସକୁ ନେଇ ଜଣା ଅଜଣା କଥା

ଖାଲି ମିଠା ନିୟନ୍ତ୍ରଣ କଲେ ମିଳିବନି ଡାଇବେଟିସରୁ ରକ୍ଷା () ବିଭିନ୍ନ ଶାରୀରିକ ସମସ୍ୟା ମଧ୍ୟରେ ମଧୁମେହ ଆଜି ଭାରତରେ ଏକ ନମ୍ବରରେ ରହିଛି । ଏଠାରେ, ଲୋକମାନଙ୍କର ଖାଦ୍ୟ ଅଭ୍ୟାସ ଏବଂ ଜୀବନଶୈଳୀ […]

ରାଜଗାଙ୍ଗପୁର ବିଧାୟକଙ୍କୁ ଭୂରି ଭୂରି ପ୍ରଶଂସା

ହସ୍ପିଟାଲରେ ଚିକିତ୍ସା କଲେ ବିଧାୟକ ରାଜଗାଙ୍ଗପୁର ବିଧାୟକଙ୍କ ସେବା ମନୋଭାବ ତାଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ପ୍ରଶଂସାର ପାତ୍ର କରିଛି । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଧାୟକ ଡକ୍ଟର ସିଏସ ରାଜେନ […]

ଆଜି ଭଷାଣୀ, ଘରୁ ସାବଧାନରେ କାଢନ୍ତୁ ଗାଡ଼ି

ଟ୍ୱିନସିଟିରେ ଗାଡ଼ି ଚାଳକ ହୋଇଯାଆନ୍ତୁ ସାବଧାନ ! ଟ୍ୱିନସିଟିରେ ଘରୁ ଗାଡ଼ି ବାହାର କରୁଥିଲେ ହୋଇଯାଆନ୍ତୁ ସାବଧାନ । ନହଲେ ଗଣିବାକୁ ପଡିପାରେ ଫାଇନ୍ । ଭସାଣି ପାଇଁ ଟ୍ୱିନସିଟିରେ ସବୁ ପ୍ରସ୍ତୁତି ଶେଷ […]

ଭସାଣ ଶେଷ ଯାଏଁ ଗଡିବନି ଗାଡ଼ି !

ଭସାଣୀ ପାଇଁ ନୂଆ ଗାଇଡଲାଇନ୍ ସାରା ରାଜ୍ୟ ସମେତ ଭୁବନେଶ୍ବରରେ ଦୁର୍ଗାପୂଜା ଧୁମ୍‌ଧାମରେ ଚାଲିଛି । ଦଶହରା ଅବସରରେ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଲାଗି ରହିଛି । ହଜାର ହଜାର ଶ୍ରଦ୍ଧାଳୁ […]

ପାର୍ବଣରେ ସୁନା କିଣିବାରେ ଗ୍ରାହକ କନଫ୍ୟୁଜ୍

ସବୁ ସୁନା ଦୋକାନରେ ଦର ଭିନ୍ନ, ପାର୍ବଣରେ ବଢୁଛି ଦ୍ବନ୍ଦ୍ବ ପାର୍ବଣ ଋତୁରେ ସୁନା କିଣାରେ ଗ୍ରାହକ ହେଉଛନ୍ତି କନଫ୍ୟୁଜ୍ । ସୁନାର ଭିନ୍ନ ଭିନ୍ନ ଦର ଦେଖି ଗ୍ରାହକ ଦ୍ବନ୍ଦ୍ବରେ ।  ୨୨ […]

କେବେ ସୁଧୁରିବ ପାକିସ୍ତାନ ସ୍ଥିତି ?

ଇନ୍ଧନ ନଥିବାରୁ ପାକିସ୍ତାନରେ ବନ୍ଦ ହେଲା ବିମାନ ଉଡାଣ କେବେ ଦୂର ହେବ ପାକିସ୍ତାନରେ ସଙ୍କଟ । ଏବେ ବି ସୁଧୁରୁନି ଆର୍ଥିକ ଅବସ୍ଥା । ସ୍ଥିତିରେ ସୁଧାର କେବେ ଆସିବ ଏନେଇ ସାରା […]

ନକଲି ଜନ୍ମ ପ୍ରମାଣପତ୍ର ମାମଲା, ଆଜମ୍ ଙ୍କ ପରିବାର ଦୋଷୀ ସାବ୍ୟସ୍ତ

ସାତ ବର୍ଷ ଜେଲ୍ ଯିବେ ଆଜମ୍ ଙ୍କ ପୁରା ପରିବାର ଜେଲ୍‌ ଗଲେ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନ୍‌ଙ୍କ ପୂରା ପରିବାର । ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ […]

ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର

ଦୀପାବଳି ଗିଫ୍ଟ ଘୋଷଣା କଲା କେନ୍ଦ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ୪% ମହଙ୍ଗା ଭତ୍ତା ବୃଦ୍ଧି ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର । ନିଷ୍ପତ୍ତି ପରେ ସମ୍ପ୍ରତି ୪୨% […]

ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ

”ଆଇନ ତିଆରି କରିପାରିବନି, ଆଇନକୁ ବ୍ୟାଖ୍ୟା କରିପାରିବ କୋର୍ଟ” ସମଲିଙ୍ଗୀ ବିବାହକୁ ନେଇ ବଡ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାର ବୈଧୀକରଣକୁ ନେଇ ସୁପ୍ରିମ୍‌କୋର୍ଟ ସଂରକ୍ଷିତ ରଖିଥିବା ରାୟ ପ୍ରକାଶ ପାଇଛି […]