ଦେଶ ‘ପେପର ଲିକ୍ର ନିରପେକ୍ଷ ଯାଞ୍ଚ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ’ User 003 June 27, 2024 0 ‘ପେପର ଲିକ୍ର ହେବ ନିରପେକ୍ଷ ଯାଞ୍ଚ’ ସଂସଦର ମିଳିତ ଅଧିବେଶନରେ ଆଜି ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ନବନିର୍ବାଚିତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇବା ସହ ଜନସେବାର ସୌଭାଗ୍ୟ କମ୍ […]
ଦେଶ ପ୍ରଶ୍ନ ପତ୍ର ଲିକ୍ ମାମଲା, ଦୁଇ ଅଭିଯୁକ୍ତ ଗିରଫ User 003 June 27, 2024 0 ପ୍ରଶ୍ନ ପତ୍ର ଲିକ୍ ମାମଲା, ଦୁଇ ଅଭିଯୁକ୍ତ ଗିରଫ ବହୁ ଚର୍ଚ୍ଚିତ ନିଟ୍ ପେପର ଲିକ୍ ମାମଲା । ଗିରଫ ହେଲେ ଦୁଇଜଣ ଅଭିଯୁକ୍ତ । ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଆଜି […]
ଦେଶ ବ୍ରେନ୍ ଟ୍ୟୁମରରେ ପୀଡିତଙ୍କ ସ୍ୱପ୍ନ ହେଲା ପୂରଣ User 003 June 27, 2024 0 ୯ବର୍ଷୀୟ ନାବାଳକ ଦିନଟିଏ ପାଇଁ ବନିଲେ ଆଇପିଏସ ଅଫିସର ବ୍ରେନ୍ ଟ୍ୟୁମରରେ ପୀଡିତ ୯ବର୍ଷୀୟ ନାବାଳକଙ୍କ ସ୍ୱପ୍ନ ହେଲା ପୂରଣ, ଦିନଟିଏ ପାଇଁ ବନିଲେ ଆଇପିଏସ ଅଫିସର । ଜୋନ ଏଡିଜି ଭାବେ ଦିନକ […]
ଦେଶ ରାଜନୀତି ଆରଜେଡି ବିଧାୟକଙ୍କ ବଡ଼ ବୟାନ User 003 June 27, 2024 0 ଇଣ୍ଡିଆ ମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ନୀତିଶ ଆରଜେଡି ମୁଖିଆ ନୀତିଶ କୁମାରଙ୍କୁ ନେଇ ପୁଣିଥରେ ଆରମ୍ଭ ହୋଇଛି ଚର୍ଚ୍ଚା । ଏନଡିଏ ସରକାରରେ ପ୍ରମୁଖ ସହଯୋଗୀ ଦଳ ରହିଛି ନୀତିଶଙ୍କ ଜେଡିୟୁ । ବାଚସ୍ପତି […]
ଦେଶ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ User 003 June 27, 2024 0 ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା […]
ଦେଶ ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ User 003 June 27, 2024 0 ‘୨୫ କୋଟି ଭାରତୀୟ ଗରିବୀରୁ ମୁକ୍ତ ହୋଇଛନ୍ତି’ ସଂସଦ ଭବନର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସେ ସଂସଦ ଭବନରେ ପହଞ୍ଚିବା ପରେ ଉପରାଷ୍ଟ୍ରପତି ଜଗଦିଶ ଧନଖଡ ଏବଂ […]
ଓଡ଼ିଶା ଜ୍ବରରେ ପଡ଼ିଛନ୍ତି ମହାବାହୁ, ଚାଲିଛି ଗୁପ୍ତ ସେବା User 003 June 27, 2024 0 ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ। ବଡ ଓଡ଼ିଆ ମଠ ପକ୍ଷରୁ ଏହି ଫୁଲରୀ ତେଲ ପ୍ରଦାନ କରାଯାଇଥାଏ। ହେରାପଞ୍ଚମୀ ତିଥିରେ ୨ଟି ମାଟି […]
ଓଡ଼ିଶା ନନ୍ଦନକାନନରେ ବାଘୁଣୀ ‘ସାରା’ର ମୃତ୍ୟୁ User 003 June 27, 2024 0 ନନ୍ଦନକାନନରେ ବାଘୁଣୀ ‘ସାରା’ର ମୃତ୍ୟୁ ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅସୁସ୍ଥ ବାଘୁଣୀ ‘ସାରା’ର ମୃତ୍ୟୁ ଘଟିଛି। ନନ୍ଦନକାନନ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ସାରାକୁ ୧୮ ବର୍ଷ ୧ ମାସ ହୋଇଥିଲା। ଗତ […]
ଦେଶ କେଜ୍ରିୱାଲଙ୍କୁ ପ୍ରତିଦିନ ଅଧଘଣ୍ଟାଏ ଭେଟି ପାରିବେ ସ୍ତ୍ରୀ ଓ ଓକିଲ User 003 June 27, 2024 0 ୩ ଦିନିଆ ସିବିଆଇ ରିମାଣ୍ଡରେ କେଜରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ। ସିବିଆଇ କେଜରିୱାଲଙ୍କୁ ଟ୍ରାଏଲ କୋର୍ଟରେ ହାଜର କରାଇ ୫ ଦିନିଆ ରିମାଣ୍ଡ ମାଗିଥିଲା। ଏହା […]
ଓଡ଼ିଶା ପାଣିପାଗ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ସତର୍କ କଲା ପାଣିପାଗ ବିଭାଗ User 003 June 27, 2024 0 ୪ ଦିନ ପ୍ରବଳ ବର୍ଷିବ ଆସନ୍ତା ୪ ଦିନ ପ୍ରବଳ ଛେଚିବ। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ୪ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି। ପ୍ରବଳ ବର୍ଷା ନେଇ […]
ଦେଶ ଗିରଫ ପରେ କେଜ୍ରିୱାଲ ଅସୁସ୍ଥ User 003 June 26, 2024 0 କେଜ୍ରିୱାଲଙ୍କୁ ଗିରଫ କଲା ସିବିଆଇ ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଥିବାବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ସିବିଆଇ। ଦିଲ୍ଲୀ ଅବକାରୀ ନୀତି ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ସିବିଆଇ […]