ହେଲମେଟ୍ ନପିନ୍ଧିଲେ ମାସକର ଦରମା ଅଟକିବ !

ହେଲମେଟ୍ ନପିନ୍ଧିଲେ ଅଟକିବ ଦରମା ବାଇକ ଚାଳନା ସମୟରେ ହେଲମେଟ୍ ନ ପିନ୍ଧିଲେ ଅଟକି ରହିବ ମାସକର ଦରମା। ଗଜପତି ଜିଲ୍ଲା ମୋହନ ବ୍ଲକ ଶିକ୍ଷା ଅଧିକାରୀଙ୍କ ନାଁରେ ଏଭଳି ଏକ ନିର୍ଦ୍ଦେଶନାମାର ଚିଠି […]

ଆଜି ଟି-୨୦ ବିଶ୍ୱକପର ଫାଇନାଲ

ଟ୍ରଫି ପାଇଁ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା ଆଜି ଟି-୨୦ ବିଶ୍ୱକପର ଫାଇନାଲ । ଟାଇଟଲ ପାଇଁ ପଡିଆରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ରାତି ୮ଟାରେ […]

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରଥଯାତ୍ରାରେ ଚାଲିବ ୩୧୫ ସ୍ୱତନ୍ତ୍ର ଟ୍ରେନ୍ ରଥଯାତ୍ରାରେ ଚାଲିବ ୩୧୫ ସ୍ୱତନ୍ତ୍ର ଟ୍ରେନ୍। ଗତ ବର୍ଷ ଅପେକ୍ଷା ଏଥର ଅଧିକ ଟ୍ରେନ୍ ଚାଲିବ। ଆଜି ଏନେଇ ସୂଚନା ଦେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। […]

IAS ମନୋଜ ଆହୁଜା ନୂଆ CS

ମନୋଜ ଆହୁଜା ହେଲେ ନୂଆ ଶାସନ ସଚିବ ମନୋଜ ଆହୁଜା ହେଲେ ରାଜ୍ୟର ନୂଆ ଶାସନ ସଚିବ । ମୂଳତଃ ପଞ୍ଜାବ ନିବାସୀ ତଥା ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚର ଏହି ବରିଷ୍ଠ ଆଇଏଏସ୍‌ଙ୍କୁ […]

ଦିଲ୍ଲୀରେ ବର୍ଷା ବିତ୍ପାତ

୮୮ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବର୍ଷା ୮୮ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବର୍ଷା । ପ୍ରବଳ ବର୍ଷା ପରେ ପାଣିରେ ଭାସୁଛି ରାଜଧାନୀ ଦିଲ୍ଲୀ । ୨୪ ଘଣ୍ଟାରେ ଅର୍ଥାତ ଗୁରୁବାର […]

ଜିଓ ପରେ ଟାରିଫ ବଢ଼ାଇଲା ଏୟାରଟେଲ

ବାଢିଲା ଜିଓ-ଏୟାରଟେଲ ପ୍ୟାକ ଜିଓ ଓ ଏୟାରଟେଲ ନିଜ ନିଜର ଟାରିଫ୍ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ବଜାରରେ ସବୁଠୁ ଅଧିକ ଚାଲୁଥିବା ସିମ୍ ଜିଓ ୧୨ରୁ ୨୫ ପ୍ରତିଶତ ଦର ବୃଦ୍ଧି […]

ବଡ଼ ଧରଣର ଅଘଟଣରୁ ବର୍ତ୍ତିଲେ ମୋ ବସ୍ ଯାତ୍ରୀ

ହୁତୁହୁତୁ ହୋଇ ଜଳିଗଲା ବସ୍ ବଡ ଧରଣର ଅଘଟଣରୁ ବର୍ତ୍ତିଲେ ମୋ ବସ୍ ଯାତ୍ରୀ । କଟକ ସିଡିଏ ସେକ୍ଟର-୯ରେ ଆଜି ‘ମୋ ବସ୍’ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି । ସୂଚନାନୁଯାୟୀ, […]

ବଦଳିବ ମେକ୍ ଇନ୍ ଓଡ଼ିଶା ନାଁ!

ବଦଳିପାରେ ମେକ୍ ଇନ୍ ଓଡ଼ିଶା ନାଁ ବଦଳିପାରେ ମେକ୍ ଇନ୍ ଓଡ଼ିଶା ନାଁ । ଏନେଇ ଇସାରା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ମେକ୍ ଇନ୍ ଓଡ଼ିଶା ନାଁ ବଦଳାଇ ଉତ୍କଳ ଇନଭେଷ୍ଟ […]

ଆଇପିଏସ ଆଶିଷ ସିଂଙ୍କୁ ନେଇ ମୁହଁ ଖୋଲିଲେ ପୋଲିସ ଡିଜି

‘ଜୁନ୍ ୩ରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଶିଷ ସିଂ’ ଆଇପିଏସ ଆଶିଷ ସିଂଙ୍କୁ ନେଇ ମୁହଁ ଖୋଲିଲେ ପୋଲିସ ଡିଜି । କହିଲେ, ଆଶିଷ ଗତ ଜୁନ ୩ ତାରିଖ ଠାରୁ କାର୍ୟ୍ୟରେ ଯୋଗଦାନ […]

ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି

ହେମନ୍ତ ସୋରେନଙ୍କୁ ଜାମିନ ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଝାଡଖଣ୍ଡ ହାଇକୋର୍ଟରୁ ମିଳିଛି ବଡ ଆଶ୍ୱସ୍ତି । ଅଞ୍ଚଲ ଜମି ଦୁର୍ନୀତି ମାମଲାରେ ହାଇକୋର୍ଟ ଆଜି ତାଙ୍କର ଜାମିନ ମଞ୍ଜୁର କରିଛନ୍ତି । […]

୩ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ

ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ୩ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ । ଦାୟିତ୍ୱ ନେବା ପରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେଭି […]