‘ଜେଲରେ ଥାଇ ଦଳ କଥା ବୁଝିବି’

ଆତ୍ମସମର୍ପଣ କଲେ କେଜ୍ରିୱାଲ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି କେଜ୍ରିୱାଲ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଜେଲ ନିୟମ […]

ସରିଲା ରିମାଣ୍ଡ ଅବଧି, ଜେଲ୍‌କୁ ଗଲେ କବିତା

ଜେଲ୍‌ ଗଲେ କବିତା ରିମାଣ୍ଡ ଅବଧି ଶେଷ ହେବା ପରେ ଦିଲ୍ଲୀର ଏକ କୋର୍ଟ ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ କବିତାଙ୍କୁ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଜେଲ୍‌କୁ ପଠାଇ ଦେଇଛନ୍ତି। ତାଙ୍କ ଜାମିନ […]

ଦୁର୍ଷମକାରୀ ଭାରତୀୟଙ୍କୁ ମିଳିଲା ଦଣ୍ଡ

ସିଙ୍ଗାପୁରରେ ଭାରତୀୟ ଯୁବକଙ୍କୁ ୧୬ ବର୍ଷ ଜେଲ୍‌ ସିଙ୍ଗାପୁରରେ ୨୦୧୯ରେ ଜଣେ ୨୩ ବର୍ଷୀୟ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ସହିତ ଦୁଷ୍କର୍ମ କରିଥିଲେ ଭାରତୀୟ ଯୁବକ । ଏହି ମାମଲାରେ ସିଙ୍ଗାପୁର ହାଇକୋର୍ଟ ଜଣେ ୨୬ […]

ନକଲି ଜନ୍ମ ପ୍ରମାଣପତ୍ର ମାମଲା, ଆଜମ୍ ଙ୍କ ପରିବାର ଦୋଷୀ ସାବ୍ୟସ୍ତ

ସାତ ବର୍ଷ ଜେଲ୍ ଯିବେ ଆଜମ୍ ଙ୍କ ପୁରା ପରିବାର ଜେଲ୍‌ ଗଲେ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନ୍‌ଙ୍କ ପୂରା ପରିବାର । ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ […]

ଆଈକୁ କଟୁରୀରେ ହାଣିଲା ନାତି !

ଦୁଷ୍କର୍ମ ଅଭିଯୋଗରେ ଜେଲରେ ଥିବା ବେଳେ ଫେରାର ହୋଇଥିଲା ଅଭିଯୁକ୍ତ ନାତି ଜଘନ୍ୟ ବିଭଶ୍ଚ ନୃଶଂସତାର ଆଉ ଏକ ଭିନ୍ନ କାହାଣୀ । ଆଈକୁ କଟୁରୀରେ ହାଣି ଅତି ବିଭଶ୍ଚ ଭାବେ ହତ୍ୟା କରିଛି […]

ଜେଲ ଯିବେ ଅଭିନେତ୍ରୀ ଜୟାପ୍ରଦା !

କର୍ମଚାରୀଙ୍କୁ ଠକିଥିବା ନେଇ କୋର୍ଟ ଶୁଣାଇଲେ ୬ମାସର ଜେଲ ଦଣ୍ଡ ଜେଲ ଯିବେ ଅଭିନେତ୍ରୀ ତଥା ରାଜନେତା ଜୟାପ୍ରଦା। ଜଣେ ଥିଏଟର କର୍ମଚାରୀଙ୍କ ପିଟିସନ ମାମଲା ଆଧାରରେ ୬ ମାସ ଜେଲ ଯିବେ ଜୟା। […]

ଇମ୍ରାନ ସରକାର ଭାଙ୍ଗିବା ପଛରେ ଆମେରିକା ହାତ !

ଇମ୍ରାନଙ୍କୁ ବୁଡେଇବାକୁ ପ୍ଲାନ୍ କରିଥିଲା କି ଆମେରିକା ! ଏବେ ଜେଲ ର ଚାରିକାନ୍ଥ ଭିତରେ ଦିନ କାଟୁଛନ୍ତି ଇମ୍ରାନ ଖାନ୍। ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲ୍ ଦଣ୍ଡ ସହ […]

ବାପାକୁ ମୃତ୍ୟୁଦଣ୍ଡ, ପୁଅକୁ ଆଜୀବନ ସଜା

୨୦୨୦ମସିହାର ଜଘନ୍ୟ ହତ୍ୟାକାଣ୍ଡ, ଆଜି ଆସିଲା ରାୟ ମହୁଲପାଲି ଲପଡ଼ା ଟ୍ରିପଲ ମର୍ଡର ମାମଲା । ଅଭିଯୁକ୍ତ ନବୀନ ଦେହୁରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ । ସହଯୋଗୀ ତଥା ପୁଅ ହେମାନନ୍ଦ ଦେହୁରୀକୁ ଆଜୀବନ କାରାଦଣ୍ଡାଦେଶ […]

ତୋଷଖାନା ମାମଲାରେ ଇମ୍ରାନଙ୍କୁ ଜେଲ

୫ବର୍ଷ ଯାଏଁ ଲଢିପାରିବେନି ନିର୍ବାଚନ ଦୋଷୀ ସାବ୍ୟସ୍ତ ହେବା ପରେ ଏବେ ଜେଲ ଯିବେ ଇମ୍ରାନ ଖାନ। ତୋଷଖାନା ମାମଲା ଖଣ୍ଡା ହୋଇ ଝୁଲିଥିଲା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ମୁଣ୍ଡରେ। ବହୁ […]

ସରିଲା ରିମାଣ୍ଡ, ଜେଲ ଗଲେ ପୂର୍ବତନ ଉପ ଜିଲ୍ଲାପାଳ

(ଯଯାତି ଏକ୍ସପ୍ରେସ ବ୍ଯୁରୋ ) : ବହୁ ଚର୍ଚିତ ନବରଙ୍ଗପୁରର ଅତିରିକ୍ତ ଉପ ଜିଲ୍ଲାପାଳଙ୍କ ଠକେଇ ଘଟଣା। ଏବେ ଜେଲ ଗଲେ ପୂର୍ବତନ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ। ୫ ଦିନିଆ ରିମାଣ୍ଡ […]