କଟକ ଶିଖରପୁର ଅଞ୍ଚଳର ହୋଟେଲରେ ପୋଲିସର ଚଢ଼ାଉ
କଟକ ଶିଖରପୁର ଅଞ୍ଚଳର ହୋଟେଲରେ ପୋଲିସର ଚଢ଼ଉ । ୧୦ରୁ ଅଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା ଜାରି । ସମସ୍ତ ଅଟକ ପଶ୍ଚିମବଙ୍ଗର । କାହିଁକି ଏଠାକୁ ଆସିଥିଲେ, ଏତେ ସଂଖ୍ୟାରେ ଆସିବା ପଛରେ ରହସ୍ୟ କଣ, ତଦନ୍ତ ଚାଲିଛି । ଅଟକ ବ୍ୟକ୍ତି ବଡ ଧରଣର ସାଇବର ଠକେଇ ଯୋଜନା କରୁଥିବା ଚାଉଳିଆଗଞ୍ଜ ପୋଲିସ କହିଛି । ଅଟକ ବ୍ୟକ୍ତି କେତେ ସତ କହୁଛନ୍ତି ଅଧିକ ଅନୁସନ୍ଧାନ ଚଳାଇଛି ପୋଲିସ । କ୍ରିପ୍ଟୋ କରେନ୍ସି ମାମଲାରେ କିଛି ବ୍ୟକ୍ତି ଙ୍କୁ ଖୋଜୁଥିଲା ପୋଲିସ । ସେହି ଆଧାରରେ ଆଜି ରେଡ କରାଯାଇଛି ।
