ନ୍ୟାୟିକ ଲଢେଇରେ ହାରିଲା ଟ୍ବିଟର

ଟ୍ବିଟରକୁ ଲାଗିଲା ଶକ୍ତ ଝଟକା । କର୍ଣ୍ଣାଟକ ହାଇକୋର୍ଟଙ୍କୁ ଚ୍ୟାଲେଞ୍ଜ କରିବା ପଡିଲା ମହଙ୍ଗା । ଏଥସହ ଗଣିବାକୁ ପଡିଲା 50 ଲକ୍ଷ ଟଙ୍କାର ତଣ୍ଡ । ଗତବର୍ଷ ଜୁଲାଇ ମାସରେ ଟ୍ୱିଟର କେନ୍ଦ୍ର […]

ବଦଳିବ ମୋଦିଙ୍କ ମନ୍ତ୍ରିମଣ୍ଡଳ !

ପୁଣି ବଦଳି ପାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଆସନ୍ତା ଜୁଲାଇ ୩ରେ ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀ ପରିଷଦ […]

କେମିତି ସେନ୍ସର ବୋର୍ଡ ପାସ୍ କରିଲା ଫିଲ୍ମ ?

ଫିଲ୍ମ ଆଦିପୁରୁଷକୁ କଡ଼ା ସମାଲୋଚନା କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। ଫିଲ୍ମକୁ ବ୍ୟାନ କରିବା ପାଇଁ ଦାଏର ଆବେଦନ ଉପରେ ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ, ଏଭଳି ଏକ ଫିଲ୍ମକୁ ପାସ୍ କରିବା […]

ବାଜିଲା ନିର୍ବାଚନୀ ବିଗୁଲ

୩ ରାଜ୍ୟ ଗୁଜରାଟ, ପଶ୍ଚିମବଙ୍ଗ, ଗୋଆରେ ୧୦ ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନ ଆଜି ବିଜ୍ଞପ୍ତି ଜାରି କରିଛନ୍ତି। ନିର୍ବାଚନ କମିସନ୍‌ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ୧୦ଟି […]

ପଶ୍ଚିମବଙ୍ଗରେ ରାଜନୈତିକ ହିଂସା,ଜଣେ ମୃତ

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅଶାନ୍ତ ବାତାବରଣ । ଆଜି କୁଚବିହାର ଜିଲ୍ଲାରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । କୁହାଯାଉଛି କି ଟିଏମସିର ଏହି ଦୁଇଗୋଷ୍ଠୀ ନିଜ ନିଜ ଭିତରେ ଗଣ୍ଡଗୋଳ କରିଛନ୍ତି […]

ପରପାରିରେ ହରିଦ୍ବାର ଦୁବେ

‘ବିଜେପି’ ରାଜ୍ୟସଭା ସାଂସଦ ହରିଦ୍ବାର ଦୁବେଙ୍କର ଦେହାନ୍ତ । ୭୪ ବର୍ଷିୟ ହରିଦ୍ବାର ଦୁବେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ଦୁବେଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଅଣାଯାଇଥିଲା ବେଳେ ତାଙ୍କର ଆଜି […]

ମୃତ ନାତି ସହ ୧୦ ଦିନ

ଉତ୍ତରପ୍ରଦେଶର ବାରାବଙ୍କିରୁ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି । ୧୦ଦିନ ପର୍ଯ୍ୟନ୍ତ ଆଈ ତାର ମୃତ ନାତି ସହିତ ରହିଥିଲେ। ତେବେ ଘର ଭିତରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟଲୋକେ ପୋଲିସକୁ ଖବର […]

୨୦୨୪ରେ ଏନଡିଏକୁ ଟକ୍କର ଦେବ ପିଡିଏ

୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିରୋଧରେ ଲଢେଇ ପାଇଁ ଦୁଇଦିନ ତଳେ ବିହାରର ପାଟନାରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଥିଲା | ଏହି ବୈଠକରେ […]

ଜଳପ୍ରଳୟ ଭିତରେ ବନ୍ଦୀ ୫ ଲକ୍ଷ ଲୋକ

ଆସାମରେ ବନ୍ୟା ସ୍ଥିତି ସଂଗୀନ । ଚାରିଆଡ଼େ ଜଳପ୍ରଳୟର ଚିତ୍ର । ବନ୍ୟା ଯୋଗୁ ଅଧିକାଂଶ ଜିଲ୍ଲା ଜଳମଗ୍ନ ହୋଇଥିବା ବେଳେ ପ୍ରାୟ ୫ ଲକ୍ଷ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବନ୍ୟା […]

କାଲି ପାଟନାରେ ବିରୋଧୀ ମେଳି

କେନ୍ଦ୍ରର ବିଜେପି ସରକାରକୁ ଗାଦିଚ୍ୟୁତ କରିବାକୁ ବିହାରର ପାଟନା ଆସନ୍ତାକାଲି ବିରୋଧୀଦଳଗୁଡିକ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛନ୍ତି । ଏହି ବୈଠକରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ ବୋଲି […]