ଆମେରିକାରେ ସରିଲାଣି ଚାଉଳ

ଭାତକୁ ନେଇ ଚିନ୍ତାରେ ପ୍ରବାସୀ ଓଡ଼ିଆ ଚାଉଳ ପାଇଁ ଆମେରିକାରେ ଚିନ୍ତାଜନକ ସ୍ଥିତି । ରିଟେଲ ଷ୍ଟୋରରେ ଖାଲି ହେଲାଣି ଚାଉଳ । ଭାରତରୁ ଚାଉଳ ରପ୍ତାନୀ ବନ୍ଦ ପରେ ଆମେରିକାରେ ଏଭଳି ପରିସ୍ଥିତି […]

ବିରୋଧୀ ମେଣ୍ଟର ନାଁକୁ ନେଇ ଚର୍ଚ୍ଚା

କିଏ ପାଇବ ଶ୍ରେୟ, ତାକୁ ନେଇ ଦ୍ବନ୍ଦ୍ବ ବିରୋଧୀ ମେଣ୍ଟର ଇ-ଣ୍ଡି-ଆ ନାମର ଶ୍ରେୟକୁ ନେଇ ଏବେ ଦ୍ବନ୍ଦ୍ବ । କଂଗ୍ରେସ ନେତାମାନେ ଏହାର ଶ୍ରେୟ ରାହୁଲ ଗାନ୍ଧୀଙ୍କୁ ଦେଉଥିବା ବେଳେ ଟିଏମ୍‌ସି ମମତା […]

ସଫଳତାର ସହ ଚନ୍ଦ୍ର ଆଡକୁ ଆଗଉଛି ଚନ୍ଦ୍ରଯାନ-3

ଧୀରେଧୀରେ ସଫଳତାର ପାହାଚ ଚଢି ଆଗକୁ ବଢୁଛି ଚନ୍ଦ୍ରାୟନ-3 । ତେବେ ସୂଚନା ଅନୁସାରେ ପ୍ରଥମ କକ୍ଷପଥକୁ ସଫଳତାର ସହିତ ସମାପ୍ତ କରିଛି ଚନ୍ଦ୍ରଯାନ-୩ । ଏହାର ପ୍ରଥମ ଶ୍ରେଣୀ କକ୍ଷ ପରିବର୍ତ୍ତନ କରାଯାଇଛି […]

ବାଧୁଛି ବନ୍ୟା ପରର ଦୁଃଖ !

ବେହାଲ ସ୍ଥିତିରେ ଉତ୍ତର ଭାରତ। ବନ୍ୟା ପରର ଦୁର୍ଦ୍ଦଶା କହିଲେ ନସରେ । କାହିଁକି ନା ଯମୁନା ନଇର ପାଣି ଏବେ ଦୁଇ କୁଳ ଖାଉଛି। ଚାଲି ଯାଇଛି ବନ୍ୟା କିନ୍ତୁ ଛାଡି ଯାଇଛି […]

ବିପଦରେ ପଶ୍ଚିମବଙ୍ଗ, ଗଣତି ପରେ ଉଗ୍ର ହେଉଛି ନିର୍ବାଚନୀ ହିଂସା !

ଗତ କିଛିଦିନ ହେବ ପଶ୍ଚିମବଙ୍ଗରେ ଲାଗିରହିଛି ନିର୍ବାଚନୀ ହିଂସା । ଆଉ ଏହି ହିଂସା ଧୀରେଧୀରେ ଉଗ୍ର ହେଉଥିବା ଦେଖିବାକୁ ମିଳିଛି। ଭୋଟ ସମୟରେ ପୋଡାଜଳା ମାରପିଟ ଦେଖିବାକୁ ମିଳିଥିବା ବେଳେ ଗୁଳିମାଡ ହୋଇଥିବା […]

ଚିତା ପାଇଁ ଏବେ ବଢୁଛି ଚିନ୍ତା !

ଚିତା ପାଇଁ ଏବେ ବଢୁଛି ଚିନ୍ତା , କାହିଁକି ନା ୫ମାସରେ ୭ଟି ଚିତାବାଘଙ୍କ ମୃତ୍ଯୁ ହେଲାଣି। ତେବେ ଭାରତର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଅଣ୍ଡିରା ଚିତାର ମୃତ୍ୟୁ ଘଟିଛି […]

କ୍ୟାପ୍ଟେନ୍ କୁଲ୍ ଙ୍କ ଜନ୍ମଦିନ

ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଆଜି କ୍ୟାପ୍ଟେନ୍ କୁଲ୍ ଙ୍କ ଜନ୍ମ ଦିନ । ୪୨ ବର୍ଷ ବୟସରେ ପାଦ ଥାପିଲେ ଭାରତର ଅନ୍ୟତମ ସଫଳ ଅଧିନାୟକ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି । […]

ରିଲ୍ସ କଲେ ଭୋଗିବେ ଦଣ୍ଡ !

 କେଦାରନାଥରେ ଉଠେଇ ପରିବେନି ଫୋଟୋ କି ବନେଇ ପରିବେନି ରିଲ୍ସ । ରିଲ୍ସ ବନେଇଲେ ଆପଣଙ୍କୁ ମିଳିପାରେ ଦଣ୍ଡ। ଏନେଇ କେଦାରନାଥ ମନ୍ଦିର ସମିତି ପକ୍ଷରୁ ନିଆଯାଇଛି ଦୃଢ ନିଷ୍ପତ୍ତି। ତେବେ ଗତ କିଛି ଦିନ […]

ଉଗ୍ର ହେଉଛି ମଣିପୁର ହିଂସା !

ଦିନକୁ ଦିନ ଉଗ୍ର ହେଉଛି ମଣିପୁରରେ ହିଂସା। ମଣିପୁରର ଖଙ୍ଗାବୋକର ଆଇଆରବି ବାଟାଲିଅନ କ୍ୟାମ୍ପରେ ହୋଇଛି ଆକ୍ରମଣ । ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଲୁଟ୍‌ ଉଦ୍ଦେଶ୍ୟରେ ଆଇଆରବି କ୍ୟାମ୍ପରେ ଲୋକ ଭାରି ଭରକମ ଆକ୍ରମଣ […]

ବିଦା ହେବେ ୧୫ ବିଧାୟକ

ବଦଳିବ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀ ପରିଷଦ ବଦଳିବ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀ ପରିଷଦ । ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀ ପରିଷଦ ବୈଠକ ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା । ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ […]