ମୁନ୍ ମିସନ ପରେ ସନ୍ ମିସନ

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ ହୋଇପାରେ ଆଦିତ୍ୟ-ଏଲ୧ ମୁନ୍ ମିସନ ପରେ ସନ୍ ମିସନ । ଖୁବ୍ ଶୀଘ୍ର ସୂର୍ଯ୍ୟକୁ ମିସନ ଆରମ୍ଭ କରିବ ଇସ୍ରୋ । ଏନେଇ ପ୍ରସ୍ତୁତ ହୋଇଛି ଆଦିତ୍ୟ-ଏଲ୧ । […]

ଚତୁର୍ଥ କକ୍ଷପଥ ପରିବର୍ତ୍ତନ କରିବ ଚନ୍ଦ୍ରଯାନ-୩

ପାଖେଇ ଆସୁଛି ସଫଳତା, ଚନ୍ଦ୍ରର ନିକଟତର ହେଲା ଚନ୍ଦ୍ରଯାନ-୩ ଆଜି ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩ । ଦିନ ୧୧ଟାରୁ ସାଢେ ୧୨ଟା ମଧ୍ୟରେ ଚତୁର୍ଥ କକ୍ଷପଥ ପରିବର୍ତ୍ତନ କରିବ ଚନ୍ଦ୍ରଯାନ-୩ । […]

ଭାରତ ଓ ଚୀନ ମଧ୍ୟରେ ହେବ କମାଣ୍ଡରସ୍ତରୀୟ ଆଲୋଚନା

କାଲି ଆଲୋଚନାରେ ତୁଟିବ କି ସୀମା ବିବାଦ ଆସନ୍ତାକାଲି ଭାରତ ଓ ଚୀନ ମଧ୍ୟରେ ହେବ କମାଣ୍ଡରସ୍ତରୀୟ ଆଲୋଚନା । LAC ବିବାଦର ସମାଧାନ ପାଇଁ ୧୯ତମ ଦ୍ବିପାକ୍ଷିକ କୋର କମାଣ୍ଡରସ୍ତରୀୟ ବୈଠକ ବସିବାକୁ […]

ନେପାଳରୁ ଶସ୍ତାରେ ଭାରତ ରପ୍ତାନୀ ହେବ ଟମାଟୋ

ଦୂର ହେବ ଖାଉଟିଙ୍କ ଟେନସନ୍, ଶସ୍ତା ହେବ ବିଲାତି ଟମାଟୋର ମାତ୍ରାଧିକ ଦରବୃଦ୍ଧି ଯୋଗୁଁ ସୃଷ୍ଟି ହୋଇଥିବା ଚିନ୍ତା ଏବେ ଦୂର ହୋଇପାରେ । କାରଣ ଶସ୍ତା ମୂଲ୍ୟରେ ଭାରତକୁ ଟମାଟୋ ଯୋଗାଇବ ନେପାଳ […]

ମାଲେସିଆକୁ ହରାଇ ଭାରତ ଚାମ୍ପିଅନ

ଭାରତ ଜିତିଲା ଏସିଆ ଚାମ୍ପିଅନ୍ସ ଟ୍ରଫି ଭାରତ ଏସିଆ ଚାମ୍ପିଅନ୍ସ ଟ୍ରଫି ଚାମ୍ପିଅନ ହୋଇଛି । ଶନିବାର ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ ମ୍ୟାଚରେ ଭାରତ ୪-୩ରେ ମାଲେସିଆକୁ ପରାସ୍ତ କରି ଚାମ୍ପିଅନ ହୋଇଛି । […]

ରାଜଧାନୀରେ ଯୁବକଙ୍କୁ ଗୋଡାଇ ହାଣିଲା ଦୁର୍ବୃତ୍ତ

ଦିନ ଦ୍ଵିପ୍ରହରରେ ମଧ୍ୟ ସୁରକ୍ଷିତ ନୁହେଁ ଭୁବନେଶ୍ବର ! ପୁଣି ଅଶାନ୍ତ ହୋଇ ଉଠିଛି ରାଜଧାନୀ ଭୁବନେଶ୍ବର। ଦିବାଲୋକରେ ରାଜଧାନୀ ଛାତି ଉପରେ ବୁଲିଛି ଖଣ୍ଡା । ତେବେ ଏଭଳି ଜଘନ୍ୟ ବିଭଶ୍ଚ ଅମାନୁଷିକତାର […]

ରାଜଧାନୀ ରାସ୍ତାରେ ଗାଈ ଗୋରୁ ବୁଲିଲେ ମାଲିକଙ୍କୁ ଫାଇନ !

ବିଏମସିର କଠୋର କାର୍ଯ୍ୟାନୁଷ୍ଠାନ ! ଆପଣ ରାଜଧାନୀର ବାସିନ୍ଦା କି ? ଆପଣଙ୍କ ଘରେ ଆପଣ ଗାଈ ରଖିଛନ୍ତି କି । ତେବେ ସାବଧାନ ହୋଇଯାନ୍ତୁ । ଯଦି ଆପଣଙ୍କ ଗାଈ ଗୋରୁ ରାଜଧାନୀର […]

ଆଜି ବିଶ୍ଵ ହସ୍ତୀ ଦିବସ

ଜଙ୍ଗଲ ବଞ୍ଚାନ୍ତୁ, ହାତୀ ବଞ୍ଚାନ୍ତୁ…. ଈଶ୍ବରଙ୍କ ସୃଷ୍ଟିରେ ସବୁଠୁ ବିଶାଳକାୟ ଜୀବ ହେଉଛି ହାତୀ । ଦେଖିବାକୁ ଯେମିତି ବିଶାଳ କାମ ମଧ୍ୟ ଠିକ ସେମିତି। ତେବେ ଆଜି ସେହି ହାତୀମାନଙ୍କ ପାଇଁ ଦିନଟିଏ […]

ଜାଣିଶୁଣି ରାଘବ ଚଡ୍ଡାଙ୍କୁ ଫସାଉଛି ବିଜେପି: ଆପ୍

ରାଜ୍ୟସଭାରୁ ରାଘବ ଚଡ୍ଡା ନିଲମ୍ବିତ ଆମ୍‌ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରୁ ନିଲମ୍ବିତ । ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍‌ ସଂକ୍ରାନ୍ତ ପ୍ରସ୍ତାବରେ ୫ ଜଣ ସାଂସଦଙ୍କ ଦସ୍ତଖତ ଜାଲ୍‌ କରିଥିବା […]

WFI ସଭାପତି ନିର୍ବାଚନରେ ରୋକ୍

କୁସ୍ତି ମହାସଂଘ ନିର୍ବାଚନରେ ରୋକ୍ ଲଗାଇଲେ ଚଣ୍ଡିଗଡ଼ ହାଇକୋର୍ଟ ଭାରତୀୟ କୁସ୍ତି ମହାସଂଘର ସଭାପତି ପଦ ପାଇଁ ହେବାକୁ ଥିବା ନିର୍ବାଚନ ଉପରେ ରୋକ୍ ଲଗାଇଛନ୍ତି ଚଣ୍ଡିଗଡ଼ ହାଇକୋର୍ଟ । ଏହି ନିର୍ବାଚନ ପାଇଁ […]