ବଦଳୁଛି ପାଗ, ଜାଣନ୍ତୁ କିପରି କରିବେ ଜର ଥଣ୍ଡାର ଉପଚାର ?

ବଦଳିଛି ଋତୁ । ଏଥିସହ ବଦଳିଛି ପାଣିପାଗ । ତେଣୁ ସ୍ବାସ୍ଥ୍ୟରେ ବି ଦେଖାଦେଇଛି ପରିବର୍ତ୍ତନ । ଲୋକଙ୍କ ମଧ୍ୟରେ ଧାରା ଶ୍ରାବଣ ଯୋଗୁଁ ଅଧିକ ବ୍ୟାପୁଛି ଥଣ୍ଡା ଓ ଜର । ଜେଜେ […]

ଦିଲ୍ଲୀର ଦୁଇ ମସଜିଦକୁ ନୋଟିସ !

ଦିଲ୍ଲୀର ଦୁଇ ପ୍ରତିଷ୍ଠିତ ମସଜିଦକୁ ନୋଟିସ୍। ୧୫ ଦିନ ମଧ୍ୟରେ ଜବର ଦଖଲ ଉଚ୍ଛେଦ କର । ଉତ୍ତରାଞ୍ଚଳ ରେଳବାଇ ପ୍ରଶାସନ ଏନେଇ ନୋଟିସ୍‌ ଜାରି କରିଛି। ଏହି ମସ୍‌ଜିଦ୍‌ ୨ଟି ହେଉଛି: ବେଙ୍ଗଲି […]

ମୁଁ ଯାଜପୁର କହୁଛି…

ମୁଁ ଯାଜପୁର କହୁଛି। ନୂଆ ସମୟ ସହ ନୂଆ ରୂପରେ ମୁଁ ଠିଆ ହୋଇଛି। ମୁଁ ବିନାଶ ଦେଖିଚି ବିକାଶ ବି ଦେଖୁଛି। ଦିନେ ଏଇଠୁ ସାରା ରାଜ୍ୟକୁ ଶାସନ ହେଉଥିଲା। ମୁନିଋଷିଙ୍କ ବେଦ […]

ପୋଲିସକୁ ଗୋଡାଇ ହାଣିଲେ ଗଞ୍ଜେଇ ମଫିଆ !

ଗଞ୍ଜେଇ ଜବତ କରିବାକୁ ଯାଇ ମାଫିଆଙ୍କ ଶିକାର ହେଲା ପୋଲିସ। ଆଇଆଇସି ଓ କନଷ୍ଟେବଲଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଗଞ୍ଜେଇ ମାଫିଆ। ଗଞ୍ଜେଇ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ଅବକାରୀ ଆଇଆଇସି ସହ ୨ ଜଣ […]

ନବୀନଙ୍କ ନାଁରେ ନୂଆ ରେକର୍ଡ

ରେକର୍ଡ ଭାଙ୍ଗିଲେ ନବୀନ । ନବୀନଙ୍କ ନାଁରେ ଆଜି ଲେଖା ହୋଇଛି ନୂଆ ରେକର୍ଡ । ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ଜ୍ୟୋତି ବସୁଙ୍କୁ ପଛରେ ପକାଇ […]

“ଯୁଦ୍ଧରେ ଦେଶକୁ ବଞ୍ଚାଇଲି, ହେଲେ ସ୍ତ୍ରୀକୁ ରକ୍ଷା କରିପାରିଲିନି”!

ମଣିପୁରରେ ଘଟିଥିବା ଲଜ୍ଜା ସାରା ଦେଶକୁ ମର୍ମାହତ କରିଛି । ଦୁଇ ମହିଳାଙ୍କୁ ଦୁଷ୍କର୍ମ ପରେ ଉଲଗ୍ନ କରି ବୁଲାଇବା ଓ ଅସଦାଚରଣ କରିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଦେଶବାସୀ […]

ନବୀନଙ୍କ ନାଁରେ ଯୋଡି ହେବ ନୂଆ ରେକର୍ଡ

୨୨ରେ ନବୀନ ହେବେ ଦ୍ବିତୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଯୋଡି ହେବ ନୂଆ ରେକର୍ଡ । ସର୍ବାଧିକକାଳ ଶାସନ କ୍ଷମତାରେ ରହିଥିବା ଦେଶର ଦ୍ଵିତୀୟ ମୁଖ୍ୟମନ୍ତ୍ରୀର ମାନ୍ୟତା ପାଇବାକୁ ଯାଉଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ […]

ବିଏମସିର ଦୃଢ କାର୍ଯ୍ୟାନୁଷ୍ଠାନ, ହୋଟେଲ ଆଗରେ ଫୋପାଡିଲେ ଅଳିଆ

ଅଳିଆ ଜମା କରି ହଟହଟା ହେଲେ ହୋଟେଲ ମାଲିକ। ବିଏମସି ନେଲା କଠୋର ପଦକ୍ଷେପ , ସବୁ ଅଲିଆକୁ ନେଇ ହୋଟେଲ ଆଗରେ ଫୋପାଡିଲା ବିଏମସି। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋଦ ଭୁବନେଶ୍ବର […]

ଆସୁଛି ବଡ ଲଘୁଚାପ, ପ୍ରବଳ ଛେଚିବ !

ରାଜ୍ଯରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଓଡ଼ିଶା ଉପକୂଳରେ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି […]

ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ, ୮ ମୃତ !

ଜାମ୍ମୁ-କାଶ୍ମୀର ପାଇଁ ଦାଉ ସାଧୁଛି ଲଗାଣ ବର୍ଷା। ଲଗାଣ ବର୍ଷା ଯୋଗୁଁ କେତେବେଳେ ବନ୍ୟା ସ୍ଥିତି ତ ଆଉ କେତେବେଳେ ଭୂସ୍ଖଳନ, ସତେ ଯେମିତି ବୋଝ ଉପରେ ନଳିତା ବିଡା। ତେବେ ଜାମ୍ମୁ-କାଶ୍ମୀରର କାଠୁଆ […]

ଘର ଭାଙ୍ଗି ଲୁଟିଥିଲ , ପୋଲିସ ହାତରେ ଧରା ପଡିଲେ

ଯାଜପୁର ରୋଡ ପୋଲିସକୁ ବଡ଼ ସଫଳତା। ଚୋରି ଘଟଣାର କଲା ପର୍ଦ୍ଦାଫାଶ। ତିନିଜଣଙ୍କୁ ଗିରଫ କରିବା ସହ ୬ଲକ୍ଷ ଟଙ୍କାର ସୁନାଗହଣା ଓ ଏକ ବାଇକ୍ ଜବତ ହୋଇଛି। ତେବେ ସୂଚନା ଅନୁଯାୟୀ ଯାଜପୁର […]