ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେପି

ମମତା ମହାନ୍ତ ବିଜେପିର ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ ହେଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ । ଆଜି ରାଜ୍ୟସଭା ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ମମତାଙ୍କ ନାଁରେ ଦଳ ମୋହର ମାରିଛି […]

ଟଙ୍କଧର ତ୍ରିପାଠୀଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟ ନୋଟିସ୍ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ସେପ୍ଟେମ୍ବର ୨୩ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିିଆଯାଇଛି । । ନିର୍ବାଚନ ପୂର୍ବରୁ ସତ୍ୟପାଠରେ […]

ପଦ୍ମ ଧରିଲେ ମମତା

ବିଜେପିରେ ମିଶିଲେ ମମତା ମହାନ୍ତ ବିଜେପିରେ ଯୋଗଦେଲେ ମମତା ମହାନ୍ତ । ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ସାଧାରଣ ସଂପାଦକ ଅରୁଣ ସିଂହଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ମମତା । ଏହି ମିଶ୍ରଣ ପର୍ବରେ ଓଡ଼ିଶା […]

ରାଜ୍ୟରେ ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାସନ କାର୍ଡଧାରୀ: କୃଷ୍ଣଚନ୍ଦ୍ର ପାତ୍ର

‘ବିଜେଡି ନେତାଙ୍କ ଜରିଆରେ ଧନୀ ଲୋକ ହାତେଇଛନ୍ତି ରାସନକାର୍ଡ’ ରାଜ୍ୟରେ ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାସନ କାର୍ଡଧାରୀ ଅଛନ୍ତି । ଏବେ ସୁଦ୍ଧା ସେମାନଙ୍କୁ ଚିହ୍ନଟ କରାଯାଇଛି । ସରକାର […]

ବିରୋଧୀଙ୍କୁ ଅର୍ଥମନ୍ତ୍ରୀଙ୍କ ଜବାବ

‘୨୦୦୯ ବଜେଟ୍‌ରେ ୨୬ ରାଜ୍ୟର ନାଁ ନିଆଯାଇନଥିଲା’ ବିରୋଧୀଙ୍କୁ ଅର୍ଥମନ୍ତ୍ରୀଙ୍କ ଜବାବ। କେନ୍ଦ୍ର ବଜେଟ୍‌ ପ୍ରସଙ୍ଗରେ ବିରୋଧୀ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି କହିଛନ୍ତି ନିର୍ମଳା ସୀତାରମଣ। ବିଜେପି କେବଳ ଏହାର ମେଣ୍ଟ ସହଯୋଗୀ […]

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଲା କଂଗ୍ରେସ

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଲା କଂଗ୍ରେସ । ଶୂନ୍ୟକାଳରେ ଏହି ନୋଟିସକୁ ବାଚସ୍ପତି ଗ୍ରହଣ କରିବାପରେ ଆଲୋଚନା ହୋଇଛି । ଅଗ୍ନିବୀର ସଂରକ୍ଷଣ […]

ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିଶୃଙ୍ଖଳା

ନବୀନଙ୍କ ଗିରଫ ଦାବି କଲେ ମହାଲିଙ୍ଗ ସରଗରମ ହେଉଛି ବିଧାନସଭା ବଜେଟ୍ ଅଧିବେଶନ। ହୁଲୁସ୍ତୁଲ ହେଉଛି ଗୃହ । ଗତକାଲି ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିରୋଧୀ ଦଳ ନେତା ନବୀନ […]

ଖବର କାଗଜ ରିପୋର୍ଟକୁ ଖଣ୍ଡନ କଲେ ନବୀନ

ପାଣ୍ଡିଆନଙ୍କ ସପକ୍ଷରେ ପୁଣି ବାହାରିଲେ ନବୀନ ଭିକେ ପାଣ୍ଡିଆନଙ୍କ ସପକ୍ଷରେ ପୁଣି ବାହାରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଜାତୀୟ ଖବରକାଗଜରେ ପାଣ୍ଡିଆନ ଓ ବିଜେଡିକୁ ନେଇ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ନବୀନ […]

ଆଜିଠୁ ସଂସଦର ବଜେଟ୍ ଅଧିବେଶନ

କାଲି ଆସିବ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଆଜିଠୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୬ ଟି […]

ଶୃଙ୍ଖଳିତ ଗୃହକାର୍ଯ୍ୟ ନେଇ ବିରୋଧୀଙ୍କ ସହଯୋଗ ଲୋଡିଲେ ବାଚସ୍ପତି

ସର୍ବଦଳୀୟ ବୈଠକ, ଯୋଗ ଦେଲେନି କଂଗ୍ରେସ, ସିପିଏମ ବିଧାନସଭାର ବଜେଟ ଅଧିବେଶନକୁ ନେଇ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ଯୋଗଦେଇନି କଂଗ୍ରେସ। ଏପର୍ୟ୍ୟନ୍ତ କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା […]

ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗି ଦେଲେ ସରକାର

ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗି ଦେଲେ ସରକାର ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଆଜି ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗି ଦେଇଛନ୍ତି । ଏହାସହିତ ରାଜ୍ୟ ଯୋଜନା ବୋର୍ଡ […]