ପ୍ରଚଣ୍ଡ ଘଡ଼ଘଡ଼ି ଓ ବିଜୁଳି ଶବ୍ଦରେ ଖସିପଡିଲା ଦଧିନଉତି

ରାଜଧାନୀ ସ୍ଥିତ ଶିବାଳୟରେ ଅଘଟଣ। ପ୍ରଚଣ୍ଡ ଘଡ଼ଘଡ଼ି ଓ ବିଜୁଳି ଶବ୍ଦରେ ଖସିପଡିଲା ରାମେଶ୍ଵର ମନ୍ଦିରର ଦଧିନଉତି । ପ୍ରାୟ ୬୦ଫୁଟ୍ ତଳକୁ ଖସି ପଡିଛି ଏହି ଦଧିନଉତି । ଆଜି ହେଉଥିବା ବର୍ଷା […]

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର

ଆସିବେ ହଳେ ଗିବନ୍ ଓ ଚିତ୍ରା ବିରାଡି ନନ୍ଦନକାନନକୁ ଆସିବେ ନୂଆ ଅତିଥି । ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏକ ଯୋଡା ହୁଲକ ଗିବନ ଏବଂ ଚିତ୍ରା ବିରାଡ଼ି ଅଣାଯିବ । […]

ସ୍ଥାୟୀ ଅସ୍ଥାୟୀ ଦୋକାନୀ ବିବାଦ

ମେୟର ଓ କମିସନରଙ୍କ ଘର ଆଗରେ ଧାରଣା ଚେତାବନୀ ଉଗ୍ର ହେଉଛି ସ୍ଥାୟୀ-ଅସ୍ଥାୟୀ ଦୋକାନୀ ବିବାଦ । ମାର୍କେଟ ବିଲ୍ଡିଂର ଦୋକାନକୁ ନେଇ ବିବାଦ । ଏଠାରେ ଏବେ ପ୍ରାୟ ୨୦୦ ଉଠାଦୋକାନୀ ବସୁଥିବା […]

ବାରଙ୍ଗରେ ହେବ ମେଟ୍ରୋ ୟାର୍ଡ

ଖୁବଶୀଘ୍ର ଓଡ଼ିଶାରେ ଗଡିବାକୁ ଯାଉଛି ମେଟ୍ରୋ । ଏଥିଲାଗି ଚାଲିଛି ଜୋରଦାର ପ୍ରସ୍ତୁତି। ଖାଲି ପ୍ରସ୍ତୁତି ନୁହେଁ ମେଟ୍ରୋକୁ କେଉଁଠି ରଖାଯିବ ତଥା ଯାନ୍ତ୍ରିକ ତ୍ରୁଟି ସମୟରେ କେଉଁଠି ମରାମତି କରାଯିବ ସେନେଇ ମଧ୍ୟ […]

ରାଜଧାନୀରେ ଚାଞ୍ଚଲ୍ୟ,ହୋଟେଲରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ !

ରାଜଧାନୀରେ ଚାଞ୍ଚଲ୍ୟ । ହୋଟେଲ ଭିତରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ । ଏଭଳି ଘଟଣା ଏବେ ପୁରା ରୋଚକ ମୋଡ ନେବାରେ ଲାଗିଛି । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ସ୍ଥିତ ଏକ ହୋଟେଲରୁ ଜଣେ […]

କୁଆଖାଇ ନଦୀ ଅଘଟଣ – ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି

ଗତକାଲି କୁଆଖାଇ ନଦୀରେ ଗାଧୋଇଲା ବେଳେ ବୁଡିଯାଇଥିବା ଅଘଟଣ ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଗତ କାଲି ରାତିର ଖବର କୁଆଖାଇ ନଦୀରେ ଅଘଟଣ ଅନୁଯାୟୀ ୨ ଟି ମୃତଦେହ ଉଦ୍ଧାର […]

ଶ୍ରାବଣ ସୋମବାରରେ ଶିବ ମନ୍ଦିରରେ ଗହଳି

କାଉଡିଆଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଶିବ ମନ୍ଦିରରେ ଲାଗୁଛି ହଜାର ହଜାର ଭକ୍ତଙ୍କ ଭିଡ ।  କାନ୍ଧରେ କାଉଡ଼ି ଧରି କାଉଡ଼ିଆମାନେ ବିଭିନ୍ନ ଶିବ ମନ୍ଦିରରେ […]

ଜଳିଗଲା ମେଡିସିନ ଗୋଦାମ

୭ ଘଣ୍ଟା ଧରି ଜଳିଲା ଗୋଦାମ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏକ ସରକାରୀ ମେଡ଼ିସିନ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ରବିବାର ବିଳମ୍ବିତ ରାତିରେ  ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ରାଜ୍ୟ ଔଷଧ ନିଗମର […]

ବିଜେବି ଓ ମହର୍ଷି କଲେଜରେ ମାରପିଟ୍

ବିଚ୍ ରାସ୍ତାରେ ଛାତ୍ରଙ୍କୁ ଗୋଡାଇ ଗୋଡାଇ ହାଣିଲେ ରାଜଧାନୀରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି । ଭିନ୍ନ ଭିନ୍ନ କାରଣକୁ କେନ୍ଦ୍ର କରି ଦୁଇ ପ୍ରମୁଖ କଲେଜ ବିଜେବି ଓ ମହର୍ଷିରେ ଦୁଇ ଛାତ୍ରଗୋଷ୍ଠୀ […]

ଲଗାତାର ୩ବର୍ଷ ଧରି ବଢୁଛି ଡେଙ୍ଗୁ

ରାଜଧାନୀରେ ଡେଙ୍ଗୁର କାରଣ କରୋନା ଲଗାତାର ୨ ରୁ ୩ବର୍ଷ ହେବ ରାଜଧାନୀ ଓ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଚଳିତମାସ ୨ ତାରିଖ ସୁଦ୍ଧା ରାଜ୍ୟରେ ୧୧,୫୭୫ ନମୁନା ପରୀକ୍ଷା […]

ଅଦା ଦର ଆକାଶ ଛୁଆଁ

ଅଦା ୩୦୦, ଲଙ୍କା ୪୦୦ ଟଙ୍କା ଆପଣଙ୍କ ପାଖରେ ହଜାରେ ଟଙ୍କା ଅଛି । ଆଉ ଆପଣ ଯଦି ସେଥିରେ ପରିବା ଆଣିବାକୁ ହାଟକୁ ଯିବେ ତେବେ ଆପଣଙ୍କ ବ୍ୟାଗ୍ ଫୁଲ୍ ହେବ ନାହିଁ […]