ମିଛ ପୋଲିସର ପରିଚୟ ଦେଇ ଲୁଟିଥିଲେ ୩୫ହଜାର !

ରାଜଧାନୀରେ ମାତିଛନ୍ତି ମିଛ ପୋଲିସ , କଥାଟି ଆପଣଙ୍କୁ ଟିକେ ଅଡୁଆ ଲାଗୁଥିବ ନିଶ୍ଚୟ । କିନ୍ତୁ ବାସ୍ତବରେ ଏପରି କିଛି ଘଟଣା ଏବେ ଦେଖିବାକୁ ସାମ୍ନାକୁ ଆସିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି […]

୪ଦିନ ଯାଏଁ ବର୍ଷାରୁ ନିସ୍ତାର ନାହିଁ !

ସକ୍ରିୟ ହେଉଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର । ତେଣୁ ବଢିବ ବର୍ଷାର ପରିମାଣ । ଆହୁରି ୪ଦିନ ପ୍ରବଳ ବର୍ଷିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଗତ […]

କ’ଣ ନିଷ୍ପତ୍ତି ନେବ ପ୍ରଶାସନ

ଆଜି ଫୈସଲା କର, ନହଲେ କାଲି ଦୋକାନ ବନ୍ଦ ରାଜଧାନୀବାସୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହେଉଛି ମାର୍କେଟ ବିଲ୍ଡିଂ । କିନ୍ତୁ ଏହି ସ୍ଥାନ ଏବେ ଖାଁ ଖାଁ । ସ୍ଥାୟୀ ଓ ଉଠାଦୋକାନୀ […]

ଆସୁଛି ରାକ୍ଷୀ ପୂର୍ଣ୍ଣିମା

ରାକ୍ଷୀ ବଜାରରେ ଜମିଲାଣି ଗହଳି ଆସୁଛି ରାକ୍ଷୀ ପୁନେଇ । ଭାଇ ହାତରେ ସମ୍ପର୍କର ଡୋରୀ ବାନ୍ଧିବ ଭଉଣୀ । ଏଥିପାଇଁ ବଜାରରେ ବିଭିନ୍ନ ପ୍ରକାରର ରାକ୍ଷୀ ବିକ୍ରି ହେଲେଣି । ତେବେ ମିନି […]

ଉଠା ଦୋକାନୀ ସଂଘର ବିକ୍ଷୋଭ

କେବେ ଖୋଲିବ ମାର୍କେଟ ବିଲ୍ଡିଂ ? ମାର୍କେଟ ବିଲ୍ଡିଂକୁ ନେଇ ତେଜୁଛି ଉଠାଦୋକାନୀ ଓ ସ୍ଥାୟୀ ଦୋକନୀଙ୍କ ବିବାଦ । କାଲିଠୁ ଭୁବନେଶ୍ୱରର ସମସ୍ତ ସ୍ଥାୟୀ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ରାଜଧାନୀର […]

ନାବାଳିକାର ଜୀବନ ନେଲା ଡେଙ୍ଗୁ

ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ ଡେଙ୍ଗୁ ନେଲା ନାବାଳିକାର ଜୀବନ । ରାଜଧାନୀ ଜାଗମରାସ୍ଥିତ ଧର୍ମବିହାର ଅଞ୍ଚଳର ୬୩ ନମ୍ବର ୱାର୍ଡର ଜଣେ ୭ ବର୍ଷର ଝିଅର ମୃତ୍ୟୁ ଘଟିଛି । […]

ଆହୁରି ଦୁଇଦିନ ପ୍ରବଳ ବର୍ଷିବ!

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଏହା ପ୍ରଭାବରେ ଆସନ୍ତା ଦୁଇ ଦିନ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ […]

ସସପେଣ୍ଡ ପରେ ବର୍ଷିଲେ ଚିରଞ୍ଜୀବ

ଅସନ୍ତୋଷ ଝାଡିଲେ ନିଲମ୍ବିତ ନେତା ଆଜି ସାମ୍ବାଦିକ ସମ୍ମିଳନୀରେ ଅସନ୍ତୋଷ ଝାଡ଼ିଛନ୍ତି ଚିରଞ୍ଜୀବ ବିଶ୍ବାଳ । ନିଲମ୍ବନକୁ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ । ସେ କହିଛନ୍ତି ମୋ ରକ୍ତରେ […]

ଆଜିଠୁ ବନ୍ଦ ମାର୍କେଟ ବିଲ୍ଡିଂ

ଦାବି ପୂରଣ ନହେବା ଯାଏଁ ମାର୍କେଟ ବିଲ୍ଡିଂ ବନ୍ଦ ପ୍ରଶାସନ ଆଗରେ ରଖିଥିଲେ ଦାବି । କିନ୍ତୁ ଶୁଣିଲେନି ବିଏମସି କର୍ତ୍ତୃପକ୍ଷ । ତେଣୁ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରହିବ ଭୁବେଶ୍ବର […]

ରାଜଧାନୀରେ ଓଡ଼ିଆ ସାଇନ୍ ବୋର୍ଡ ଚେକିଂ

ଓଡ଼ିଆ ଫଳକ ନଥିବାରୁ କାରଣ ଦର୍ଶାଅ ନୋଟିସ ସରକାର ନିୟମ କରିଥିଲେ ପ୍ରତି ଦୋକାନରେ ଲାଗିବ ଓଡିଆରେ ଫଳକ । ନିୟମ ହେବା କିଛି ଦିନ ଲୋକେ ଏହାକୁ ମାନିଲେ । କିନ୍ତୁ ପରେ […]

ବଦଳିଲା ପାଗ , ବୁଡାଇଲା ବର୍ଷା !

ଗତ ୨୪ଘଣ୍ଟା ଭିତରେ ବଦଳିଛି ରାଜ୍ୟର ପାଣିପାଗ। ଅଜିଠୁ ପ୍ରବଳ ବର୍ଷା । ସକାଳୁ ବର୍ଷାର ପ୍ରଭାବ ଟ୍ଵିନସିଟି କଟକ ଭୁବନେଶ୍ବରରେ ଦେଖିବାକୁ ମିଳିଛି । ଏହା ସମେତ ଉପକୂଳ ଓଡ଼ିଶା ତଥା ପାର୍ଶ୍ଵବର୍ତ୍ତୀ […]