ଘନ କୁହୁଡ଼ିରେ ଆଚ୍ଛାଦିତ ରାଜଧାନୀ

ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ ଉପରାଷ୍ଟ୍ରପତି

ସର୍ବାଧିକ ୧ ଟଙ୍କା ୧୮ ପଇସା ବଢ଼ିଲା ବସ ଭଡ଼ା, ନୂଆ ବିଜ୍ଞପ୍ତି ଜାରି କଲେ ସରକାର

ଓଡ଼ିଶାରେ ଘରୋଇ ବାଇକରେ ଟ୍ୟାକ୍ସି ସେବା ବନ୍ଦ ପାଇଁ ନିର୍ଦ୍ଦେଶ

ଆସନ୍ତାକାଲି ସୁଦ୍ଧା ଆହୁରି ସ୍ପଷ୍ଟ ଚିହ୍ନିତ ହେବା ସମ୍ଭାବନା

ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ଓଡ଼ିଶା

୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତି

ଓଡ଼ିଶାରେ ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪

ବିଜେଡିର ଜନସମ୍ପର୍କ ପଦଯାତ୍ରା

ଆବୁଧାବିରେ ବିଶାଳ ହିନ୍ଦୁ ମନ୍ଦିର ଲୋକାର୍ପିତ

ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ

ପ୍ରକାଶ ପାଇଲା JEE ଆଡଭାନ୍ସ ଫଳ । ଉଭୟ ପ୍ରଥମ ଓ ଦ୍ବିତୀୟ ପେପରରେ ୧ ଲକ୍ଷ ୮୦ ହଜାର ୩୭୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ଉତ୍ତୀର୍ଣ୍ଣ ହୋଇଛନ୍ତି ୪୩ ହଜାର ୩୭୩ […]

ସୁଦାନରେ ବହିଲା ରକ୍ତର ନଦୀ

ଅସ୍ତ୍ରବିରତିକୁ ଅରାଜି, ସୁଦାନରେ ବହିଲା ରକ୍ତର ନଦୀ । ରାଜଧାନୀ ଖୋର୍ତୋମରେ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି ୫ ଶିଶୁଙ୍କ ସମେତ ୧୭ ଜଣ। ଆକ୍ରମଣରେ ୨୫ରୁ ଅଧିକ ଘର ଧୂଳିସାତ୍ ହୋଇଛି । ଜନବହୁଳ […]

ଅନବସର ଶେଷ ଦିନରେ ସଜେଇ ହେଉଛନ୍ତି ମହାପ୍ରଭୁ

ଆଜି ମହାପ୍ରଭୁଙ୍କ ଅନବସରରେ ଅନ୍ତିମ ଦିନ । କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । କାଲି ନବଯୌବନ ରୂପରେ ଭକ୍ତଙ୍କୁ […]

ସବୁଠି ଦାଉ ସାଧୁଛି ଅସହ୍ୟ ଖରା

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ଓ ଗରମରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଆଜି ରାଜ୍ୟର ୨୯ଟି ସହରର ତାପମାତ୍ରା ୪୦ ଅଥବା ଏଥିରୁ ଅଧିକ ରେକର୍ଡ ହୋଇଛି। ସୋନପୁରରେ ୪୫.୭ […]

ହଟିଲା ଅମଲା ସଂଘର ଆନ୍ଦୋଳନ

ସରିଲା ଅମଲା ସଂଘର ଆନ୍ଦୋଳନ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛି ଅମଲା ସଂଘ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଲୋଚନା ସଫଳ ହୋଇଥିବାବେଳେ ଆସନ୍ତା ସୋମବାରଠୁ କର୍ମଚାରୀମାନେ କାର୍ଯ୍ୟରେ […]

ଆଜିଠୁ ସଜେଇ ହେବେ ଶ୍ରୀଜୀଉ, ୧୯ରେ ନବଯୌବନ ଦର୍ଶନ

ପୁରୀ (ଯଯାତି ଏକ୍ସପ୍ରେସ ବ୍ଯୁରୋ): ଆଜିଠାରୁ ଶ୍ରୀମୁଖ ଶୃଙ୍ଗାର ହେବେ ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସବୁଠୁ ବଡ଼ ବନକଲାଗି ନୀତି ଆରମ୍ଭ ହେବ । ଶନିବାର ଓ ରବିବାର ଦୁଇଦିନ ଧରି ଏହି […]

ବାହାନଗା ଟ୍ରେନ ଟ୍ରାଜେଡି, ଗଲା ଆଉ ଜଣଙ୍କ ଜୀବନ

କଟକ(ଯଯାତି ଏକ୍ସପ୍ରେସ ବ୍ଯୁରୋ): ପୁଣି ସାମ୍ନାକୁ ଆସିଲା ଆଉ ଏକ ଦୁଃଖଦ ଖବର । ବାଲେଶ୍ୱର ବାହାନଗା ଟ୍ରେନ ଟ୍ରାଜେଡିରେ ଯୋଡି ହେଲା ଆଉ ଏକ ଦୁଃଖ ଖବର । ବାହାନଗାରେ ଘଟିଥିବା କରମଣ୍ଡଳ […]

ଜୁନାଗଡରେ ଗଣ୍ଡଗୋଳ, ଜଣେ ମୃତ

ଜବରଦଖଲ ଜମିରେ ନିର୍ମିତ ଦର୍‌ଘା ଭାଙ୍ଗିବା ଲାଗି ମୁନିସ୍‌ପାଲିଟି ନୋଟିସ୍‌ କରିବାରୁ ଗୁଜରାଟର ଜୁନାଗଡ଼ ଜିଲ୍ଲାରେ ଗୋଳମାଳିଆ ପରିସ୍ଥିତି । ଏହି ଗଣ୍ଡଗୋଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ପ୍ରାୟ […]

‘ବିପର୍ଯ୍ୟୟ’ ଆଣିଲା ୭୦୭ ଘର ପାଇଁ ଖୁସି

ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ପ୍ରକୋପରେ ଗୁଜରାଟ ଥରହର ହେଉଥିବା ବେଳେ ୭୦୭ଜଣ ଶିଶୁ ଜନ୍ମ ଗ୍ରହଣ କରିଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ସାମୁଦ୍ରିକ ବାତ୍ୟାଯୋଗୁଁ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବା ଅଞ୍ଚଳରୁ […]

ପୁଣି ଥରେ ଶିକାରୀ ଗୁଳିରେ ଫରେଷ୍ଟର ମୃତ

ପୁଣି ଶିମିଳିପାଳରେ ଅଭାବନୀୟ ଘଟଣା । ଏବେ ଆଉ ବନ ବିଭାଗ ଅଧିକାରୀଙ୍କୁ ଡରୁନାହାନ୍ତି ଶିକାରୀ । ଫଳରେଶିକାରୀଙ୍କ ଗୁଳିରେ ଯାଇଛି ଆଉ ଜଣେ ବନ କର୍ମଚାରୀଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଶିକାରୀଙ୍କ […]

ଶ୍ରୀଜିଉଙ୍କୁ ଲାଗି ହେବ ଖଡି ପ୍ରସାଦ

ଆଜି ଅଣସରର ଚତୁର୍ଦ୍ଦଶୀ ତିଥି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ଘଣ୍ଟ, ଛତା କାହାଳୀ ମଧ୍ୟରେ ଶ୍ରୀନହରକୁ ଖଡ଼ି ପ୍ରସାଦ ବିଜେ କରାଯିବ । ମହାପ୍ରଭୁଙ୍କୁ ଲାଗି ହୋଇଥିବା […]