ଘନ କୁହୁଡ଼ିରେ ଆଚ୍ଛାଦିତ ରାଜଧାନୀ

ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ ଉପରାଷ୍ଟ୍ରପତି

ସର୍ବାଧିକ ୧ ଟଙ୍କା ୧୮ ପଇସା ବଢ଼ିଲା ବସ ଭଡ଼ା, ନୂଆ ବିଜ୍ଞପ୍ତି ଜାରି କଲେ ସରକାର

ଓଡ଼ିଶାରେ ଘରୋଇ ବାଇକରେ ଟ୍ୟାକ୍ସି ସେବା ବନ୍ଦ ପାଇଁ ନିର୍ଦ୍ଦେଶ

ଆସନ୍ତାକାଲି ସୁଦ୍ଧା ଆହୁରି ସ୍ପଷ୍ଟ ଚିହ୍ନିତ ହେବା ସମ୍ଭାବନା

ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ

5T ସଚିବଙ୍କୁ ଅଣ୍ଡାମାଡ଼ !

ସୁରମା ପାଢ଼ୀ ହେବେ ଓଡ଼ିଶା ବିଧାନସଭାର ବାଚସ୍ପତି

କଟିଲା ୫ ବିଧାୟକଙ୍କ ଟିକେଟ

ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ମୋଦି

ଲାଇସେନ୍ସ ନଥିବା ବସ୍ ରାତିରେ ଚାଲୁଥିଲା କେମିତି ?

ଗଞ୍ଜାମ ଦିଗପହଣ୍ଡି ବ୍ଲକ ଖେମୁଣ୍ଡି କଲେଜ ନିକଟରେ ଘଟିଥିବା ବସ୍‌ ଦୁର୍ଘଟଣାକୁ ନେଇ ଆସିଛି ତାଜୁବ କରିଦେବା ପରି ତଥ୍ୟ। ଦୁର୍ଘଟଣାଗ୍ରସ୍ତ ଦୁଇଟି ବସ୍ ମଧ୍ୟରୁ ଘରୋଇ ବସ୍‌ଟିକୁ ରାତିରେ ଚଳାଚଳ କରିବାକୁ ରାଜ୍ୟ […]

ବନ୍ୟାରେ ବେହାଲ ଆସାମ

ବନ୍ୟାରେ ବେହାଲ ଆସାମ । ବିନାଶକାରୀ ବନ୍ୟାରେ ୯ ଜିଲ୍ଲାରେ ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏବେ ବନ୍ୟା ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି । ଯାହାକି ଲୋକଙ୍କ […]

ଇନଷ୍ଟାଗ୍ରାମରେ ଭାଇରାଲ ଶ୍ରୀମନ୍ଦିର ଭିତର ଭିଡିଓ

ପୁଣି ଥରେ ଭାଇରାଲ ହୋଇଛି ଶ୍ରୀମନ୍ଦିର ଭିତରର ଭିଡିଓ । ଏଥର ଫେସବୁକ୍ କି ୟୁଟ୍ୟୁବ ନୁହେଁ ଇନଷ୍ଟାଗ୍ରାମରେ ଭାଇରାଲ ହୋଇଛି ଶ୍ରୀମନ୍ଦିରର ଭିତରର ଦୃଶ୍ୟ । ରୋହିତ ଜୈଶ୍ବାଲ 1973 ନାମରେ ଥିବା […]

ମୃତକଙ୍କ ପରିବାରକୁ ମିଳିବ ୩ ଲକ୍ଷ ଟଙ୍କାର ସହାୟତା ରାଶି

ଦିଗପହଣ୍ଡି ଖେମୁଣ୍ଡି କଲେଜ ଛକ ନିକଟରେ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା […]

୨ ବସ୍ ମୁହାଁମୁହିଁ ଧକ୍କା, ୧୨ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବସ୍ ମୁହାଁମୁହିଁ ଧକ୍କା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିକଟରେ ସଡକ ଦୁର୍ଘଟଣା । OSRTC ବସ୍ ସହ ଯାତ୍ରୀବାହୀ ବସ୍ ଧକ୍କା ହୋଇଥିବା ସୂଚନା ମିଳିଛି […]

ଆଜି ବି ରାଜ୍ୟରେ ପ୍ରବଳ ବର୍ଷା

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା ଏବଂ ପଶ୍ଚିମ ବଙ୍ଗ ଉପକୂଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର | ଏହା ଆଗାମୀ ଦୁଇଦିନ ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଉତ୍ତର ଓଡିଶା-ଝାଡ଼ଖଣ୍ଡ ମଧ୍ୟ ଦେଇ ଗତିକରିବା […]

୨୦୨୪ରେ ଏନଡିଏକୁ ଟକ୍କର ଦେବ ପିଡିଏ

୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିରୋଧରେ ଲଢେଇ ପାଇଁ ଦୁଇଦିନ ତଳେ ବିହାରର ପାଟନାରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଥିଲା | ଏହି ବୈଠକରେ […]

ବଢିବ ଗ୍ରାଣ୍ଟ-ଇନ୍-ଏଡ୍ ପରିସର !

ବଢିବ ରାଜ୍ୟ ସରକାରଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ପରିସର। ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ଅଧିକ ଘରୋଇ କଲେଜକୁ ମିଳିବ ସରକାରୀ ମାନ୍ୟତା। ୨୦୦୮ରୁ ୨୦୧୩ ଭିତରେ ପ୍ରତିଷ୍ଠା ହୋଇଥିବା କଲେଜ ଏବଂ ଏଥିରେ କାମ କରୁଥିବା […]

ସମ୍ବଲପୁରରେ ଅଧିକ ବର୍ଷା, ଆସନ୍ତାକାଲି ଆହୁରି ବର୍ଷିବ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଆଜି ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ପାଇଁ ବିପଦ ଆଣିପାରେ ବର୍ଷା । ଆଜି ସକାଳଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହି ତିନି ଜିଲ୍ଲାରେ ୨୦୦ […]

ନଦୀରେ ଭାଙ୍ଗିପଡିଲା ରେଲଓ୍ବେ ବ୍ରିଜ୍

ଆମେରିକା ମୋଣ୍ଟାନା ନଦୀରେ ଭାଙ୍ଗିପଡିଲା ରେଲୱେ ବ୍ରିଜ୍ । ଫଳରେ ଏହା ଉପରେ ଯାଉଥିବା ମାଲବାହୀ ଟ୍ରେନର ଏକାଧିକ ବଗି ପାଣିରେ ଖସିପଡିଛି । ମାଲଗାଡିର ଟ୍ୟାଙ୍କର ଗୁଡିକରେ ଗରମ ଡାମର ଓ ତରଳ […]

କେବେ ଥମିବ ଟ୍ରେନ୍ ଦୁର୍ଘଟଣା

ପଶ୍ଚିମବଙ୍ଗ ବାଙ୍କୁଡ଼ାରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ । ବାଙ୍କୁଡ଼ା ଓଣ୍ଡାଗ୍ରାମ ରେଳ ଷ୍ଟେସନରେ ମାଲଗାଡ଼ିକୁ ଧକ୍କା ଦେଲା ଆଉ ଏକ ମାଲଗାଡ଼ି । ଦୁର୍ଘଟଣାରେ ଜଣେ ଲୋକୋ ପାଇଲଟ ଆହତ ହୋଇଥିବା ସୂଚନା ମିଳିଛି । […]