ଦେଶ ନିଜ ଆଦେଶରେ ରୋକ୍ ଲଗାଇଲେ ରାଜ୍ୟପାଳ Editor June 30, 2023 0 ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଓ ପରାମର୍ଶ ସତ୍ତ୍ୱେ ତାମିଲନାଡୁ ରାଜ୍ୟପାଳ ଆରଏନ ରବି ଜାରି କରିଥିବା ଆଦେଶ ଉପରେ ସେ ନିଜେ ହିଁ ରୋକ ଲଗାଇ ଦେଇଛନ୍ତି। ଇଡି ଦ୍ୱାରା ଗିରଫ ହୋଇଥିବା ଭି ସେନ୍ଥାଲି […]
ଓଡ଼ିଶା ଜିଲ୍ଲା ସାବଧାନ ମାତିଛି କୁମ୍ଭୀର ! Jajati express Reporter June 29, 2023 0 କେନ୍ଦ୍ରାପଡା(ଯଯାତି ଏକ୍ସପ୍ରେସ ବ୍ଯୁରୋ): କେନ୍ଦ୍ରାପଡାରେ ମାତିଛି କୁମ୍ଭୀର । ନଈରେ ଛପି ବସୁଛି କୁମ୍ଭୀର, ଆଉ କିଛି ବୁଝିବା ଆଗରୁ ଝାମ୍ପି ପଡି ନେଉଛି ଜୀବନ । ଆଜି ଜଣେ ବୃଦ୍ଧାଙ୍କୁ ଟାଣି ନେଲା କୁମ୍ଭୀର। […]
ଓଡ଼ିଶା କଳା ଓ ସଂସ୍କୃତି ଜିଲ୍ଲା ସୁନା ବେଶର ଇତିହାସ, କେତେ ସୁନା ପିନ୍ଧନ୍ତି ଶ୍ରୀଜିଉ Editor June 29, 2023 0 ଜଗତର ନାଥ ଜଗନ୍ନାଥ । ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରାର ଏକ ମୁଖ୍ୟ ପର୍ବ ସୁନାବେଶ । ଆଶାଢ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁ ମହଣ ମହଣ ସୁନା ପିନ୍ଧି ସଜେଇ ହୁଅନ୍ତି । ଆଉ […]
ଓଡ଼ିଶା କଳା ଓ ସଂସ୍କୃତି ଜିଲ୍ଲା ଗାଈ ଗୋବରରେ ନନ୍ଦିଘୋଷ ରଥ Editor June 29, 2023 0 ଯାଜପୁର ଜିଲ୍ଲା ନାଥସାହି ଗାଁରେ ଗାଈ ଗୋବରରେ କ୍ଷୁଦ୍ର ନନ୍ଦିଘୋଷଙ୍କ ରଥ ତିଆରି କରି ଚର୍ଚ୍ଚାରେ ବାଲୁକା ଶିଳ୍ପୀ ରାକେଶ l ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ସେ ଏହି ରଥ ନିର୍ମାଣ କରିଛନ୍ତି […]
ଓଡ଼ିଶା ଜିଲ୍ଲା ଯାଜପୁର ଅହମ୍ମଦନଗରରେ ଇଦ୍-ଉଲ୍-ଆଦା ପାଳିତ Jajati express Reporter June 29, 2023 0 ଯାଜପୁର (ଯଯାତି ଏକ୍ସପ୍ରେସ ବ୍ଯୁରୋ): ଆଜି ମୁସଲମାନ ସମ୍ପ୍ରଦାୟର ଏକ ବଡ ପର୍ବ ଇଦ୍-ଉଲ୍-ଆଦା । ଏହି ପର୍ବ ସାଧାରଣତଃ ମୁସଲିମ ଭାଇ ମାନଙ୍କ ପାଇଁ ଏକତାର ପର୍ବ ବୋଲି ମାନିଥାନ୍ତି l ଏଥିପାଇଁ […]
ଅପରାଧ ଓଡ଼ିଶା ଲାଲବାହିନୀର ନିର୍ମମକାଣ୍ଡ, ପ୍ରଜାକୋଟରେ ନିର୍ମମ ହତ୍ୟା Editor June 29, 2023 0 ଲାଲବାହିନୀଙ୍କ ଲଙ୍କାକାଣ୍ଡ । ପ୍ରଜାକୋଟରେ ଦୁଇ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ତାଡ଼ମେଟାଲା ଉପ ସରପଞ୍ଚ […]
ଓଡ଼ିଶା କଳା ଓ ସଂସ୍କୃତି ସୁନାରେ ସଜେଇ ହେବେ ସୁନାଦିଅଁ Editor June 29, 2023 0 ଆଜି ମହାପ୍ରଭୁଙ୍କ ରାଜରାଜେଶ୍ବେର ବେଶ ବା ସୁନାବେଶ । ମହଣ ମହଣ ସୁନାରେ ସୁସଜ୍ଜିତ ହେବେ ମହାବାହୁ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସୁନା ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ବୁଧବାର ଶୃଙ୍ଖଳିତ […]
ଅପରାଧ ଓଡ଼ିଶା ରାଜଧାନୀରେ ପୋଲିସ ସାମ୍ନାରେ ଗୁଳିମାଡ଼ Editor June 29, 2023 0 ପୁଣି ରାଜଧାନୀରେ ଫୁଟିଲା ଗୁଳି । ଝାରପଡ଼ାରେ ଗାଡ଼ି ସାଇଡ୍ ମାରିବାକୁ ନେଇ ୨ଟି ବନ୍ଧୁକରେ ୧୨ ରାଉଣ୍ଡ ଫାୟାରିଂ । ଗୁଳିମାଡ଼ରେ ଗୁରୁତର ଆହତ ୨ଜଣ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ଗୋଟିଏ […]
ଦେଶ ବୋହୂର ମୁଣ୍ଡକାଟି ଆତ୍ମସମର୍ପଣ କଲା ଶଶୁର Editor June 29, 2023 0 ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାରେ ଅଭାବନୀୟ ଘଟଣା । ବୋହୂର ମୁଣ୍ଡ କାଟି ଥାନାରେ ଆତ୍ମସମର୍ପଣ କରିଛି ଶଶୁର । ଜଣେ ୬୨ ବର୍ଷିୟ ବ୍ୟକ୍ତି ତାଙ୍କ ବୋହୂଙ୍କ ମୁଣ୍ଡ କାଟିପକାଇ ରକ୍ତାକ୍ତ ହାତରେ […]
ଓଡ଼ିଶା ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ Editor June 29, 2023 0 ବ୍ୟାସନଗର ବିଜେଡି ପକ୍ଷରୁ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଶୁଭ ଜନ୍ମଦିନ ଅବସରରେ ଏହି ଶିବିରର ଆୟୋଜନ […]
ଦେଶ ବହୁ ପ୍ରତୀକ୍ଷାର ଅନ୍ତ, ଜୁଲାଇରେ ଲଞ୍ଚ ହେବ ଚନ୍ଦ୍ରୟାନ-3 Editor June 28, 2023 0 ଭାରତରେ ଚନ୍ଦ୍ରଯାନ-୩କୁ ନେଇ ଲାଗି ରହିଥିବା ଅପେକ୍ଷା ଶେଷ ହୋଇଛି । ଏହି ମହାକାଶ ଯାନକୁ ଚନ୍ଦ୍ରରେ ଅବତରଣ କରାଯିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା […]