ଓଡ଼ିଶା ରାଜନୀତି ଗ୍ରାମାଞ୍ଚଳ ବିକାଶକୁ ପ୍ରାଥମିକତା Editor July 20, 2023 0 ବିଧାୟକଙ୍କ ସହ ଆଲୋଚନା କଲେ ଦାନଗଦୀବାସୀ ଗ୍ରାମାଞ୍ଚଳର ବିକାଶକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି “ଆମ ଓଡ଼ିଶା,ନବୀନ ଓଡ଼ିଶା”ଯୋଜନା । ଏହି ଯୋଜନାରେ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକର ସମସ୍ତ […]
ଦେଶ ଆଜିଠୁ ସଂସଦର ମୌସୁମୀ ଅଧିବେଶନ Editor July 20, 2023 0 କମ୍ପିବ ନୂଆ ସଂସଦ ଭବନ ଆଜିଠୁ ସଂସଦର ମୌସୁମୀ ଅଧିବେଶନ । ନବନିର୍ମିତ ସଂସଦ ଭବନରେ ପ୍ରଥମ ଥର ପାଇଁ ଅଧିବେଶନ ଅନୁଷ୍ଠିତ ହେବ । ବିଭିନ୍ନ ପ୍ରସଙ୍ଗରେ କମ୍ପିବ ଗୃହ । ଅଧିବେଶନରେ […]
ଦେଶ ‘ସାମ୍ବିଧାନିକ ଗଣତନ୍ତ୍ରରେ ଏଭଳି ଘଟଣା ଅସହ୍ୟ’ Editor July 20, 2023 0 ସରକାର ନକରିଲେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ: ସୁପ୍ରିମକୋର୍ଟ ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରାଇ ରାସ୍ତାରେ ଚଲାଇବା ଭିଡିଓ ଭାଇରାଲ ଘଟଣା । ଏହି ଘଟଣାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, […]
ଓଡ଼ିଶା ପାଣିପାଗ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା Editor July 20, 2023 0 ମତ୍ସ୍ୟଜୀବୀମାନଙ୍କୁ ୨୦ରୁ୨୨ ଯାଏଁ ସମୁଦ୍ର ମନା ଗତ କାଲିର ଘୂର୍ଣ୍ଣି ବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ଓଡିଶା ଉପକୂଳରେ ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର | ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬କିମି […]
ଦେଶ ଛେଚା ଖାଇଲେ ଦମ୍ପତି Editor July 19, 2023 0 ନାବାଳିକାଙ୍କୁ କାମ କରାଇବା ପଡିଲା ମହଙ୍ଗା ରାଜଧାନୀ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ବଡ଼ ଘଟଣା ଘଟିଛି। ଜଣେ ମହିଳା ପାଇଲଟ ଓ ତାଙ୍କ ସ୍ୱାମୀଙ୍କୁ ସ୍ଥାନୀୟ ଲୋକମାନେ ଘର ଭିତରୁ ଘୋଷାଡ଼ି ଆଣି ପ୍ରବଳ […]
ଦେଶ ପାଣିପାଗ ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ, ୮ ମୃତ ! Jajati express Reporter July 19, 2023 0 ଜାମ୍ମୁ-କାଶ୍ମୀର ପାଇଁ ଦାଉ ସାଧୁଛି ଲଗାଣ ବର୍ଷା। ଲଗାଣ ବର୍ଷା ଯୋଗୁଁ କେତେବେଳେ ବନ୍ୟା ସ୍ଥିତି ତ ଆଉ କେତେବେଳେ ଭୂସ୍ଖଳନ, ସତେ ଯେମିତି ବୋଝ ଉପରେ ନଳିତା ବିଡା। ତେବେ ଜାମ୍ମୁ-କାଶ୍ମୀରର କାଠୁଆ […]
ଅପରାଧ ଓଡ଼ିଶା ଘର ଭାଙ୍ଗି ଲୁଟିଥିଲ , ପୋଲିସ ହାତରେ ଧରା ପଡିଲେ Jajati express Reporter July 19, 2023 0 ଯାଜପୁର ରୋଡ ପୋଲିସକୁ ବଡ଼ ସଫଳତା। ଚୋରି ଘଟଣାର କଲା ପର୍ଦ୍ଦାଫାଶ। ତିନିଜଣଙ୍କୁ ଗିରଫ କରିବା ସହ ୬ଲକ୍ଷ ଟଙ୍କାର ସୁନାଗହଣା ଓ ଏକ ବାଇକ୍ ଜବତ ହୋଇଛି। ତେବେ ସୂଚନା ଅନୁଯାୟୀ ଯାଜପୁର […]
ଅପରାଧ ଓଡ଼ିଶା ଜିଲ୍ଲା ଚଡ଼ି ଗ୍ୟାଙ୍ଗକୁ ମାଡିବସିଲା ପୋଲିସ ! Jajati express Reporter July 19, 2023 0 ରାଜଧାନୀରେ ମାତିଛନ୍ତି ଚଡ଼ି ଗ୍ୟାଙ୍ଗ। ଦୀର୍ଘଦିନ ଧରି ପୋଲିସ ଆଖିରେ ଧୂଳି ଦେଇ କରୁଥିଲେ ଲୁଟ୍। ହେଲେ ଏମାନଙ୍କୁ ଧରିବାକୁ ପୋଲିସ ବିଛାଇଥିଲା ଇନ୍ଦ୍ରଜାଲ। ଆଉ ଅପେକ୍ଷା କରିଥିଲା ପୁରା ସୁଯୋଗକୁ, ସୁଯୋଗ ପାଉ […]
ଦେଶ ଫାଟିଗଲା ଟ୍ରାନ୍ସଫରମର, ଚାଲିଗଲା ୧୦ ଜୀବନ Editor July 19, 2023 0 ବନ୍ୟା ତାଣ୍ଡବ ପରେ ବଡ଼ ଦୁର୍ଘଟଣା ଉତ୍ତରାଖଣ୍ଡ ଚମୋଲିରେ ବନ୍ୟା ଓ ବର୍ଷାର ତାଣ୍ଡବ ଲାଗିରହିଛି । ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଏକ ଦୁଃଖଦ ଖବର । ଅଳକାନନ୍ଦା ନଦୀ ତଟରେ […]
ଦେଶ ଗଳିପଡ଼ିଲା ଘରର ଛାତ, ୪ଜଣଙ୍କ ମୃତ୍ୟୁ Editor July 19, 2023 0 ଉଜୁଡିଗଲା ପୁରା ପରିବାର ଉତ୍ତରପ୍ରଦେଶ ବୁଲନ୍ଦସହର ଜିଲ୍ଲାରେ ବଡ଼ ଧରଣର ଅଘଟଣ । ଘର ଛାତ ଭୁଷୁଡି ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ । ଦିନକ ପୂର୍ବରୁ ଉପର ମହଲା ଛାତ ଗ୍ରୀଡିଙ୍ଗ ହୋଇଥିଲା […]
ଓଡ଼ିଶା ସସପେଣ୍ଡ ହେଲେ ୨ ରେଳ କର୍ମଚାରୀ Editor July 19, 2023 0 ଷ୍ଟେସନ ମାଷ୍ଟର ଓ ପଏଣ୍ଟମ୍ୟାନ୍ ନିଲମ୍ବିତ ବାଲେଶ୍ବର ନୀଳଗିରି ରୋଡ଼ରେ ମେମୁ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିବା ଘଟଣା | ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରେଳ ବିଭାଗ । ଷ୍ଟେସନମାଷ୍ଟର ଓ ପଏଣ୍ଟମ୍ୟାନଙ୍କୁ ନିଲମ୍ବନ […]