ଜମ୍ମୁ-କଶ୍ମୀର କିସ୍ତୱାଡାରେ ନିଖୋଜ ଦୁଇ ପୋଲିସ ଅଧିକାରୀଙ୍କ ମିଳିଲା ମୃତଦେହ

ଛନକା ବଢ଼ାଇଲା ଘୂର୍ଣ୍ଣିବଳୟ

ଭକ୍ତଙ୍କ ସୁବିଧା ଓ ନୀତିକାନ୍ତିକୁ ଗୁରୁତ୍ୱ

ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼

ନିଖୋଜ ୬ ଜଣଙ୍କ ପରିବାର ଲିଖିତ ଭାବେ ଜଣାଇବା ପରେ ରେସକ୍ୟୁ ଅପରେସନ ସ୍ଥଗିତ

ଯାଜପୁରରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା

୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

୪ ଦଫା ଦାବିରେ ଆନ୍ଦୋଳନ

ବଜେଟ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

୮ ଜିଲ୍ଲାରେ ନୂଆ ମେଡିକାଲ କଲେଜ

ଦୀପାଳି ଦାସଙ୍କ ଆବେଦନ ଗ୍ରହଣ କଲେ ନିର୍ବାଚନ କମିଶନ୍

ଯାଞ୍ଚ ହେବ ଇଭିଏମ୍ ଦୀପାଳି ଦାସଙ୍କ ଆବେଦନ ଗ୍ରହଣ କଲେ ନିର୍ବାଚନ କମିଶନ୍ । ପୁଣିଥରେ ଯାଞ୍ଚ ହେବ ଇଭିଏମ୍ । ୧୩ଟି ବୁଥ୍ରେ ଇଭିଏମ୍ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ […]

ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ବଢିଲା ଅଡୁଆ

କେଜ୍ରିୱାଲଙ୍କ ଜାମିନ ଉପରେ ରୋକ ଲଗାଇଲେ ହାଇକୋର୍ଟ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ ଗତକାଲି ତଳ କୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ଆଜି ହାଇକୋର୍ଟ ଏହା ଉପରେ ରୋକ ଲଗାଇଛି […]

ଭର୍ତ୍ତୃହରି ମହତାବ ହେଲେ ଲୋକସଭାର କାମଚଳା ବାଚସ୍ପତି

ଭର୍ତ୍ତୃହରି ଲୋକସଭାର କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି ନିଯୁକ୍ତ ହୋଇଛନ୍ତି। ତାଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ଲୋକସଭାକୁ ଲଗାତାର ୭ ଥର ନିର୍ବାଚିତ ହୋଇଛନ୍ତି […]

କେନ୍ଦ୍ର ସରକାରଙ୍କୁ ଘେରିଲେ କଂଗ୍ରେସ ସାସଂଦ ରାହୁଲ ଗାନ୍ଧୀ

‘ବିଜେପି ଶାସିତ ରାଜ୍ୟରେ ହେଉଛି ଅଧିକ ପେପର ଲିକ୍’ ନିଟ୍ ଓ ୟୁଜିସି ନେଟ୍ ପରୀକ୍ଷା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଲେ କଂଗ୍ରେସ ସାସଂଦ ରାହୁଲ ଗାନ୍ଧୀ । ଗତକାଲି ୟୁଜିସି ନେଟ୍ ପରୀକ୍ଷା […]

କୋର୍ଟରେ ହାଜର ପରେ ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ

ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ ଏନବିଡବ୍ଲୁ ମାମଲାରେ ହାଜରହେଲେ ଅନୁଭବ ମହାନ୍ତି । ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇଛନ୍ତି ଅନଭବ । କୋର୍ଟରେ ହାଜର ପରେ ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ । ଅନୁଭବ ଓ ତାଙ୍କ […]

ତାମିଲନାଡୁରେ ବିଷାକ୍ତ ମଦ ନେଲା ଜୀବନ

ବିଷାକ୍ତ ମଦ ନେଲା ୨୫ ଜୀବନ ତାମିଲନାଡୁରେ ବିଷାକ୍ତ ମଦ ନେଲା ଜୀବନ । ଶେଷ ଖବର ସୁଦ୍ଧା ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । […]

ବାଚସ୍ପତି ହେଲେ ସୁରମା ପାଢୀ

ବାଚସ୍ପତି ଭାବେ ଦାୟିତ୍ୱ ନେଲେ ସୁରମା ପାଢୀ ବିଧାନସଭାର ନୂଆ ବାଚସ୍ପତି ଭାବେ ଦାୟିତ୍ୱ ନେଇଛନ୍ତି ରଣପୁର ବିଧାୟିକା ସୁରମା ପାଢୀ । ଏହି ଗୁରୁଦାୟିତ୍ୱ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଗୃହର ସମସ୍ତ […]

ଆଜିଠୁ ଆରମ୍ଭ ହେବ ଦେବସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ପର୍ବ

ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଆଉ ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା । ଆଜିଠୁ ଆରମ୍ଭ ହେବ ଦେବସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ପର୍ବ । ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ହୋଇଥିବା ବେଳେ […]

୬୬ ବର୍ଷରେ ପାଦ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

HAPPY BIRTHDAY ମାଡାମ ପ୍ରେସିଡେଣ୍ଟ ୬୬ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁରରୁ ରାଇସିନା ହିଲରେ ପହଂଚି ଦେଶର ମହିଳାଙ୍କ ପାଇଁ ସେ ପାଲଟିଛନ୍ତି ଉଦାହରଣ । ଦେଶର ପ୍ରଥମ […]

ଧାନ ସହ ୧୪ଟି ଫସଲ ଉପରେ ବଢିଲା ଏମଏସପି

ବଢିଲା ଧାନର ସହାୟକ ମୂଲ୍ୟ କୃଷକଙ୍କ ପାଇଁ କେନ୍ଦ୍ର ସରକାର ଆଜି ବଡ ନିଷ୍ପତ୍ତି ନେଇଛନ୍ତି । ୧୪ଟି ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ, ଏମଏସପି ବୃଦ୍ଧି କରିଛନ୍ତି ସରକାର । ଏ […]

UGC-NET ପରୀକ୍ଷା ରଦ୍ଦ କଲା ଶିକ୍ଷା ମନ୍ତ୍ରାଳୟ

ରଦ୍ଦ ହେଲା UGC-NET ପରୀକ୍ଷା ରଦ୍ଦ ହେଲା UGC-NET ପରୀକ୍ଷା। ଏ ନେଇ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଦେଶବ୍ୟାପୀ ଅନୁଷ୍ଠିତ ଏ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ସନ୍ଦେହ ପରେ ଏଭଳି […]