ଜମ୍ମୁ-କଶ୍ମୀର କିସ୍ତୱାଡାରେ ନିଖୋଜ ଦୁଇ ପୋଲିସ ଅଧିକାରୀଙ୍କ ମିଳିଲା ମୃତଦେହ

ଛନକା ବଢ଼ାଇଲା ଘୂର୍ଣ୍ଣିବଳୟ

ଭକ୍ତଙ୍କ ସୁବିଧା ଓ ନୀତିକାନ୍ତିକୁ ଗୁରୁତ୍ୱ

ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼

ନିଖୋଜ ୬ ଜଣଙ୍କ ପରିବାର ଲିଖିତ ଭାବେ ଜଣାଇବା ପରେ ରେସକ୍ୟୁ ଅପରେସନ ସ୍ଥଗିତ

୪୦ ରୁ ୫୦ ଟି ଦୋକାନରେ ନିଆଁ

ଦୋଳ ପୂର୍ଣ୍ଣମୀରେ ଚନ୍ଦ୍ର ଗ୍ରହଣ

ରାଜ୍ୟର ସମସ୍ତ ଶୈବପୀଠରେ ଗହଳି

ଆଜିଠୁ ଆରମ୍ଭ ବିଶ୍ବନିୟନ୍ତାଙ୍କ ରଥ ନିର୍ମାଣ ନୀତି

ଆଜିଠୁ ପ୍ରବଳ ବର୍ଷା, ୧୯ଜିଲ୍ଲାକୁ ସତର୍କ ସୂଚନା

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ସତର୍କ କଲା ପାଣିପାଗ ବିଭାଗ

୪ ଦିନ ପ୍ରବଳ ବର୍ଷିବ ଆସନ୍ତା ୪ ଦିନ ପ୍ରବଳ ଛେଚିବ। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ୪ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି। ପ୍ରବଳ ବର୍ଷା ନେଇ […]

ଗିରଫ ପରେ କେଜ୍ରିୱାଲ ଅସୁସ୍ଥ

କେଜ୍ରିୱାଲଙ୍କୁ ଗିରଫ କଲା ସିବିଆଇ ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଥିବାବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ସିବିଆଇ। ଦିଲ୍ଲୀ ଅବକାରୀ ନୀତି ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ସିବିଆଇ […]

ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ରତ୍ନଭଣ୍ଡାରର ତୁରନ୍ତ ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ପତ୍ନତତ୍ତ୍ୱ ବିଭାଗକୁ ନିର୍ଦ୍ଦେଶ ଦେବାକୁ […]

ଦ୍ୱିତୀୟ ଥର ପାଇଁ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍ ବିର୍ଲା

ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍ ବିର୍ଲା ଲଗାତାର ଦ୍ୱିତୀୟ ଥର ପାଇଁ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିଜେପି ସାଂସଦ ଓମ୍ ବିର୍ଲା । ବାଚନିକ ଭୋଟରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ […]

ଦିଲ୍ଲୀ ଗସ୍ତରେ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ

ମୋଦିଙ୍କୁ ଭେଟିବେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡା ଆଜି ଯାଇପାରନ୍ତି ଦିଲ୍ଲୀ । ରାଜ୍ୟରେ ବିଜେପି ସରକାର ହେବା ପରେ ପ୍ରଥମ […]

ରଥଯାତ୍ରାରେ ପୁରୀ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରଥଯାତ୍ରାକୁ ଆସିବେ ରାଷ୍ଟ୍ରପତି ରଥଯାତ୍ରାରେ ପୁରୀ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜୁଲାଇ ୬ ତାରିଖରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ଏହି ସମୟରେ ରାଷ୍ଟ୍ରପତିଙ୍କର ପୁରୀ  ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ […]

ଶ୍ରଦ୍ଧାଳୁଙ୍କ ପାଇଁ ନବଯୌବନ ଦର୍ଶନ ବନ୍ଦ

ଶ୍ରଦ୍ଧାଳୁଙ୍କ ପାଇଁ ନବଯୌବନ ଦର୍ଶନ ବନ୍ଦ ଏଥର ଶ୍ରଦ୍ଧାଳୁଙ୍କ ପାଇଁ ନବଯୌବନ ଦର୍ଶନ ବନ୍ଦ । ପହଣ୍ଡି ଟିକେଟ୍‌ ହେବନି, ଶ୍ରୀମନ୍ଦିରରେ ପ୍ରବେଶ ମନା । ସମୟ କମ୍‌ ଥିବାରୁ ଭିଡ଼ ନିୟନ୍ତ୍ରଣ ନେଇ […]

ନାବାଳକର ମୃତ୍ୟୁ ପରେ ଆକ୍ସନ ମୁଡ଼ରେ ବିଏମସି

ମୁକୁଳା ଡ୍ରେନ ଉପରେ ମାସକ ଭିତରେ ସ୍ଲାବ ପଡ଼ିବ ଭୁବନେଶ୍ୱର ସ୍ଥିତ ୟୁନିଟ୍-୩ ମସଜିଦ୍‌ କଲୋନୀରେ ଡ୍ରେନ ପାଣିରେ ଭାସି ଜଣେ ନାବାଳକର ମୃତ୍ୟୁ ପରେ ଆକ୍ସନ ମୁଡ୍‌କୁ ଆସିଛି ଭୁବନେଶ୍ୱର ମହାନଗର ନିଗମ( ବିଏମସି)। ରାଜଧାନୀରେ ଥିବା […]

କ୍ୱାର୍ଟର ଭଙ୍ଗା ଘଟଣାରେ ମୁହଁ ଖୋଲିଲେ ପ୍ରଣବ ପ୍ରକାଶ ଦାଶ

ଯେପରି ପାଇଥିଲେ ସେପରି ଫେରାଇବେ କ୍ୱାର୍ଟର ଆବଣ୍ଟିତ ହୋଇଥିବା ସରକାରୀ କ୍ୱାର୍ଟର ଭଙ୍ଗା ଘଟଣାରେ ମୁହଁ ଖୋଲିଲେ ପ୍ରଣବ ପ୍ରକାଶ ଦାଶ । ବିଜେଡିର ସାଂଗଠନିକ ସମ୍ପାଦକ ତଥା ପୂର୍ବତନ ବିଧାୟକ କହିଛନ୍ତି, ୧୫ […]

ଅଣ୍ତରଗ୍ରାଉଣ୍ତରେ ଚାଲିଥିଲା କ’ଣ ?

ବବିଙ୍କ ସରକାରୀ ଘରେ ଭଙ୍ଗାରୁଜା ବିଜେଡି ନେତା ବବି ଦାସଙ୍କ ସରକାରୀ ଘରେ ଚାଲିଛି ଭଙ୍ଗାରୁଜା । ତେବେ କାହିଁକି ଭଙ୍ଗାରୁଜା ଚାଲିଛି ଏବଂ ଅଣ୍ଡରଗ୍ରାଉଣ୍ଡରେ କ’ଣ ଚାଲିଥିଲା, ସେ ନେଇ ଖୋଳତାଡ଼ ଚାଲିଛି। […]

ଆଜିର ଦିନରେ ପ୍ରଥମ ଥର ବିଶ୍ୱକପ୍‌ ବିଜୟୀ ହୋଇଥିଲା ଭାରତ

୪୧ବର୍ଷ ତଳେ ଆଜିର ଦିନରେ ଇତିହାସ ରଚିଥିଲା ଭାରତ ୪୧ବର୍ଷ ତଳେ ଆଜିର ଦିନରେ ଇତିହାସ ରଚିଥିଲା ଭାରତ । ପ୍ରଥମ ଥର ପାଇଁ ବିଶ୍ୱକପ୍‌ ବିଜୟୀ ହୋଇଥିଲା । ୨୫ ଜୁନ୍‌ ୧୯୮୩ […]