ୱାଙ୍ଗ୍ ୟିଙ୍କ ସହ ବଡ଼ ଆଲୋଚନା

ବଗି ଛାଡି ଇଂଜିନ ଛୁ

ଆଡଭାଇଜରି ଜାରି କଲା ସ୍ବାସ୍ଥ୍ୟ ବିଭାଗ

ଯୁବପିଢ଼ିଙ୍କ ପ୍ରତିଭାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଦାବି ପୂରଣ ନହେବା ଯାଏଁ ଚାଲିବ ଆନ୍ଦୋଳନ

କାଶ୍ମୀରରେ ହେବ ଜୋରଦାର ଫାଇଟ

ସ୍କୁଲରେ ପଢିବାକୁ ଡରୁଛନ୍ତି ଛାତ୍ରଛାତ୍ରୀ

ରାଜନୈତିକ ବ୍ୟାପାର କମିଟି ଗଠନ କଲା କଂଗ୍ରେସ

ଫୁଲୁଛି ବୈତରଣୀ

ନବ ଦାସଙ୍କ ପୁଅ ବିଶାଳ ଦାସ ଅଟକ

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ

ସୁଟିଂରେ ମନୁ ଭାକରଙ୍କୁ ବ୍ରୋଞ୍ଜ ଭାରତ ପାଇଁ ଖୁସି ଖବର । ପ୍ୟାରିସ୍ ଅଲିମ୍ପିକ୍ସରେ ସୁଟିଂରେ ମନୁ ଭାକରଙ୍କୁ ବଡ ସଫଳତା । ପ୍ରଥମ ପଦକ ହାସଲ କରିଛନ୍ତି ମନୁ ଭାକର । ସୁଟିଂରେ […]

ଖୁବଶୀଘ୍ର ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି

ରତ୍ନଭଣ୍ଡାର ଚାବି ଷଡଯନ୍ତ୍ରର ହେବ ଖୁଲାସା ଖୁବଶୀଘ୍ର ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ କରିବ ଏଏସଆଇ । ପ୍ରାଥମିକ ଯାଞ୍ଚ ସରିଛି । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ […]

ବଢୁଛି ବିଭିନ୍ନ ନଦୀର ଜଳସ୍ତର

ବୈତରଣୀ ଓ ବ୍ରାହ୍ମଣୀରେ ବଢୁଛି ନଦୀର ଜଳସ୍ତର ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବଢୁଛି । ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ମଧ୍ୟ ଜଳସ୍ତର ବଢୁଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ବୈତରଣୀ ନଦୀର […]

ହୀରାକୁଦ ଛାଡ଼ିଲା ବର୍ଷର ପ୍ରଥମ ବନ୍ୟାଜଳ

ଖୋଲିଲା ହୀରାକୁଦର ୨୦ଗେଟ୍ ଖୋଲିଲା ହୀରାକୁଦ ଗେଟ୍। ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଚଳିତବର୍ଷର ପ୍ରଥମ ବନ୍ୟା ଜଳ। ତିନୋଟି ପର୍ଯ୍ୟାୟରେ ଗେଟ୍ ଖୋଲାଯାଇ ବନ୍ୟାଜଳ ଛଡ଼ାଯାଇଛି। ଏପଟେ ମହାନଦୀକୁ ବନ୍ୟାଜଳ ଛଡ଼ାଯିବା […]

ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଭୟଙ୍କର ଦୁର୍ଘଟଣା

ଖାତକୁ ଖସିପଡ଼ିଲା ଗାଡ଼ି, ଗୋଟିଏ ପରିବାରର ୮ ମୃତ ଜମ୍ମୁ କାଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଅଭାବନୀୟ ଘଟଣା । ଖାତକୁ ଖସିପଡ଼ିଲା ଗାଡ଼ି, ଗୋଟିଏ ପରିବାରର ୮ ମୃତ। ସୂଚନା ଅନୁଯାୟୀ, ସମସ୍ତେ ଗୋଟିଏ […]

ମମତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଳୁ ସଙ୍କଟ: ମମତା ବାନାର୍ଜୀଙ୍କୁ ଭେଟିଲେ ମୋହନ ମାଝୀ ରାଜ୍ୟରେ ଆଳୁ ସଙ୍କଟ ଭିତରେ ଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପଶ୍ଚିମବଙ୍ଗରୁ ରାଜ୍ୟକୁ ଆଳୁ […]

ନୀତି ଆୟୋଗରେ ମୋହନଙ୍କ ଦାବି

ରାଜ୍ୟରେ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା ଦାବି: ମୋହନ ମାଝି ନୀତି ଆୟୋଗ ବୈଠକରେ ବିଭିନ୍ନ ଦାବି କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟରେ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା ଦାବି ପାଇଁ […]

ନୀତି ଆୟୋଗ ବୈଠକ ଅଧାରୁ ଉଠି ଆସିଲେ ମମତା ବାନାର୍ଜୀ

ବୈଠକରେ ମୋ ମାଇକ ବନ୍ଦ କରିଦେଲେ: ମମତା ବାନାର୍ଜୀ ନୀତି ଆୟୋଗ ବୈଠକ ଅଧାରୁ ଉଠି ଆସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେନ୍ଦ୍ର ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣି ବୈଠକ ମଝିରୁ […]

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ: ମୋହନ ମାଝୀ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । କାର୍ଗିଲ୍ ବିଜୟ ଦିବସରେ ରାଜ୍ୟରେ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାର […]

ବାଜିଲା ପ୍ୟାରିସ୍ ଅଲିମ୍ପିକ୍ସ ବିଗୁଲ

ପ୍ୟାରିସ୍ ଅଲିମ୍ପିକ୍ସ: ୨୦୬ ରାଷ୍ଟ୍ରରୁ ୧୦ହଜାର ୭୧୪ କ୍ରୀଡ଼ାବିତ ନେଇଛନ୍ତି ଭାଗ ବାଜିଲା ପ୍ୟାରିସ୍ ଅଲିମ୍ପିକ୍ସ ବିଗୁଲ । ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟାଇ ପ୍ୟାରିସ ନଗରୀରେ ଆରମ୍ଭ ହୋଇଛି ଅଲିମ୍ପିକ୍ସ କ୍ରୀଡ଼ାର ୩୩ତମ […]