ସତ୍ୟବ୍ରତ ଭୋଇ ହେଲେ ରାଜ୍ୟ ଗୁଇନ୍ଦା ବିଭାଗର ନୂତନ ଆଇଜି

ପ୍ରଥମ ଥର ପାଇବେ ୨.୨୧ ଲକ୍ଷ ହିତାଧିକାରୀ

ଉପକୃତ ହେବେ ୨୫୦୦ କର୍ମଚାରୀ ଓ ଅଧିକାରୀ

ହୀରାକୁଦ ଜଳଭଣ୍ଡାରର ୧୫ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

୨୪ ତାରଖଠୁ ବଢ଼ିବ ବର୍ଷା

ଜନ୍ମାଷ୍ଟମୀଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ପ୍ରକ୍ରିୟା ଆରମ୍ଭ

ଘର ଦୁଆରେ ଶୁଭିବ ଜୟ ଜଗନ୍ନାଥ

ଘାଟିରୁ ତଳକୁ ଖସିଲା କାର୍

କୋର୍ଟରେ ହାଜର ପରେ ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ

A320 ଫ୍ୟାମିଲି ବିମାନର ସପ୍ଟୱେରରେ ଯାନ୍ତ୍ରିକ ତ୍ରୁଟି, ବିମାନ ସେବା ପ୍ରଭାବିତ

ଟାଟା ନଗରରୁ-ବ୍ରହ୍ମପୁରକୁ ଗଡି଼ବ ବନ୍ଦେ ଭାରତ ଏକ୍ସପ୍ରେସ୍

ଟାଟା ନଗରରୁ-ବ୍ରହ୍ମପୁରକୁ ଗଡି଼ବ ବନ୍ଦେ ଭାରତ ଏକ୍ସପ୍ରେସ୍ ରାଜ୍ୟବାସୀଙ୍କୁ ରେଳ ମନ୍ତ୍ରାଳୟର ବଡ଼ ଭେଟି । ଖୁବଶୀଘ୍ର ରାଜ୍ୟରେ ଗଡ଼ିବାକୁ ଯାଉଛି ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ । ଆସନ୍ତା ୧୫ ତାରିଖରେ ବ୍ରହ୍ମପୁର-ଟାଟାନଗର […]

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ୍‌ ଗଲେ ଜେଲ୍‌ ସୁପରିଟେଣ୍ଡେଣ୍ଟ

ଗିରଫ ହେଲେ ଜେଲ୍‌ ସୁପରିଟେଣ୍ଡେଣ୍ଟ ଗିରଫ ହେଲେ ଜେଲ୍‌ ଅଧୀକ୍ଷକ । କେନ୍ଦୁଝର ଜେଲ୍‌ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ରେଡ୍‌ […]

ଇସ୍ତଫା ଦେଇ ବିଜେଡି ଉପରେ ବର୍ଷିଲେ ସୁଜିତ୍

‘ନିର୍ବାଚନ ପୂର୍ବରୁ ମୋତେ ଧମକ ଦିଆଯାଇଥିଲା’ ଆଜି ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର ଦଳର ପ୍ରାଥମିକ ସଦସ୍ୟ ପଦ ଓ ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ […]

ସୁଭଦ୍ରା ଯୋଜନାର ବଡ଼ ଅପଡେଟ୍‌

‘ବିନା ମୋବାଇଲ୍ ନମ୍ବର ଲିଙ୍କରେ ସୁଭଦ୍ରା ପଞ୍ଜୀକରଣ’ ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ। ଆଧାରରେ ନମ୍ବର ଲିଙ୍କ କରିବା ଲାଗୁଥିବା ଭିଡ଼କୁ ନଜରରେ ରଖି ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। […]

ସଡ଼କ ଦୁର୍ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା

ଦୁର୍ଘଟଣାରେ କେବଳ ୨୦୨୩ରେ ଗଡ଼ିଛି ୫୬୯୬ ମୁଣ୍ଡ ରାଜ୍ୟରେ ବଢୁଛି ସଡ଼କ ଦୁର୍ଘଟଣା। ୨୦୨୩ରେ ସଡ଼କ ଦୁର୍ଘଟଣାରେ ୫ହଜାର ୬୯୬ ଜଣଙ୍କ ଜୀବନ ଯାଇଛି। ଆହତ ହୋଇଛନ୍ତି ୧୦ ହଜାର ୪୧୯। ବିଧାନସଭାରେ ଏହି […]

ପ୍ରତି ପଞ୍ଚାୟତରେ ହେବ ମଡେଲ ପ୍ରାଥମିକ ବିଦ୍ୟାଳୟ

ପ୍ରତି ପଞ୍ଚାୟତରେ ହେବ ମଡେଲ ପ୍ରାଥମିକ ବିଦ୍ୟାଳୟ ପ୍ରତି ପଞ୍ଚାୟତରେ ହେବ ମଡେଲ ପ୍ରାଥମିକ ବିଦ୍ୟାଳୟ । ଏନେଇ ଏକ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୂଚନା ଦେଇଛନ୍ତି । ପ୍ରାଥମିକ ସ୍କୁଲକୁ […]

ବଜ୍ରପାତ ରୋକିବାକୁ ଲାଗିବ ତାଳ ଗଛ

ତାଳଗଛ ଲଗାଇବାକୁ ୭ କୋଟି ଟଙ୍କା ରାଜ୍ୟରେ ବଜ୍ରପାତ ସଂଖ୍ୟା ବଢ଼ି ଚାଲିଥିବାରୁ ତାଳ ଗଛ ଲଗାଇବା ପାଇଁ ସରକାର ୭ କୋଟି ଟଙ୍କା ବନ ବିଭାଗକୁ ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । […]

କ୍ୟାମ୍ପସରେ ସୁରକ୍ଷା ପାଇଁ ଡିସିପିଙ୍କୁ ଚିଠି ଲେଖିଲେ ରେଭେନ୍ସା କର୍ତ୍ତୃପକ୍ଷ

କ୍ୟାମ୍ପସରେ ସୁରକ୍ଷା ପାଇଁ ଡିସିପିଙ୍କୁ ଚିଠି ରେଭେନ୍ସା କ୍ୟାମ୍ପସରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥାକୁ ଯୋଗାଇବାକୁ ଚିଠି ଲେଖିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । କଟକ ଡିସିପିଙ୍କୁ ଚିଠି ଲେଖି ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ଅନୁରୋଧ କରିଛନ୍ତି […]

ସିଙ୍ଗାପୁରରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଭେଟିଲେ ମୋଦି

ସିଙ୍ଗାପୁରରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଭେଟିଲେ ମୋଦି ସିଙ୍ଗାପୁରରେ ଓଡ଼ିଆଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ବିଶ୍ବ ଦକ୍ଷତା କେନ୍ଦ୍ରରେ ଇଣ୍ଟର୍ନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ନିଜେ […]

ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ଟଳିଲେ ୬ ମାଓବାଦୀ ଏନକାଉଣ୍ଟରରେ ଟଳିଲେ ୬ ମାଓବାଦୀ । ତେଲେଙ୍ଗାନାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ। କୋଥଗୁଡେମ୍ ଜିଲ୍ଲା ନୀଳାଦ୍ରିପେଟ୍ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ […]

ନଦୀରେ କରିପାରିବେନି ମୂର୍ତ୍ତି ବିସର୍ଜନ

ନଦୀରେ ମୂର୍ତ୍ତି ବିସର୍ଜନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନଦୀରେ ମୂର୍ତ୍ତି ବିସର୍ଜନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବିଏମସି। ଆବଶ୍ୟକ ପଡିଲେ ଅନୁଷ୍ଠାନଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ । ଏ ନେଇ […]