ସତ୍ୟବ୍ରତ ଭୋଇ ହେଲେ ରାଜ୍ୟ ଗୁଇନ୍ଦା ବିଭାଗର ନୂତନ ଆଇଜି

ପ୍ରଥମ ଥର ପାଇବେ ୨.୨୧ ଲକ୍ଷ ହିତାଧିକାରୀ

ଉପକୃତ ହେବେ ୨୫୦୦ କର୍ମଚାରୀ ଓ ଅଧିକାରୀ

ହୀରାକୁଦ ଜଳଭଣ୍ଡାରର ୧୫ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

୨୪ ତାରଖଠୁ ବଢ଼ିବ ବର୍ଷା

ଆସନ୍ତା ୧୮ରେ ଶ୍ରୀମନ୍ଦିର ଯାଞ୍ଚ କରିବ ASIର ବୈଷୟିକ କମିଟି

ମିଳିଲା ୪ ନିଖୋଜଙ୍କ ମୃତଦେହ

ଦଶହରାରେ ବର୍ଷିବ !

୩୦୪ ରନର ସ୍କୋର କରିଛି ଇଂଲଣ୍ଡ

ଭାଙ୍ଗିଯିବ କି ବିଜେଡି?

ଆଜି ବିଧାନସଭାରେ ପାରିତ ହେବ ବ୍ଯୟମଞ୍ଜୁରୀ ବିଲ୍

ପାରିତ ହେବ ବ୍ଯୟମଞ୍ଜୁରୀ ବିଲ୍ ଆଜି ବିଧାନସଭାରେ ପାରିତ ହେବ ବ୍ଯୟମଞ୍ଜୁରୀ ବିଲ୍ । ସବୁ ବିଭାଗର ଖର୍ଚ୍ଚଦାବି ଆଲୋଚନା ହେବା ପରେ ବ୍ଯୟ ମଞ୍ଜୁରୀ ବିଲକୁ ଗୃହରେ ପାରିତ କରାଯିବ । ଗୃହରେ […]

ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ଡେଡ୍‌ଲାଇନ୍‌, କାଲି ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ

ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ପ୍ରଶ୍ନବାଚୀ ଉଠାଇଲେ ସୁପ୍ରିମକୋର୍ଟ କୋଲକାତା ଜୁନିୟର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ପ୍ରଶ୍ନବାଚୀ […]

ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ

ସିସିଟିଭି ନ ଲଗାଇଲେ ପରୀକ୍ଷା କେନ୍ଦ୍ର ମାନ୍ୟତା ବାତିଲ ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇ ବାକୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି […]

ଭଙ୍ଗା ହେବ ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ

ଭଙ୍ଗା ହେବ ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ ଭଙ୍ଗା ହେବ ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ। ଏହାକୁ ବିପଦପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ଯୋଗୁଁ ଭାଙ୍ଗିବାକୁ ନିର୍ଦ୍ଦେଶ […]

LoC ନିକଟରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ଏନକାଉଣ୍ଟରରେ ଟଳିଲେ ୨ଆତଙ୍କୀ ପୁଣି ପାକିସ୍ତାନ ପଟୁ ଅନୁପ୍ରବେଶ। ଜାମ୍ମୁ-କଶ୍ମୀର LOC ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ସୁରକ୍ଷାବାହିନୀ। ନୋସେରା ସୀମା ଦେଇ ଅନୁପ୍ରବେଶ ଉଦ୍ୟମ କରୁଥିଲେ ଆତଙ୍କୀ। ଏହି ସମୟରେ […]

ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ଭିତରେ ପଶିଲା ପାଣି

ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରେ ପାଣି, ବିଦ୍ୟୁତ୍ ଉତ୍ପାଦନ ବନ୍ଦ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ଭିତରେ ପଶିଲା ପାଣି। ବିଦ୍ୟୁତ୍ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ। ପ୍ରକଳ୍ପରେ ବନ୍ୟାଜଳ ପଶିବା ପରେ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଛି […]

ଓଡ଼ିଶା ଉପକୂଳ ଅତିକ୍ରମ କଲା ଗଭୀର ଅବପାତ

ଭୀଷଣ ବର୍ଷା ନେଇ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ବଙ୍ଗୋପସାଗରରେ ଆଗକୁ ବଢୁଛି ଗଭୀର ଅବପାତ । ଓଡ଼ିଶା ଉପକୂଳର ପୁରୀ ନିକଟରେ ଏହା ଅତିକ୍ରମ କରିଛି । ସକାଳ ସାଢ଼େ ୧୦ଟାରୁ ସାଢ଼େ […]

ପ୍ରବଳ ବର୍ଷାରେ ମାଲକାନଗିରି ବେହାଲ

ମାଲକାନଗିରି ସ୍ଥିତି ଅନୁଧ୍ୟାନ ପାଇଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ଵ ପ୍ରବଳ ବର୍ଷାରେ ମାଲକାନଗିରି ଜିଲ୍ଲା ବେହାଲ୍। ଜିଲ୍ଲାର ସ୍ଥିତି ପାଇଁ ୨ ବରିଷ୍ଠ ଅଧକାରୀଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି। ଆଏଏସ୍‌ ବିଷ୍ଣୁପଦ ସେଠୀ ଏବଂ […]

ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମ୍ବଲପୁରସ୍ଥିତ ତପସ୍ୱିନୀ ପେକ୍ଷାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରାଯାଇଛି। ଏହି […]

ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ: ବିଜେପିର ପ୍ରାର୍ଥୀ ଘୋଷଣା

ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଏହି ତାଲିକାରେ 10 ଜଣ ପ୍ରାର୍ଥୀଙ୍କ […]

କଙ୍ଗନା ରଣାୱତଙ୍କ ଫିଲ୍ମ ‘Emergency’କୁ ଗ୍ରିନ୍ ସିଗନାଲ

ଖୁବ୍ ଶୀଘ୍ର ରିଲିଜ୍ ହେବ ‘Emergency’ କଙ୍ଗନା ରଣାୱତଙ୍କ ଫିଲ୍ମ ‘Emergency’କୁ ସେନ୍ସର ବୋର୍ଡରୁ ପକ୍ଷରୁ ମିଳିଲା ଗ୍ରିନ୍ ସିଗନାଲ । ବିରାଟ ବିବାଦ ମଧ୍ୟରେ ସେନ୍ସର ବୋର୍ଡ ଏହି ଫିଲ୍ମକୁ ୟୁଏ ସାର୍ଟିଫିକେଟ୍ […]