୨୯ ରେ ଓଡିଶା ଆସିବେନି ଅମିତ ଶାହା

କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଗସ୍ତ ବାତିଲ

ଅମିତ ଶାହାଙ୍କ ଓଡିଶା ଗସ୍ତ ବାତିଲ । ୨୯ ରେ ଓଡିଶା ଆସିବେନି ଅମିତ ଶାହା । ୨୯ ରେ ହେବାକୁ ଥିବା ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ ବାତିଲ । ପୁରୀରେ ଅନୁଷ୍ଠିତ ହୋଇଥାନ୍ତା ଇଷ୍ଟର୍ଣ୍ଣ ଜୋନାଲ କାଉନସିଲର ୨୮ତମ ବୈଠକ । ଯୋଗ ଦେଇଥାନ୍ତେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ବୈଠକ ବାତିଲ ହୋଇ ଥିବାରୁ ଅମିତ ଶାହା ଗସ୍ତ ବାତିଲ ହେବା ନେଇ ମଧ୍ୟ ସୂଚନା ରହିଛି ।

Leave a Reply

Your email address will not be published. Required fields are marked *