ରାଉରକେଲା ବିମାନ ଦୁର୍ଘଟଣାରେ ଦୁଇ ଗୁରୁତରଙ୍କୁ ମୁମ୍ୱାଇ ସ୍ଥାନାନ୍ତର

ରାଉରକେଲା ବିମାନ ଦୁର୍ଘଟଣାରେ ଦୁଇ ଗୁରୁତରଙ୍କୁ ମୁମ୍ୱାଇ ସ୍ଥାନାନ୍ତର

ରାଉରକେଲା ବିମାନ ଦୁର୍ଘଟଣାରେ ଦୁଇ ଗୁରୁତରଙ୍କୁ ମୁମ୍ୱାଇ ସ୍ଥାନାନ୍ତର । ରାଉରକେଲାରେ ବିମାନ ଦୁର୍ଘଟଣାରେ ଆହତ ସବିତା ଆଗ୍ରୱାଲ ଓ ପତ୍ନୀ ସୁନିତା ଅଗ୍ରୱାଲଙ୍କୁ ଚିକିତ୍ସା ପାଇଁ ମୁମ୍ୱାଇ ଏୟାରଲିଫ୍ଟ କରାଗଲା । ଉଭୟଙ୍କୁ ଉନ୍ନତମାନର ଚିକିତ୍ସା ପାଇଁ ମୁମ୍ବାଇର ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।ଗତକାଲି ରାଉରକେଲାରେ ବିମାନ ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ଏପଟେ ତଦନ୍ତ ପାଇଁ ଆଜି ପହଞ୍ଚିବ AAIB ତଦନ୍ତକାରୀ ଟିମ୍ । ଦୁର୍ଘଟଣାର କାରଣ ଖୋଜିବ । ବିମାନ କେମିତି ଦୁର୍ଘଟଣାଗସ୍ତ ହେଲା ତାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ (ଡିଜିସିଏ)।

Leave a Reply

Your email address will not be published. Required fields are marked *