୨.୪୧ କୋଟି ବ୍ୟୟର CAG ଅଡିଟ୍‌ ପାଇଁ ଦାବି

ମହାନଦୀ ଟ୍ରିବ୍ୟୁନାଲଙ୍କ ଓଡ଼ିଶା ଗସ୍ତ ଖର୍ଚ୍ଚକୁ ନେଇ ପ୍ରଶ୍ନ

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ଓଡ଼ିଶା ଗସ୍ତ ସମୟରେ ହୋଇଥିବା ବିପୁଳ ସରକାରୀ ଅର୍ଥ ବ୍ୟୟକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଏହି ଗସ୍ତ ସମୟରେ ରାଜ୍ୟ ସରକାର କରିଥିବା ୨ କୋଟି ୪୧ ଲକ୍ଷ ୧୩,୯୫୦ ଟଙ୍କା ବ୍ୟୟର ଏକ ସ୍ୱତନ୍ତ୍ର ଏବଂ କମ୍ପ୍ଲାଏନ୍ସ ଅଡିଟ୍ କରିବା ପାଇଁ ‘ମହାନଦୀ ବଞ୍ଚାଅ ଆନ୍ଦୋଳନ’ ପକ୍ଷରୁ ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକଙ୍କ ନିକଟରେ ଏକ ବିସ୍ତୃତ ଜନସ୍ୱାର୍ଥ ସମ୍ବଳିତ ଦାବିପତ୍ର ଦାଖଲ କରାଯାଇଛି ।

Leave a Reply

Your email address will not be published. Required fields are marked *