ବଢ଼ିଲା ଆଇଏଏସ, ଆଇପିଏସ ଓ ଆଇଏଫଏସ ଅଧିକାରୀଙ୍କ ‘PAR’ ଅବଧି
ପୁଣି ବଢ଼ିଲା ଆଇଏଏସ, ଆଇପିଏସ ଓ ଆଇଏଫଏସ ଅଧିକାରୀଙ୍କ ‘PAR’ ଅବଧି । ୨୦୨୫-୨୬ ପାଇଁ ରିପୋର୍ଟ ଦାଖଲ କଲେ କେନ୍ଦ୍ର ସରକାର । ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟର ଚିଠି । ଆଜି ଥିଲା ଶେଷ ତାରିଖ, ଜୁଲାଇ ୩୧ ଯାଏଁ ବଢ଼ିଲା ଅବଧି ।
