ଓମ୍‌ଫେଡ୍ ଲିଟର ପିଛା ୪ଟଙ୍କା ବୃଦ୍ଧି

ବଢ଼ିଲା ଓମ୍‌ଫେଡ୍ କ୍ଷୀର ଦାମ୍ , ଲିଟର ପିଛା ୪ ଟଙ୍କା ବୃଦ୍ଧି

ବଢ଼ିଲା ଓମ୍‌ଫେଡ୍ କ୍ଷୀର ଦାମ୍ । ଓମ୍‌ଫେଡ୍ ଲିଟର ପିଛା ୪ଟଙ୍କା ବୃଦ୍ଧି ହୋଇଛି । ପୂର୍ବରୁ ଯେଉଁ ୫୦୦ ଗ୍ରାମ୍ ପ୍ୟାକ୍‌ର ଦାମ୍ ୨୭ ଟଙ୍କା ଥିଲା, ତାହା ୨୯ ଟଙ୍କା ହୋଇଛି । ଓମ୍‌ଫେଡ୍ କ୍ଷୀର ଦାମ୍ ବଢ଼ିବା ଯୋଗୁଁ ଆଗକୁ କ୍ଷୀର ଜାତୀୟ ସବୁ ସାମଗ୍ରୀ ଯଥା ପନିର, ଦହି, ଖୁଆ, ମିଠା ଓ ଚା’ କପ୍ ଦାମ୍ ମଧ୍ୟ ବଢ଼ିପାରେ । ଫଳରେ ଖାଉଟିମାନେ ପ୍ରଭାବିତ ହେବେ ।

Leave a Reply

Your email address will not be published. Required fields are marked *