ଭୁବନେଶ୍ବରରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଉଦ୍ ବେଗ ପ୍ରକାଶ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବରରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଉଦ୍ ବେଗ ପ୍ରକାଶ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବରରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଉଦ୍ ବେଗ ପ୍ରକାଶ କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ମହିଳାଙ୍କ ପାଇଁ ଅସୁରକ୍ଷିତ ହେଉଛି ରାଜ୍ୟ ରାଜଧାନୀ ଭୁବନେଶ୍ବର । କଳଙ୍କ ମୁଣ୍ଡାଇଛି ଓଡ଼ିଶା, କେବେ ଚେତିବ ବିଜେପି ସରକାର ? ଦିନଦ୍ବିପହରେ ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ସ୍ପର୍ଶକାତର ବିଷୟ । କୁଆଡେ ଯାଇଛି ଆଇନଶୃଙ୍ଖଳା ସେନେଇ ପ୍ରଶ୍ନ କରିଛନ୍ତି ନବୀନ । ଧଉଳି ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ବର୍ବର କାଣ୍ଡ ଲୋକଙ୍କୁ ଆତଙ୍କିତ କରିଛି ।