ପାର୍ବଣ ପୂର୍ବରୁ ବଞ୍ଜାରାଙ୍କୁ ଚିହ୍ନଟ ପାଇଁ ଡିସିପିଙ୍କ ନିର୍ଦ୍ଦେଶ

ରାଜଧାନୀରୁ ବଞ୍ଜାରା ମାନଙ୍କୁ ତଡ଼ିବା ପାଇଁ ମାଷ୍ଟର ପ୍ଲାନ

ବିଦା ହେବେ ବଞ୍ଜାରା। ରାଜଧାନୀରୁ ବଞ୍ଜାରାମାନଙ୍କୁ ତଡ଼ିବା ପାଇଁ ତିଆରି ହେଉଛି ମାଷ୍ଟର ପ୍ଲାନ୍। ବ୍ରହ୍ମପୁରରୁ ବଞ୍ଜାରାଙ୍କୁ ବିଦା କରିବା ପରେ ଏବେ ରାଜଧାନୀରୁ ବିଦା କରିବା ପାଇଁ ଯୋଜନା କରୁଛନ୍ତି ଡିସିପି ଶ୍ରବଣା ବିବେକ ଏମ୍। ପାର୍ବଣ ପୂର୍ବରୁ ବଂଜାରାଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି। ଭୁବନେଶ୍ୱର ୟୁପିଡ଼ିରୁ ଗତ ୮ ମାସରେ ୧୧୫ ସୁନା ଚେନ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଅଧିକାଂଶ ଚେନ ଜବତ ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସୁନା ଚେନ ଲୁଟେରାଙ୍କୁ ଧରିବାକୁ ବଡ଼ ପ୍ଲାନ ପ୍ରସ୍ତୁତ ହୋଇଛି। ଏସିପି ଓ ଆଇଆଇସିଙ୍କ ସହ କଥା ହେଲେ ଭୁବନେଶ୍ୱର ଡିସିପି। ଦଶହରାରେ ସାଦା ପୋଷାକରେ ବୁଲିବେ ପୋଲିସ।

Leave a Reply

Your email address will not be published. Required fields are marked *