କାଲି ମହାନଦୀ ଟ୍ରିବ୍ୟୁନାଲ୍ ଶୁଣାଣି

ମହାନଦୀ ଟ୍ରିବ୍ୟୁନାଲ୍, ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ମହାନଦୀ ଟ୍ରିବ୍ୟୁନାଲ୍, ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ‘ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍’ ର ଅବଧି ଆଉ ୯ ମାସ ବଢ଼ାଇ ଦେଇଛନ୍ତି। ଏବେ ଟ୍ରିବ୍ୟୁନାଲ୍ ୧୩ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଏହି ନୂତନ ଅବଧି ମଧ୍ୟରେ ଆସନ୍ତାକାଲି ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ।

Leave a Reply

Your email address will not be published. Required fields are marked *