ଅଗ୍ନି ନିରାପତ୍ତା ପ୍ରମାଣପତ୍ର ବୈଧତା ସରିଥିବାରୁ ନୋଟିସ୍‌

ଏମ୍ସ ସମେତ ରାଜ୍ୟର ୩୫ ହସ୍ପିଟାଲ୍‌କୁ ସ୍ୱାସ୍ଥ୍ୟ ବିଭାଗର ନୋଟିସ୍‌

ରାଜ୍ୟର ୩୫ଟି ହସ୍ପିଟାଲ୍‌କୁ ସ୍ୱାସ୍ଥ୍ୟ ବିଭାଗର ନୋଟିସ୍‌ । ଏମ୍‌ସ ଭୁବନେଶ୍ୱର ସମେତ ୩୫ଟି ହସ୍ପିଟାଲ୍‌କୁ କାରଣ ଦର୍ଶାଅ ନୋଟିସ୍‌ କରିଛି ଷ୍ଟେଟ୍ ହେଲ୍‌ଥ ଆସ୍ୟୁରାନ୍‌ସ ସୋସାଇଟି । ଅଗ୍ନି ନିରାପତ୍ତା ପ୍ରମାଣପତ୍ର ବୈଧତା ସରିଯାଇଥିବାରୁ ଏବଂ ଏହାର ନବୀକରଣ କରାଯାଇନଥିବାରୁ ନୋଟିସ୍‌ କରାଯାଇଛି । ୫ଦିନ ଭିତରେ ନବୀକରଣ ପ୍ରମାଣପତ୍ର ଦାଖଲ ନକଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *