କଟକରେ ଭୟଙ୍କର ଅଗ୍ନିକାଣ୍ଡ

କଟକ ହାଇକୋର୍ଟ ନିକଟରେ ଲାଗିଲା ନିଆଁ

ହାଇକୋର୍ଟ ପଛ ପଟ ପାଚେରୀ କୁ ଲାଗି କାଳିଗଲିରେ ଅଗ୍ନିକାଣ୍ଡ ଘଟିଛି । ସ୍ପର୍ଶ କତାର ସ୍ଥାନରେ ତିନୋଟି ବାଇକ୍‌ ଏବଂ ଏକ ସ୍କର୍ପିଓ କାରରେ ଅଗ୍ନିକାଣ୍ଡ ହୋଇଛି। ଏ ସବୁ ଗାଡ଼ି ସମ୍ପୂର୍ଣ୍ଣ ଜଲିଯାଇଚି । ସ୍ଥାନୀୟ ଲୋକ ଗାଡ଼ିର ନିଆଁ ଲିଭାଇ ବାକୁ ଉଦ୍ୟମ କରିଥିଲେ । ହେଲେ ଭୟରେ କେହି ପାଖକୁ ଯାଇନଥିଲେ । ଅଗ୍ନିସମ୍ ବିଭାଗର ଦୁଇଟି ଗାଡ଼ି ନିଆଁ ଲିଭାଇଥିଲେ ମଧ୍ୟ ୪ ଟି ଗାଡ଼ି ସମ୍ପୂର୍ଣ୍ଣ ଜଳିଯାଇଚି । କେଉଁ ପରିସ୍ଥିତି ରେ ଅଗ୍ନି କାଣ୍ଡ ହୋଇଚି ଏପର୍ଯ୍ୟନ୍ତ ଜଣା ପଡ଼ି ନାହିଁ । ପ୍ରତକ୍ଷାଦର୍ଷି ଙ୍କ କହିବାନୁଷାରେ ଗୋଟାଏ ଗାଡ଼ି ରୁ ଆଉ ଗୋଟିଏ ଗାଡ଼ି କୁ ନିଆଁ ବ୍ୟାପିଛି ।ତେବେ କେଉଁ ପରିସ୍ଥିତି ରେ ନିଆଁ ଲାଗିଲା, କହି ଜାଣିଶୁଣି ଏପରି କରିଛି କି । ଏହାର ଏକ ବଡ ଧରଣର ଯାଞ୍ଚ ହେବ ଦରକାର ବୋଲି ଆଇନୀ ଯିବି ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *