ଝାରସୁଗୁଡ଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ Posted on January 13, 2026January 13, 2026 ଝାରସୁଗୁଡ଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ ଝାରସୁଗୁଡ଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ । ୧ ନମ୍ବର ପ୍ଲାଟଫର୍ମରେ ଲାଗିଲା ନିଆଁ । ପ୍ଲାଟଫର୍ମକୁ ସମ୍ପୂର୍ଣ୍ଣ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ । ସମସ୍ତ ଯାତ୍ରୀ ସୁରକ୍ଷିତ ।
ଓଡ଼ିଶା ସରକାରୀ କର୍ମଚାରୀଙ୍କୁ ରଜ ଭେଟି Editor June 13, 2023 0 କାଲି ପହଲି ରଜ, ଆଉ ଆଜି କର୍ମଚାରୀଙ୍କୁ ରଜ ଭେଟି ଦେଇଛନ୍ତି ରାଜ୍ୟ ସରକାର। ସେମାନଙ୍କ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରୀ କର୍ମଚାରୀ […]
ଓଡ଼ିଶା ବଲାଙ୍ଗୀରରୁ ବିଜେଡିକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ User 003 November 2, 2024 0 ‘୧୦ ବର୍ଷରେ ହୋଇନି ୩୫ ପ୍ରତିଶତ ଜଳସେଚନ’ ଲୋୟର ସୁକତେଲ ପ୍ରକଳ୍ପ ଟଙ୍କା କୁଆଡେ ଗଲା ? ଏହି ଟଙ୍କାରେ ପ୍ଲଟ୍, ଫ୍ଲାଟ୍, ଫାର୍ମ ହାଉସ୍ ଓ ସୁନା ଗହଣା କିଣାଯାଇଛି । ବଲାଙ୍ଗୀର […]
ଓଡ଼ିଶା ପୁଣି ବିବାଦରେ ସିଙ୍ଗର୍ ହ୍ୟୁମାନ ସାଗର User 003 July 8, 2024 0 ହ୍ୟୁମାନଙ୍କ ନାଁରେ ଥାନାରେ ଏତଲା ପୁଣି ବିବାଦରେ ସିଙ୍ଗର୍ ହ୍ୟୁମାନ ସାଗର। ଜଗନ୍ନାଥ ଭଜନକୁ କଦର୍ଥ କରିଥିବା ଅଭିଯୋଗ। କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଛି […]