୬ଟି ବିଭାଗର ୮ଟି ପ୍ରସ୍ତାବ ରାଜ୍ୟ କ୍ୟାବିନେଟରେ ଅନୁମୋଦିତ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କୁ ନେଇ ବସିଥିବା କ୍ୟାବିନେଟ୍ ବୈଠକରେ ୮ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଏହି ପ୍ରସ୍ତାବଗୁଡିକ ମଧ୍ୟରେ ମୁଖ୍ୟତଃ ୬ ଟି ବିଭାଗର ୮ଟି ପ୍ରସ୍ତାବ ଅନୁମୋଦିତ ହୋଇଛି । ଅନୁଗର୍ଗ କହିଛନ୍ତି କି ସରକାର ୨ ବର୍ଷ ମଧ୍ୟରେ ୩୦୧ ପ୍ରସ୍ତାବ ପାରିତ କରିଛନ୍ତି ।
୧-ହସ୍ତତନ୍ତ୍ର ଓ ହସ୍ତକଳାର ଉନ୍ନତି ପାଇଁ ୩୬୧ କୋଟି
୨- ଭିବି ଜି ରାମଜିରେ ମିଳିବ ୧୨୫ ଦିନର କାମ
୩- ସହରୀ ଯୋଜନା ସ୍କିମ୍ ବିଡ଼ିଏ ପକ୍ଷରୁ ଭତଳ ସ୍ୱେରେଜ ପାଇଁ ୧୭୫ କୋଟି
୪- ଉଠାଦୋକାନୀଙ୍କୁ ଦିଆଯାଇଥିବା ଋଣରେ ଷ୍ଟାମ୍ପ ଡ୍ୟୁଟି ଛାଡ଼
୫-୬୪ଟି ସ୍ଥାନରେ ଇଂରାଜୀ ବନାନ ସଂଶୋଧନ
