Skip to content
Saturday, January 31, 2026
ଯଯାତି ଏକ୍ସପ୍ରେସ
  • ଓଡ଼ିଶା
    • ଜିଲ୍ଲା
  • ଦେଶ
  • ରାଜନୀତି
  • ଖେଳ
  • ବିଦେଶ
  • ମନୋରଞ୍ଜନ
  • ଅପରାଧ
  • କଳା ଓ ସଂସ୍କୃତି
  • ବିଜ୍ଞାନ
  • ସ୍ୱାସ୍ଥ୍ୟ
  • ଯଯାତି Special

ଏକ୍ସରେ ଆକାଉଣ୍ଟ ପାଇଁ ଦେବାକୁ ହେବ ଏକ ଡଲାର

Posted on October 18, 2023October 18, 2023

ମାଗଣାରେ ଖୋଲିପାରିବେନି ‘ଏକ୍ସ’ ଆକାଉଣ୍ଟ

ଏଣିକି ଆଉ ମାଗଣରେ କରିପାରିବେନି ସୋସିଆଲ ମିଡିଆ ଏକ୍ସ ର ବ୍ୟବହାର । ଏବେ ନୂଆ ଆକାଉଣ୍ଟ୍ ଖୋଲିବା ପାଇଁ ଲୋକଙ୍କୁ ଦେବାକୁ ପଡିବ ଚାର୍ଜ । ସମସ୍ତ ୟୁଜର୍ସଙ୍କ ପାଇଁ ଏକ ପେଡ୍ ପ୍ଲାଟଫର୍ମ ଆଣିବା ପାଇଁ ଯୋଜନା କରୁଛନ୍ତି ଏଲନ୍ ମସ୍କ । ଦୁଇ ଦେଶ ମଧ୍ୟରେ ଏଲନ ମସ୍କ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମର ନାଁ ରହିଛି ‘ନଟ୍ ଏ ବଟ୍’ । ଏହି କାର୍ଯ୍ୟକ୍ରମକୁ ପ୍ରଥମେ ଦୁଇ ଦେଶ ନ୍ୟୁଜିଲାଣ୍ଡ ଓ ଫିଲିପାଇନ୍ସରେ ଆରମ୍ଭ କରାଯାଇଛି । ଏହି ଦେଶରେ ଟ୍ୱିଟରରେ ଆକାଉଣ୍ଟ୍ ଖୋଲିବା ପାଇଁ ୧ଡଲାର୍ ଚାର୍ଜ ଦେବାକୁ ପଡୁଛି । ଅନ୍ୟ ଉପଭୋକ୍ତାଙ୍କ ସହ ଯୋଗାଯୋଗ କରିବା ପାଇଁ ଏହି ଫିସ୍ ନିଆଯାଉଛି ।

Posted in ବିଦେଶTagged charge for account, elon mask, jajatiexpress, latestnews, latestupdate, newzealand, social media, twitter, x

Post navigation

Previous: ନକଲି ଜନ୍ମ ପ୍ରମାଣପତ୍ର ମାମଲା, ଆଜମ୍ ଙ୍କ ପରିବାର ଦୋଷୀ ସାବ୍ୟସ୍ତ
Next: ଆଇସିସି ରାଙ୍କିଂ ତାଲିକା ଘୋଷଣା

Related Posts

  • ଦେଶ
  • ବିଦେଶ

ଆନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ୍ ମୁକ୍ତ ଦିବସ

  • Editor
  • July 3, 2023
  • 0

ପ୍ଲାଷ୍ଟିକ୍ ନଷ୍ଟ ହେବାକୁ ଲାଗେ ୫୦୦ ବର୍ଷ ଆଜି ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ । ପ୍ରଦୂଷଣ ପାଇଁ ପ୍ଲାଷ୍ଟିକ କେତେ ପରିମାରଣର ଦାୟୀ ଓ ପ୍ରକୃତି ଉପରେ ଏହାର କି ପ୍ରଭାବ […]

  • ବିଦେଶ

ପାକିସ୍ତାନରେ ପେ‌ଟ୍ରୋଲ୍‌ ଲିଟର ୩୩୦ ଟଙ୍କା

  • Editor
  • September 16, 2023
  • 0

ପାକିସ୍ତାନର ଦୁର୍ଦ୍ଦିନ: ରାତି ପାହିଲା ବେଳକୁ ପେଟ୍ରୋଲ ୨୬ ଟଙ୍କା ମହଙ୍ଗା ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଏକ ଲିଟର ପେ‌ଟ୍ରୋଲ୍‌ କିଣିବା ଲାଗି ଲୋକମାନଙ୍କୁ ୩୩୦ ପାକିସ୍ତାନୀ […]

  • ବିଦେଶ

ୟୁକ୍ରେନ୍ ବନ୍ଦର ଉପରେ ଋଷର ଆକ୍ରମଣ

  • Editor
  • August 3, 2023
  • 0

ଡ୍ରୋନ୍ ଆକ୍ରମଣର ପ୍ରତିଶୋଧ ନେଲା ଋଷ କିଛି ଦିନ ତଳେ ୟୁକ୍ରେନ୍ ଋଷର ଏକ ଅଞ୍ଚଳରେ ଡ୍ରୋନ୍ ଆକ୍ରମଣ କରିଥିଲା । ଏହା ପରେ ଋଷ ଏହାର ପ୍ରତିଶୋଧ ନେଇଛି । ୟୁକ୍ରେନ ସହ […]

Tags

accident (49) arvind kejriwal (47) assembly (52) bhubaneswar (219) bjd (169) bjp (255) breaking news (592) breakingnews (73) cmo (400) congress (188) cricket (49) Crime (71) cuttack (56) death (80) delhi (80) digital (429) election (81) election 2024 (104) ganjam (37) heavy rain (51) highcourt (48) india (485) isro (43) jagannath temple (78) jajatiexpress (3012) jajpur (67) latest (460) latest news (2270) latestupdate (246) Latest updates (582) mohanmajhi (53) narendra modi (124) naveen patnaik (53) odisha (848) odishapolitics (73) pakistan (41) parliament (41) police (53) politics (46) protest (41) puri (215) rahul gandhi (66) supremecourt (65) vk pandian (39) weather (101)
Copyright © 2026 Jajati Express Theme: Random News By Adore Themes.