ଧନଖଡ଼ଙ୍କ ପୂର୍ବରୁ ଭି ଭି ଗିରି, ଆର୍‌ ଭେଙ୍କଟରମଣ ଓହରିଥିଲେ

ଇସ୍ତଫା ଦେବାରେ ଧନଖଡ଼ ତୃତୀୟ ଉପରାଷ୍ଟ୍ରପତି ଉପରାଷ୍ଟ୍ରପତି ଭାବେ ଜଗଦୀପ ଧନଖଡ଼ ତାଙ୍କ ପଦରୁ ଇସ୍ତଫା ଦେବା ପରେ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ପ୍ରଥମ ଦିନରେ ଧନଖଡ଼ଙ୍କ […]

ଆଉ ନିର୍ବାଚନ ଲଢିବେନି ଜୁଏଲ ଓରାମ

ଆଉ ନିର୍ବାଚନ ଲଢିବେନି ଜୁଏଲ ଓରାମ ଆଉ ନିର୍ବାଚନ ଲଢିବେ ନାହିଁ ଜୁଏଲ ଓରାମ । ସମ୍ବଲପୁର ରୋଜଗାର ମେଳାରେ ଏନେଇ ସୂଚନା ଦେଇଛନ୍ତି ନିଜେ ଜୁଏଲ ଓରାମ । ଜୁଏଲ୍‌ ଓରାମ କହିଛନ୍ତି […]

‘ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ମହାସମାବେଶରେ ଯୋଗ ଦେବେ ରାହୁଲ ଗାନ୍ଧୀ

ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସ ପକ୍ଷରୁ ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ‘ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ମହାସମାବେଶରେ ସେ ଯୋଗ ଦେବେ। ରାଜ୍ୟରେ […]

ବିଜେଡିକୁ ପୁଣି ଏକ ବଡ଼ ଝଟ୍‌କା

ବିଜେଡି ଛାଡ଼ିଲେ ସୁନୀତା ବିଶ୍ବାଳ ବିଜୁ ଜନତା ଦଳ(ବିଜେଡି)କୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ସୁନୀତା ବିଶ୍ବାଳ ଦଳରୁ ବୁଧବାର ଇସ୍ତଫା ଦେଇଛନ୍ତି। ସେ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା […]

ମହୁଆଙ୍କୁ ଟଙ୍କଧରଙ୍କ ଜାବାବ

ମହୁଆଙ୍କ ମୁହଁରେ କୁହାଉଛି ବିଜେଡି:ଟଙ୍କଧର ତ୍ରିପାଠୀ ସାଂସଦ ମହୁଆ ମୈତ୍ରଙ୍କ ମନ୍ତବ୍ୟ ଉପରେ ଝାରସୁଗୁଡ଼ା ବିଧାୟକଙ୍କ ପ୍ରତିକ୍ରିୟା।ବିଜେଡି ଯାହା କହିପାରୁନି, ତାହା ନୂଆ ବୋହୂଙ୍କ ଜରିଆରେ କୁହାଉଛି। ଭାରତ ସରକାରଙ୍କ ନିର୍ଦ୍ଦେଶରେ ବାଂଲାଦେଶୀ ଯାଞ୍ଚ […]

ତାମିଲନାଡୁ ରାଜନୀତିରେ ଆଉଜଣେ ବଡ଼ କଳାକାର ଏଣ୍ଟ୍ରି

ବିଜୟ ହେବେ ଟିଭିକେର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାମିଲନାଡୁ ରାଜନୀତିରେ ଆଉଜଣେ ବଡ଼ କଳାକାର ଏଣ୍ଟ୍ରି ମାରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ତାମିଲ ସୁପରଷ୍ଟାର ବିଜୟ । ଏକାକୀ ଲଢ଼ିବ ବିଜୟଙ୍କ ଦଳ TVK […]

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ମମତା ମହାନ୍ତ

ନାମାଙ୍କନ ଦାଖଲ କଲେ ମମତା ବିଜେପି ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ କଲେ ନାମାଙ୍କନ । ବିଧାନସଭାରେ ନାମାଙ୍କନ ଦାଖଲ କଲେ ମମତା ମହାନ୍ତ । କୁଡୁମୀ ସମାଜର ବରିଷ୍ଠ ନେତ୍ରୀ ହେଉଛନ୍ତି ମମତା […]

କଲେଜ ନିର୍ବାଚନ ପ୍ରସଙ୍ଗ ଉଠାଇ କଂଗ୍ରେସର ହୋହଲ୍ଲା

ଆରମ୍ଭରୁ ହଟ୍ଟଗୋଳ, ୧୧. ୪୧ ଯାଏଁ ଗୃହ ମୁଲତବି ବିଧାନସଭାରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇଥିଲା । ଆରମ୍ଭରୁ କଲେଜ ନିର୍ବାଚନ ପ୍ରସଙ୍ଗ ଉଠିଥିଲା । ବିରୋଧୀଙ୍କ ହଟ୍ଟେଗୋଳ ଯୋଗୁଁ ୧୧. […]

ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଦବଙ୍ଗଗିରି

‘ମମତା ବାନାର୍ଜୀଙ୍କୁ ବିରୋଧ କଲେ ଆଙ୍ଗୁଠି ଭାଙ୍ଗି ଦେବୁ’ ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଦବଙ୍ଗଗିରି । କହିଲେ କୋଲକାତା ମହିଳ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରକୁ ଆଙ୍ଗୁଠି ଉଠାଇଲେ […]

ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ

ବିଜେପିରେ ମିଶିବେ ଚମ୍ପାଇ ସୋରେନ୍ ! ବିଧାନସଭା ନିର୍ବାଚନ ଆଗରୁ ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଲାଗିପାରେ ବଡ଼ ଝଟକା । ଜେଏମଏମ୍ ଛାଡ଼ି ବିଜେପିରେ ମିଶିପାରନ୍ତି ବିଦ୍ରୋହ ମୁଡରେ […]

ଦେଶବ୍ୟାପୀ ତେଜୁଛି ଅନ୍ଦୋଳନ, ଅଡୁଆରେ ମମତାଙ୍କ ଚଉକି

ଚାଲିଯିବ କି ମମତାଙ୍କ ଚଉକି? ପ୍ରତିବାଦର ନିଆଁରେ ଜଳୁଛି ପଶ୍ଚିମବଙ୍ଗ । ଧୀରେ ଧୀରେ ବ୍ୟାପୁଛି ଅରାଜକତା, ହିଂସା ଓ ପ୍ରତିହିଂସା । ହେଲେ ସମସ୍ୟାର ସମାଧାନ କରିବା ଛାଡ଼ି ନିଜ ସୁରକ୍ଷା ଚିନ୍ତାରେ […]