ଅତନୁଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ବ

ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ବାଦ ପଡ଼ିଲେ ରୋହିତ ପୂଜାରୀ । ତାଙ୍କ ସ୍ଥାନରେ ସମବାୟ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ମିଳିଛି ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ । […]

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ଉଚ୍ଚା ଆକ୍ସନ

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ଉଚ୍ଚା ଆକ୍ସନ । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେବାକୁ ସୁପାରିସ । ବାର୍ଷିକ ସମୀକ୍ଷାରେ ଉଚ୍ଚଶିକ୍ଷା ବିଭାଗର ଦୁର୍ବଳ ପ୍ରଦର୍ଶନ ଯୋଗୁଁ ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ […]

ଟ୍ରାକ୍ ରେ ସୁରକ୍ଷା ଯାଞ୍ଚ ପାଇଁ 28 ଟ୍ରେନ୍ ବାତିଲ

ସେଫଟି ସମ୍ପର୍କିତ କାମ ପାଇଁ ବିଭିନ୍ନ ଟ୍ରେନ୍ ବାତିଲ । ଆଜି ଦେଶରେ ୨୮ ଟ୍ରେନକୁ ବାତିଲ କରିଛି ରେଳବାଇ । ସାନ୍ତ୍ରାଗାଚ୍ଛି-ପୁରୀ ଏକ୍ସପ୍ରେସ ବାତିଲ ହୋଇଛି । ସେହିପରି ଶାଲିମାର-ସମ୍ବଲପୁର, ହାଓ୍ବଡା-ଚେନ୍ନାଇ ମେଲ, […]

ମୃତକଙ୍କ ପରିବାରର ଜଣଙ୍କୁ ମିଳୁ ଚାକିରି

ବୁଧବାର ଅପରାହ୍ନରେ ଯାଜପୁର ରୋଡ ଚୂନଭାଟି ସ୍କୁଲ ନିକଟସ୍ଥ ରେଳଧାରଣାରେ ଠିଆ ହୋଇଥିବା ଖାଲି ମାଲଗାଡ଼ି ବଗି ଚଢିଯାଇ ୬ଜଣଙ୍କ ମୃତ୍ୟୁ ଓ ୨ ଜଣ ଗୁରୁତର ଆହତ ହେବା ଘଟଣା । ଯାଜପୁର […]

ମହାପ୍ରଭୁଙ୍କୁ ଲାଗି ହେଲା ଫୁଲୁରି ତେଲ

ମହାସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ । ଜ୍ୱରରୁ ଆରୋଗ୍ୟ କରିବା ପାଇଁ ମହାପ୍ରଭୁଙ୍କ ପାଇଁ ଚାଲିଛି ସ୍ୱତନ୍ତ୍ର ଗୁପ୍ତ ସେବା ଓ ଉପଚାର । ଠାକୁରଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଚେରମୂଳି […]

5 ଜିଲ୍ଲା ସଭାପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ

ଗୋଟିଏ ପଟେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଅନ୍ୟପଟେ ଦଳ ସଜଡା । ବିଜେଡି ନିଜର ୫ଜଣ ଜିଲ୍ଲା ସଭାପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛି ।  ଚଳିତମାସ ଶେଷ ସପ୍ତାହ ସୁଦ୍ଧା ପ୍ରାୟ […]

ପ୍ରକାଶ ପାଇଲା +2 କଳା ପରୀକ୍ଷା ଫଳ

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରେ ଆଜି ପ୍ରକାଶ ପାଇଛି କଳା ପରୀକ୍ଷାଫଳ। ପାସ୍ ହାର ୭୮.୮୮ % ରହିଛି। ପ୍ରଥମ ଶ୍ରେଣୀରେ ୩୨୭୮୨, ଦ୍ୱିତୀୟ ଶ୍ରେଣୀରେ ୩୨୪୬୧ ଓ ତୃତୀୟ ଶ୍ରେଣୀରେ ୧ […]

ସ୍କୁଲରେ ପଢିବାକୁ ଡରୁଛନ୍ତି ଛାତ୍ରଛାତ୍ରୀ

ବାହାନଗା ଟ୍ରେନ ଦୁର୍ଘଟଣା ପରେ ଶବ ରଖାଯାଇଥିବା ସ୍କୁଲରେ ପିଲେ ପାଠ ପଢିବାକୁ ଡରୁଛନ୍ତି । ଆଗକୁ ଖରା ଛୁଟି ପରେ ସ୍କୁଲ ଖୋଲିବାକୁ ଥିବାରୁ ପିଲାମାନଙ୍କ ମଧ୍ୟରେ ଭୟ ରହିଥିବା ଜଣାପଡ଼ିବା ପରେ […]

ବଢିଲା ଧାନର ଏମଏସପି

ଧାନର ଏମଏସପି ବୃଦ୍ଧି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨ହଜାର ୪୦ଟଙ୍କାରୁ ୨ହଜାର ୧୮୩କୁ ବୃଦ୍ଧି । ଏମଏସପି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏ-ଗ୍ରେଡ ଧାନର ମୂଲ୍ୟ […]

ପୁଣି ଟ୍ରେନ୍ ଦୁର୍ଘଟଣା ନେଲା 6 ଜୀବନ

ଯାଜପୁର ରୋଡ ଷ୍ଟେସନ ନିକଟରେ ଦୁର୍ଘଟଣା ପୁଣି ଥରେ ଟ୍ରେନ୍ ଦୁର୍ଘଟଣା । ଓଡିଶାରେ ଥମୁନି ରେଳ ଦୁର୍ଘଟଣା । ବାହାନଗା ପରେ ଏବେ ଯାଜପୁର ରୋଡ୍ ରେଳ ଷ୍ଟେସନରେ ବଡ଼ ଧରଣର ଅଘଟଣ […]

ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

କରମଣ୍ଡଳ ଦୁର୍ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ବାଲେଶ୍ବର ମେଡିକାଲରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । ଏହାସହ ସେଠାରେ […]