ଭାଙ୍ଗି ଯାଇଛି କାଳିଆର ରତ୍ନ ପଲଙ୍କ !

ପୁରୀ (ଯଯାତି ଏକ୍ସପ୍ରେସ ବ୍ଯୁରୋ): ଭଙ୍ଗା ପଲଙ୍ଗରେ ଶୋଉଛନ୍ତି ପ୍ରତି ଓଡିଆଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ପୁରୁଣା ହୋଇଗଲାଣି ମହାପ୍ରଭୁଙ୍କ ଗଜଦନ୍ତ ପଲଙ୍କ । ପଲଙ୍କର ଗୋଡ ସହ ଅନ୍ୟାନ୍ୟ ସ୍ଥାନ […]

ବାପ ଛେଉଣ୍ଡ କରିଦେଲା କରମଣ୍ଡଳ

ଯଯାତି ଏକ୍ସପ୍ରେସ (ବ୍ଯୁରୋ ): ମୋ ଧନ ମୋତେ କେତେ ବୁଦ୍ଧି ଦେଉଥିଲା…କହୁଥିଲା ମା ମୁଁ ବିଦେଶ ଯାଇ ଟଙ୍କା ପଠେଇବି ତୁ ଘର ଚଳାଇବୁ , ତୋ ନାତୁଣୀକୁ ଟିକେ ବୁଲେଇ ଆଣୁଥିବୁ…. […]

ବାହାନଗାରେ ସମୂହ ଶ୍ରଦ୍ଧାଞ୍ଜଳି ସଭା

ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପାଇଁ ଆୟୋଜିତ ହେବ ସର୍ବଧର୍ମ ପ୍ରାର୍ଥନା ସଭା ଓ ସମୂହ ଶ୍ରଦ୍ଧାଞ୍ଜଳି। ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଉଦ୍ଧାର କରିଥିବା ସ୍ଥାନୀୟ ଲୋକମାନେ ଆଜି ମୁଣ୍ଡନ ହୋଇ ଦଶାହ ପାଳୁଛନ୍ତି। ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଜୀବନ […]

ରଥଯାତ୍ରାରେ ଉଡିପାରିବନି ଡ୍ରୋନ୍

ଆସନ୍ତା 20 ତାରିଖରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଏହା ପରେ ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ନୀତି ଓ ନିଳାଦ୍ରୀ ବିଜେ ଅନୁଷ୍ଠିତ ହେବ। ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସଂପନ୍ନ କରିବା […]

ରଜରେ ଭିଜିବେନି ରାଜ୍ୟବାସୀ

ଏଥର ରଜରେ ଭିଜିବେନି ରାଜ୍ୟବାସୀ । ଓଲଟା ଖରା ସାଙ୍ଗକୁ ଗୁଳୁଗୁଳିରେ ସିଝିବେ। କାରଣ ଏଥର ରଜ ପରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ।  ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ୧୫ […]

କୋରେଇରେ କାହାର କଟିବ ପତା, କିଏ ପିନ୍ଧିବ ମୁକୁଟ ?

2024 ନିର୍ବାଚନ ପାଇଁ ତାତି ବଢିଲାଣି, ଆଉ ଏହାସହ ଆଶାୟୀଙ୍କ ମନରେ ଛନକା ମଧ୍ୟ ପଶିଲାଣି । ଦଳୀୟ ସୁପ୍ରିମୋ କାହାକୁ ଟିକେଟ ଦେବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ […]

ଅଣସର ଘରେ ଓଷ ଲାଗି

ଜରରୁ ଉପସମ ପାଇଁ ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କ ଗୁପ୍ତସେବା । ମହାପ୍ରଭୁଙ୍କ ସେବାରେ ଲାଗିପଡ଼ିଛନ୍ତି ଦଇତାପତି ସେବାୟତ । ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଶ୍ରୀଅଙ୍ଗରେ ଲାଗି ହୋଇଛି ଫୁଲୁରୀ ତେଲ । ପୂର୍ବ […]

10 ଜିଲ୍ଲାରେ କଂଗ୍ରେସର ନୂଆ ସଭାପତି

ବଦଳିଲେ ୧୦ ଜିଲ୍ଲାର କଂଗ୍ରେସ ସଭାପତି। କୋରାପୁଟ ଜିଲ୍ଲା ସଭାପତି ପଦରୁ ହଟିଲେ ମୀନାକ୍ଷୀ ବାହିନୀପତି। କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ହେଲେ ଦୁର୍ଗାଶଙ୍କର ସାହୁ। ମୋହନ ପରିଡା କେନ୍ଦୁଝର, ଜୟରାମ ପଟ୍ଟନାୟକ ପୁରୀ, […]

ବାହାନଗା ଷ୍ଟେସନରେ ରହିବନନି ଟ୍ରେନ୍

ବାଲେଶ୍ୱରର ବାହାନଗା ଷ୍ଟେସନରେ ରହିବନି ଟ୍ରେନ୍। କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ପରେ ରିଲେ ରୁମକୁ ସିଲ୍ କରିଛି ସିବିଆଇ । ରିଲେ ରୁମ୍ ସିଲ୍‌ ହୋଇଥିବାରୁ ବାହାନଗା ଷ୍ଟେସନ୍‌ରେ ରହିବନି ଟ୍ରେନ୍‌ । ସିବିଆଇ […]

11 ରୁ ଆରମ୍ଭ ହେବ ଏଜୁକେସନ କନକ୍ଲେଭ୍

ଯାଜପୁରରେ ଆସନ୍ତା 11ତାରିଖରୁ ଆରମ୍ଭ ହେବ ଏଜୁକେସନ କନକ୍ଲେଭ । ଯାଜପୁର ରୋଡ ସ୍ଥିତ ଦଳା କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ କେଜିଆଇର ଅଧ୍ୟକ୍ଷ ଏନେଇ ସୂଚନା ଦେଇଛନ୍ତି । ଶିକ୍ଷାର ବିକାଶ ପାଇଁ ଜିଲ୍ଲାର […]