ଜୁନାଗଡରେ ଗଣ୍ଡଗୋଳ, ଜଣେ ମୃତ

ଜବରଦଖଲ ଜମିରେ ନିର୍ମିତ ଦର୍‌ଘା ଭାଙ୍ଗିବା ଲାଗି ମୁନିସ୍‌ପାଲିଟି ନୋଟିସ୍‌ କରିବାରୁ ଗୁଜରାଟର ଜୁନାଗଡ଼ ଜିଲ୍ଲାରେ ଗୋଳମାଳିଆ ପରିସ୍ଥିତି । ଏହି ଗଣ୍ଡଗୋଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ପ୍ରାୟ […]

‘ବିପର୍ଯ୍ୟୟ’ ଆଣିଲା ୭୦୭ ଘର ପାଇଁ ଖୁସି

ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ପ୍ରକୋପରେ ଗୁଜରାଟ ଥରହର ହେଉଥିବା ବେଳେ ୭୦୭ଜଣ ଶିଶୁ ଜନ୍ମ ଗ୍ରହଣ କରିଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ସାମୁଦ୍ରିକ ବାତ୍ୟାଯୋଗୁଁ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବା ଅଞ୍ଚଳରୁ […]

ପୁଣି ଥରେ ଶିକାରୀ ଗୁଳିରେ ଫରେଷ୍ଟର ମୃତ

ପୁଣି ଶିମିଳିପାଳରେ ଅଭାବନୀୟ ଘଟଣା । ଏବେ ଆଉ ବନ ବିଭାଗ ଅଧିକାରୀଙ୍କୁ ଡରୁନାହାନ୍ତି ଶିକାରୀ । ଫଳରେଶିକାରୀଙ୍କ ଗୁଳିରେ ଯାଇଛି ଆଉ ଜଣେ ବନ କର୍ମଚାରୀଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଶିକାରୀଙ୍କ […]

ଶ୍ରୀଜିଉଙ୍କୁ ଲାଗି ହେବ ଖଡି ପ୍ରସାଦ

ଆଜି ଅଣସରର ଚତୁର୍ଦ୍ଦଶୀ ତିଥି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ଘଣ୍ଟ, ଛତା କାହାଳୀ ମଧ୍ୟରେ ଶ୍ରୀନହରକୁ ଖଡ଼ି ପ୍ରସାଦ ବିଜେ କରାଯିବ । ମହାପ୍ରଭୁଙ୍କୁ ଲାଗି ହୋଇଥିବା […]

ମହଙ୍ଗା ପଡ଼ିଲା ଲୁଚାଛପା ପ୍ରେମ, ଗାଁରେ ବସିଲା କଙ୍ଗାରୁ କୋର୍ଟ

ମୟୂରଭଞ୍ଜ (ଯଯାତି ଏକ୍ସପ୍ରେସ ବ୍ୟୁରୋ): ରାଇଆଁ ଗାଁରେ ବସିଛି କଙ୍ଗାରୁ କୋର୍ଟ, ଜଣେ ମହିଳା ଓ ଜଣେ ପୁରୁଷକୁ ବାନ୍ଧି ଦିଆଯାଉଛି ନିସ୍ତୁକ ମାଡ଼। ଆଉ ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ […]

ଆଉ ଦାଦନ ଖଟିବାକୁ ଯିବେନି ମହିଳା !

କେନ୍ଦୁଝର (ଯଯାତି ଏକ୍ସପ୍ରେସ ବ୍ୟୁରୋ): ସ୍ୱାବଲମ୍ବୀ ହେବେ ମହିଳା । ନିଜେ ସାଜିବେ ନିଜ ପରିଚୟ। ଆଉ ସମାଜକୁ ଦେବେ ନିଆରା ବାର୍ତ୍ତା। ଏଭଳି କିଛି ଖବର ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ବାଂଶପାଳ […]

19 ରୁ 21 କୁ ବଢିଲା ଖରା ଛୁଟି

ବଢିଲା ସ୍କୁଲ ପିଲାଙ୍କ ଖରାଛୁଟି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖରା ଛୁଟି ଅବଧିକୁ ବଢାଇଛନ୍ତି ସରକାର । ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖ ପରିବର୍ତ୍ତେ ଅଧିକ ଦୁଇ ଦିନ ପାଇଁ […]

ସବୁ ହଲ୍ ରେ ଆଦିପୁରୁଷ କ୍ରେଜ୍

ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ଆଦିପୁରୁଷ । ରାମାୟଣର କଥାବସ୍ତକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ । ଶ୍ରୀରାମ ଚରିତ୍ରରେ ବାହୁବଳୀ ଷ୍ଟାର ପ୍ରଭାସ ଅଭିନୟ କରିଛନ୍ତି । ଆଉ […]

ଫସିଛନ୍ତି 3 ହଜାରରୁ ଅଧିକ ପର୍ଯ୍ୟଟକ

ଉତ୍ତର ସିକ୍କିମ ଜିଲ୍ଲାରେ ଆକସ୍ମିକ ବନ୍ୟା ଯୋଗୁଁ ପାଙ୍ଗୋଙ୍ଗସ୍ଥିତ ୧୦ ନମ୍ବର ଜାତୀୟ ରାଜପଥ ଜଳମଗ୍ନ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ସୂଚନା ମିଳିଛି । ପ୍ରବଳ ବର୍ଷା ହେବା ଫଳରେ ନିକଟସ୍ଥ […]

୧୮ ଯାଏ ଭୀଷଣ ଗ୍ରୀଷ୍ମ ପ୍ରବାହ

ରାଜ୍ୟରେ ଲାଗି ରହିଥିବା ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରୁ ମିଳିବନି ନିସ୍ତାର । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଗରମ ସହ ଗୁଳୁଗୁଳିରେ ଛଟପଟ ହେବେ ରାଜ୍ୟବାସୀ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ […]

କୋଟିପତି ସରକାରୀ ବାବୁଙ୍କୁ ଧରିଲା ଭିଜିଲାନ୍ସ

ନୟାଗଡର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କ ସମ୍ପତି ଦେଖି ଆଚମ୍ବିତ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ ।  ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରଜେନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ । […]