ତାତିରୁ ମିଳିବ ରକ୍ଷା

ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଛି। ଫଳରେ ଆଗକୁ ଆଉ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ନଥିବା ବେଳେ ପ୍ରାକ୍‌ ମୌସୁମୀ ଜନିତ […]

ଲେବାନନକୁ ହରାଇ ଭାରତ ଚାମ୍ପିଅନ୍

କଳିଙ୍ଗ ଷ୍ଟାଡିୟମରେ ଉଡ଼ିଲା ଭାରତର ବିଜୟ ବାନା । ଇଣ୍ଟରକଣ୍ଟିନେଣ୍ଟାଲ କପରେ ଲେବାନନକୁ ହରାଇ ଚାମ୍ପିଅନ ହେଲା ଟିମ୍ ଇଣ୍ଡିଆ । ଲେବାନନକୁ ୨-୦ ଗୋଲରେ ହରାଇ ଭାରତୀୟ ଫୁଟବଲ୍ ଟିମ୍ ଫାଇନାଲରେ ବାଜି […]

ନବଯୌବନ ବେଶରେ ଆଖି ଲାଖିଗଲା

ସରିଲା ନବଯୌବନ ଦର୍ଶନ । ଅନବସର ଗୁପ୍ତନୀତି ଶେଷ ହେବା ପରେ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ୩ ଘଣ୍ଟା ଦର୍ଶନ ବ୍ୟବସ୍ଥା ରହିଥିଲା । ଆଜି ସକାଳ ୮ଟାରୁ […]

ବାତ୍ୟା ମୁକାବିଲା ପାଇଁ ମକଡ୍ରିଲ୍

ପାଖେଇ ଆସୁଛି ମୌସୁମୀ । ଆଗାମୀ ଦିନରେ ପ୍ରବଳ ବର୍ଷାକୁ ନଜରରେ ରଖି ଆଗୁଆ ପ୍ରସ୍ତୁତି ଚଳାଇଛନ୍ତା ଓଡିଶା ସରକାର । ଆଜି ସାରା ରାଜ୍ୟରେ କରାଯାଇଛି ବାତ୍ୟା ମୁକାବିଲା ମକଡ୍ରିଲ୍ । ସମସ୍ତ […]

ପୁଣି ଟ୍ରାକ୍ ରୁ ଖସିଲା ମାଲଗାଡି

ପୁଣି ଟ୍ରାକ୍‌ରୁ ଖସିଲା ମାଲଗାଡ଼ି । ଲୁହାଗୁଣ୍ଡ ବୋଝେଇ ୬ଟି ୱାଗନ ଖସିଛି। କେକେ ରେଳପଥରେ ଏହି ଘଟଣା ଘଟିଛି। କିରଣ୍ଡଲରୁ ବିଶାଖାପାଟଣା ଯାଉଥିଲା ମାଲଗାଡି। ହେଲେ ଆନ୍ଧ୍ରପଦେଶର ଆରକୁ ଠାରୁ ଅଳ୍ପ ଦୂର […]

ରାଜ୍ୟରେ ଜାରି ରହିଛି ନିଆଁ ବର୍ଷା

ସାରା ରାଜ୍ୟରେ ନିଆଁ ବର୍ଷା । ଉପାନ୍ତରୁ ଉପକୂଳ ସବୁଠି ଅଘୋଷିତ କର୍ଫ୍ୟୁ । ସକାଳୁ ସକାଳୁ ରାଜ୍ୟରେ ପ୍ରବଳ ଗୁଳୁଗୁଳି । ରାଜଧାନୀ ଭୁବନେଶ୍ୱରରେ ଆଦ୍ରତା ୯୦% ରେକର୍ଡ ହୋଇଛି । ଲଗାତାର […]

ଅନବସର ଶେଷ ଦିନରେ ସଜେଇ ହେଉଛନ୍ତି ମହାପ୍ରଭୁ

ଆଜି ମହାପ୍ରଭୁଙ୍କ ଅନବସରରେ ଅନ୍ତିମ ଦିନ । କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । କାଲି ନବଯୌବନ ରୂପରେ ଭକ୍ତଙ୍କୁ […]

ସବୁଠି ଦାଉ ସାଧୁଛି ଅସହ୍ୟ ଖରା

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ଓ ଗରମରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଆଜି ରାଜ୍ୟର ୨୯ଟି ସହରର ତାପମାତ୍ରା ୪୦ ଅଥବା ଏଥିରୁ ଅଧିକ ରେକର୍ଡ ହୋଇଛି। ସୋନପୁରରେ ୪୫.୭ […]

ହଟିଲା ଅମଲା ସଂଘର ଆନ୍ଦୋଳନ

ସରିଲା ଅମଲା ସଂଘର ଆନ୍ଦୋଳନ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛି ଅମଲା ସଂଘ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଲୋଚନା ସଫଳ ହୋଇଥିବାବେଳେ ଆସନ୍ତା ସୋମବାରଠୁ କର୍ମଚାରୀମାନେ କାର୍ଯ୍ୟରେ […]

ଆଜିଠୁ ସଜେଇ ହେବେ ଶ୍ରୀଜୀଉ, ୧୯ରେ ନବଯୌବନ ଦର୍ଶନ

ପୁରୀ (ଯଯାତି ଏକ୍ସପ୍ରେସ ବ୍ଯୁରୋ): ଆଜିଠାରୁ ଶ୍ରୀମୁଖ ଶୃଙ୍ଗାର ହେବେ ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସବୁଠୁ ବଡ଼ ବନକଲାଗି ନୀତି ଆରମ୍ଭ ହେବ । ଶନିବାର ଓ ରବିବାର ଦୁଇଦିନ ଧରି ଏହି […]

ବାହାନଗା ଟ୍ରେନ ଟ୍ରାଜେଡି, ଗଲା ଆଉ ଜଣଙ୍କ ଜୀବନ

କଟକ(ଯଯାତି ଏକ୍ସପ୍ରେସ ବ୍ଯୁରୋ): ପୁଣି ସାମ୍ନାକୁ ଆସିଲା ଆଉ ଏକ ଦୁଃଖଦ ଖବର । ବାଲେଶ୍ୱର ବାହାନଗା ଟ୍ରେନ ଟ୍ରାଜେଡିରେ ଯୋଡି ହେଲା ଆଉ ଏକ ଦୁଃଖ ଖବର । ବାହାନଗାରେ ଘଟିଥିବା କରମଣ୍ଡଳ […]