ବନ୍ଦ ଘରୁ ମିଳିଲା ଡାକ୍ତରଙ୍କ ମୃତଦେହ

କେମିତି ହେଲା ମୃତ୍ୟୁ, ପୋଲିସ କରୁଛି ତଦନ୍ତ ଭଡା ଘରୁ ମିଳିଲା ଡାକ୍ତରଙ୍କ ମୃତଦେହ | ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ ସେବା କେନ୍ଦ୍ରରେ ଡାକ୍ତର ଭାବେ କାମ କରୁଥିବା ମାଲାଦି ଭେଙ୍କଟ ଚନ୍ଦ୍ରଶେଖରଙ୍କ ମୃତଦେହ […]

ଟ୍ୟୁସନରେ ଶୋଇଥିଲେ, କାମୁଡ଼ିଦେଲା ସାପ

ସାପ କାମୁଡାରେ ୩ ଛାତ୍ରଛାତ୍ରୀ ମୃତ, ଜଣେ ଗୁରୁତର ସାପ କାମୁଡ଼ାରେ ୨ ଛାତ୍ରୀ ଓ ୩ ଛାତ୍ର ମୃତ, ଜଣେ ଗୁରୁତର । କୋଚିଂ ସେଣ୍ଟରରେ ଶୋଇଥିବାବେଳେ ସାପ କାମୁଡ଼ାରେ ୩ଜଣ ଛାତ୍ରଛାତ୍ରୀଙ୍କ […]

ନାବାଳିକାର ଜୀବନ ନେଲା ଡେଙ୍ଗୁ

ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ ଡେଙ୍ଗୁ ନେଲା ନାବାଳିକାର ଜୀବନ । ରାଜଧାନୀ ଜାଗମରାସ୍ଥିତ ଧର୍ମବିହାର ଅଞ୍ଚଳର ୬୩ ନମ୍ବର ୱାର୍ଡର ଜଣେ ୭ ବର୍ଷର ଝିଅର ମୃତ୍ୟୁ ଘଟିଛି । […]

ବ୍ୟାକ୍ ଟୁ ବ୍ୟାକ୍ ଲଘୁଚାପ

ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ଣ୍ଣିଂ ଜାରି ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ । ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଓ ଉତ୍ତର-ପଶ୍ଚିମ ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଲଘୁଚାପ […]

ଖୋଲିଲା ହୀରାକୁଦ ଗେଟ୍

ନିଷ୍କାସିତ ହେଲା ବର୍ଷର ପ୍ରଥମ ବନ୍ୟାଜଳ ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ । ଏବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ । ବାମ ପାର୍ଶ୍ୱର ୩ଟି ଓ ଡାହାଣ ପାର୍ଶ୍ୱର ୨ଟି ଗେଟ୍ ଖୋଲାଯିବ । […]

ଆହୁରି ଆକର୍ଷଣୀୟ ହେବ ମାଆ ବିରଜାଙ୍କ ମନ୍ଦିର

ଝଲସିବ ଓଡ଼ିଶାର ଆଦ୍ୟ ଶକ୍ତିପୀଠ ସୁନ୍ଦର ଦିଶିବ ମାଆ ବିରାଜଙ୍କ ମନ୍ଦିର । ମନ୍ଦିରର ମୁଖଶାଳାଠାରୁ ଆରମ୍ଭ କରି ପାର୍ଶ୍ଵ ଦେବତା ସବୁର ସୌନ୍ଦର୍ଯ୍ୟ କରଣ କରାଯିବ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜା […]

NH-୧୬ ବ୍ରିଜ ଧସିବା ଘଟଣାରେ ସାଂସଦଙ୍କ ତତ୍ପରତା

ବୈଠକରେ ସରକାରୀ ଅଧିକାରୀଙ୍କୁ ତାଗିଦ୍ କଲେ ସାଂସଦ ବ୍ରିଜ ଧସିବା ଘଟଣାରେ ଜରୁରୀ ବୈଠକ ଡାକି ଆଲୋଚନା କଲେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ l ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୧୬ ନଂ ଜାତୀୟ […]

CBSE ସ୍କୁଲରେ ବି ପଢାଯିବ ଓଡ଼ିଆ ଭାଷାରେ ପାଠ

ଆଞ୍ଚଳିକ ଭାଷାରେ ପାଠପଢ଼ା ଲାଗି ସର୍କୁଲାର ଜାରି ଏଣିକି ଆଉ ଛାତ୍ରଛାତ୍ରୀଙ୍କୁ ପାଠ ବୁଝିବାକୁ ହେବନି ଅସୁବିଧା । ଏବେଠାରୁ CBSE ସ୍କୁଲରେ ମଧ୍ୟ ଆଞ୍ଚଳିକ ଭାଷାରେ ପଢାଯିବ ପାଠ ।  CBSE ସ୍କୁଲରେ […]

ଏସଟିଏଫ ହାତରେ ବାଘଛାଲ ଲୁଟେରା !

ମାତିଛନ୍ତି ବାଘଛାଲ ଲୁଟେରା। ପୋଲିସ ଆଖିରେ ଧୁଳି ଦେଇ ଚାଲିଥିଲା ବାଘଛାଲ ଡିଲ। କଲରାପତରିଆ ବାଘ ଛାଲ ଡ଼ିଲ ବେଳେ ମାଡିବସିଲା ଏସଟିଏଫ | ଗତକାଲି ସନ୍ଧ୍ୟାରେ କଳାହାଣ୍ଡି ଏମ୍ ରାମପୁର-ନର୍ଲାର ଶ୍ରୀପଲ୍ଲୀ ଛକରେ […]

ପୁଣି ବଗି ଛାଡି ପଳାଇଲା ମାଲବାହୀ ଟ୍ରେନ !

ଓଡ଼ିଶାର ପିଛା ଛାଡୁନି ରେଳ ଦୁର୍ଘଟଣା । ବଗି ଛାଡି ଦୁଇ କିଲୋମିଟର ପଳାଇଲା ମାଲବାହୀ ଟ୍ରେନ । ଆଜି ମଧ୍ୟ ଏମିତି କିଛି ଦ୍ରୁଶ୍ଯ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ରେଲୱେ […]

ପୁଣି ବାଲେଶ୍ବରରେ ଅଘଟଣ

ବଗି ଛାଡ଼ି ପଳାଇଲା ଇଞ୍ଜିନ୍ ପୁଣି ବଗି ଛାଡ଼ି ପଳାଇଲା ଇଞ୍ଜିନ । ବାଲେଶ୍ବର ଜିଲ୍ଲାର ପିଛା ଛାଡୁନି ରେଳ ଦୁର୍ଘଟଣା । ବାଲେଶ୍ବର ସୋର ଷ୍ଟେସନରେ ବଗି ଛାଡ଼ି ପାଖାପାଖି ୨ କିମି […]