ମା,ପୁଅକୁ ତଣ୍ଟି ଚିପି ହତ୍ୟା କଲା ବାପା !

ସଇତାନ ସାଜିଲା ସ୍ଵାମୀ । ନେଲା ଦୁଇ ଦୁଇଟି ନିରୀହ ଜୀବନ । ନିଜ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିବା ସହ ୫ବର୍ଷର ପୁଅକୁ ମାରିଛି ନରହନ୍ତା । ଏପରି ଲୋମଟାଙ୍କୁରା ଘଟଣା […]

ଗଛରୁ ପଡ଼ି ନବମ ଶ୍ରେଣୀ ଛାତ୍ର ମୃତ

ରବିବାର ସ୍କୁଲ ଖୋଲିବାକୁ କିଏ ଦେଲା ଅନୁମତି ? ବଲାଙ୍ଗୀର ଜିଲ୍ଲା ଦେଓଗାଁର ଗାଇବାହଲରେ ଗଛରୁ ପଡି ଜଣେ ଛାତ୍ରଙ୍କ ମୃତ୍ୟୁ | ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ସ୍କୁଲ ଗେଟ ଚାବି ନେଇ ରବିବାର […]

ଖଣି ଦୁର୍ନୀତି ମାମଲାରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ

ଗିରଫ ହେଲେ IAS ଅଫିସର କୋଇଲା ଖଣି ଦୁର୍ନୀତିରେ ଇଡିର ବଡ କର୍ଯ୍ୟାନୁଷ୍ଠାନ । ଆଇଏଏସ୍ ଅଧିକାରୀ ରାନୁ ସାହୁଙ୍କ ସମେତ ଏକାଧିକ ଅଧିକାରୀ ଓ ନେତାଙ୍କ ଘରେ ରେଡ୍ କରିବା ପରେ ଆଇଏଏସ୍ […]

ମଳ ମାସରେ ବି କାଉଡିଆଙ୍କ ଭିଡ଼

ଶିବ ମନ୍ଦିରରେ ଜଳାଭିଷେକ ପାଇଁ ଗହଳି ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର । ରାଜ୍ୟର ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କ ଗହଳି ଦେଖିବାକୁ ମିଳୁଛି । ଭଦ୍ରକର ପ୍ରସିଦ୍ଧ ଶୈବ ପାଠ […]

କ’ଣ ନିଷ୍ପତ୍ତି ନେବ ପ୍ରଶାସନ

ଆଜି ଫୈସଲା କର, ନହଲେ କାଲି ଦୋକାନ ବନ୍ଦ ରାଜଧାନୀବାସୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହେଉଛି ମାର୍କେଟ ବିଲ୍ଡିଂ । କିନ୍ତୁ ଏହି ସ୍ଥାନ ଏବେ ଖାଁ ଖାଁ । ସ୍ଥାୟୀ ଓ ଉଠାଦୋକାନୀ […]

ଆସୁଛି ରାକ୍ଷୀ ପୂର୍ଣ୍ଣିମା

ରାକ୍ଷୀ ବଜାରରେ ଜମିଲାଣି ଗହଳି ଆସୁଛି ରାକ୍ଷୀ ପୁନେଇ । ଭାଇ ହାତରେ ସମ୍ପର୍କର ଡୋରୀ ବାନ୍ଧିବ ଭଉଣୀ । ଏଥିପାଇଁ ବଜାରରେ ବିଭିନ୍ନ ପ୍ରକାରର ରାକ୍ଷୀ ବିକ୍ରି ହେଲେଣି । ତେବେ ମିନି […]

ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ବାର

ପରିଚୟ ପତ୍ର ଦେଖାଇ ଦର୍ଶନ କରିବେ ପୁରୀବାସୀ ଆଜିଠୁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ସାଧାରଣ ଭକ୍ତଙ୍କ ପାଇଁ ଖୋଲା ହେଲା । କେବଳ ପୁରୀ ଲୋକ ଏହି ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ […]

ପୁରୀବାସୀଙ୍କ ପାଇଁ ଖୁସି ଖବର

କାଲିଠୁ ପୁରୀ ଲୋକଙ୍କ ପାଇଁ ଖୋଲିବ ପଶ୍ଚିମ ଦ୍ବାର କାଲିଠୁ ପୁରୀବାସୀଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର । ଏନେଇ ଗୁରୁତ୍ବପୂର୍ଣ୍ଣ ବୈଠକରେ ହୋଇଛି ନିଷ୍ପତ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ, ଏସପି, […]

ରଦ୍ଦ ହେଲା ଜେଇ ସିଭିଲ୍ ମେନ୍ ପରୀକ୍ଷା

୧୬ ତାରିଖରେ ହୋଇଥିବା ପରୀକ୍ଷା ରଦ୍ଦ ରଦ୍ଦ ହେଲା କନିଷ୍ଠ ଯନ୍ତ୍ରୀ (ସିଭିଲ) ମେନ୍ ଲିଖିତ ପରୀକ୍ଷା-୨୦୨୨ । ପରୀକ୍ଷା ରଦ୍ଦ ନେଇ ଓଏସଏସସି ପକ୍ଷରୁ ସୂଚନା । ବାଲେଶ୍ବର ଏସପି ସାଗରିକା ନାଥଙ୍କ […]

ଉଠା ଦୋକାନୀ ସଂଘର ବିକ୍ଷୋଭ

କେବେ ଖୋଲିବ ମାର୍କେଟ ବିଲ୍ଡିଂ ? ମାର୍କେଟ ବିଲ୍ଡିଂକୁ ନେଇ ତେଜୁଛି ଉଠାଦୋକାନୀ ଓ ସ୍ଥାୟୀ ଦୋକନୀଙ୍କ ବିବାଦ । କାଲିଠୁ ଭୁବନେଶ୍ୱରର ସମସ୍ତ ସ୍ଥାୟୀ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ରାଜଧାନୀର […]

‘ବିନା ନିଲମ୍ବନରେ କାହିଁକି ହେଲାନି ସମାଧାନ’

ଚେଲ୍ଲାକୁମାର କହିଲେ ‘ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ’ ଦଳୀୟ କନ୍ଦଳ ଭିତରେ ଶନିବାର ରାଜ୍ୟ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬ଟି ପ୍ରସ୍ତାବ ଗୃହୀତ ହୋଇଛି। ଏହାକୁ ଆଧାର କରି ୨୦୨୪ ପାଇଁ ରଣନୀତି […]