ପୁରୀ ମୁଖ୍ୟ କେନାଲର ସାଇଫନ୍ ପାଖରେ ଘାଇ

ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ ଭୁବନେଶ୍ୱର ଉପକଣ୍ଠ ବାଳକାଟୀ ଠାରେ ପୁରୀ ମୁଖ୍ୟ କେନାଲର ସାଇଫନ୍ ପାଖରେ ଦକ୍ଷିଣ ପାର୍ଶ୍ଵ ବନ୍ଧରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଭାର୍ଗବୀ ନଦୀ […]

ହୀରାକୁଦର ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ରାଜ୍ୟର ସବୁ ନଦୀ ହୀରାକୁଦର ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ତଳିଆ ଅଞ୍ଚଳବାସୀଙ୍କ ପାଇଁ ଆଶ୍ବସ୍ତିର ଖବର । ରାଜ୍ୟର ସବୁ ନଦୀରେ […]

ନକଲି ସାର୍ଟିଫିକେଟ କାରବାର, ଅଧ୍ୟାପକ ଗିରଫ

କଲେଜ ସାର୍ ଦେଉଥିଲେ ନକଲି ସାର୍ଟିଫିକେଟ୍ ନକଲି ସାର୍ଟିଫିକେଟ୍ କରାଇଦାବାକୁ କହି ନେଉଥିଲେ ଲକ୍ଷାଧିକ ଟଙ୍କା । ପୋଲିସ ଜାଣିବା ପରେ ବନ୍ଧା ହେଲେ ଅଧ୍ୟାପକ । ଏଭଳଇ ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା […]

ଜୋର ଧରିଲା ଯାଜପୁର ରୋଡ଼-ଧାମରା ରେଳପ୍ରକଳ୍ପ ଦାବି

ଦିଲ୍ଲୀ ଯନ୍ତରମନ୍ତରରେ ଗର୍ଜିଲା ରେଳପ୍ରକଳ୍ପ ସଂଗ୍ରାମ ସମିତି ସଂସଦ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ସଂଗ୍ରାମ ସମିତି।ଦୀର୍ଘଦିନ ଧରି ଯାଜପୁର ରୋଡ଼- ଧାମରା ରେଳପଥ ପ୍ରକଳ୍ପ ପାଇଁ ଏହି ସମିତି ଦାବି କରିଆସୁଥିଲେ ମଧ୍ୟ […]

RI ଙ୍କୁ ନିସ୍ତୁକ ମାଡ଼

ମାଫିଆଙ୍କ ମାଡ଼ରେ ଫାଟିଲା RI ଙ୍କ ମୁଣ୍ଡ ଆରଆଇଙ୍କ ମୁଣ୍ଡ ଫଟାଇଲେ ମାଫିଆ । ତଦନ୍ତ ପାଇଁ ଯାଇଥିବା ବେଳେ ନିର୍ଘାତ ମାଡ଼ ମାରିଲେ ମାଫିଆ । ଆରଆଇଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି ମାଫିଆ […]

ଗଞ୍ଜେଇ ମାଫିଆଙ୍କ ଆତଙ୍କରାଜ୍

ଥାନା ପୋଡ଼ିଦେଲେ, SDPOଙ୍କୁ ଗୋଡାଇ ଗୋଡ଼ାଇ ହାଣିଲେ ଫୁଲବାଣୀ ଫିରିଙ୍ଗିଆରେ ଗଞ୍ଜେଇ ମାଫିଆଙ୍କ ଗୁଣ୍ଡାରାଜ । ଥାନା ପୋଡ଼ିଦେଲେ ଗଞ୍ଜେଇ ମାଫିଆ । ଗାଡ଼ିରେ ନିଆଁ ଲଗାଇବା ସହ ଥାନା ଭିତରେ ପଶି ନିଆଁ […]

ଜଳଗର୍ଭରେ ବ୍ୟାସ ସରୋବର !

ଚଳୁ ହେଇଯିବ କି ୫୭କୋଟିର ପ୍ରୋଜେକ୍ଟ ! ବନ୍ୟା ପାଣିରେ ଉବୁଟୁବୁ ଯାଜପୁର, ତେବେ ଜିଲ୍ଲାର ବିଭିନ୍ନ ସ୍ଥାନ ଏବେ ଜଳମଗ୍ନ ଥିବା ବେଳେ ଥରେ ନଜର ପକାନ୍ତୁ ଏହି ଅଞ୍ଚଳ ଉପରେ। ଦେଖିଲେ […]

ଲଗାଣ ବର୍ଷା ଦେଇଗଲା ଦୁଃଖ

କାନ୍ଥ ପଡ଼ି ଶିଶୁପୁତ୍ରର ମୃତ୍ୟୁ କାନ୍ଥ ପଡ଼ି ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବୁଢ଼ାଖମଣ ଗାଁରେ । ମୃତ ଶିଶୁ […]

୨ ଦିନିଆ ଓଡ଼ିଶା ଗସ୍ତରେ ଅମିତ ଶାହା

ଗୋଟିଏ ମଞ୍ଚରେ ବସିବେ ନବୀନ-ଶାହା ୨ ଦିନିଆ ଓଡ଼ିଶା ଗସ୍ତରେ ଗୃହରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ଶୁକ୍ରବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଶାହଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଶାହାଙ୍କ […]

ବଢୁଛି ହୀରାକୁଦ ଜଳସ୍ତର, ଖୋଲିଲା ଆଉ ୫ ଗେଟ

ରାତି ୧୨ ସୁଦ୍ଧା ପିକରେ ପହଞ୍ଚିବ ହୀରାକୁଦ ଜଳସ୍ତର ! ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳଭଣ୍ଡାର । ଏତେ ମାତ୍ରାରେ ଜଳସ୍ତର ବୃଦ୍ଧି ଘଟୁଛି ଯାହାକୁ ନେଇ ଚିନ୍ତା ବଢୁଛି। […]