ଶପଥ ନେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ହାଇକୋର୍ଟର ୩୩ ତମ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୩୩ ତମ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ […]

ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା, ହତ୍ୟା ନା ଆତ୍ମହତ୍ୟା !

ରହସ୍ୟ ଖୋଲିବ ଶୁଭଲକ୍ଷ୍ମୀଙ୍କ ଇନଷ୍ଟାଗ୍ରାମ ସ୍ଟାଟସ ! ଦୀପାଳି ବାରରେ ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ। ହୋଟେଲ ଦୀପାଳି, ରୁମ ନଂ ୨୦୫, ଯେଉଁଠି ମିଳିଥିଲା ଶୁଭଲକ୍ଷ୍ମୀ ସାହୁଙ୍କ ଝୁଲନ୍ତା […]

୬୧ ବର୍ଷ ପରେ ପୂରଣ ହେବ କଳାହାଣ୍ଡିବାସୀଙ୍କ ସ୍ବପ୍ନ

ଉତ୍କେଲାରୁ ଉଡ଼ିବ ଉଡ଼ାଜାହାଜ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମରେ ଥିବା ଉଡ଼ାଜାହାଜ ପଡ଼ିଆରୁ ବିମାନ ଉଡ଼ାଣ ପାଇଁ ମିଳିଲା ଅନୁମତି । ଆଜି ଦିଲ୍ଲୀସ୍ଥିତ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ବା […]

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

ମାଟ୍ରିକ୍ ସପ୍ଲିମେଣ୍ଟାରୀରେ ପାସ୍ କରିଛନ୍ତି ୪୩୩ ପରୀକ୍ଷାର୍ଥୀ ଆଜି ପ୍ରକାଶ ପାଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ। ୧୩୧୦ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୪୩୩ ପିଲା କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ରାଜ୍ୟ ମୁକ୍ତ […]

ବିଦ୍ୟୁତ୍ ବିଲ୍ ଅଧିକ ଆସିବାକୁ ମିଟର ରିଡରଙ୍କୁ ହତ୍ୟା

ମିଟର ରିଡରଙ୍କୁ ହାଣି ହତ୍ୟା କଲେ ଉପଭୋକ୍ତା ବିଦ୍ୟୁତ ବିଲ୍ ଅଧିକ ଆସୁଥିବାରୁ ମିଟର ରିଡିଂ କରିବା ପାଇଁ ଆସିଥିବା ଏଜେଣ୍ଟଙ୍କୁ ହାଣି ହତ୍ୟା କଲେ ଉପଭୋକ୍ତା। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଗଞ୍ଜାମ […]

ଫିରିଙ୍ଗିଆ ଥାନା ପୋଡ଼ି, ପୋଲିସ ଲିଷ୍ଟରେ ନେତାଙ୍କ ନାଁ

ଗିରଫ ଭୟରେ ପୁରୁଷ ଶୂନ୍ୟ ହୋଇଛି ପୁରା ଗାଁ  ଦିନକୁ ଦିନ ରୋଚକ ମୋଡ ନେଉଛି ଫିରିଙ୍ଗିଆ ଥାନା ପୋଡି ଓ ପୋଲିସକୁ ମାଡ଼ ଘଟଣା। ଗତ ଶନିବାର ଫିରିଙ୍ଗିଆ ଥାନାରେ ପଶି ଲଙ୍କାକାଣ୍ଡ […]

କମୁଛି ହୀରାକୁଦର ଜଳସ୍ତର

ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୩ଲକ୍ଷ ୪୯ ହଜାର ୪୯୬ କ୍ୟୁୁସେକ୍ ବନ୍ୟାପାଣି  ଉପର ମୁଣ୍ଡରେ ପାଗ ସ୍ଵାଭାବିକ ହେବ ପରେ ଏବେ ଧୀରେ ଧୀରେ କମୁଛି ହୀରାକୁଦର ଜଳସ୍ତର । ଲଗାଣ ବର୍ଷା […]

ଖାକିକୁ ଧରିଲା ଖାକି

ଲାଞ୍ଚ ନେଉଥିଲେ ଏସଆଇ, ମାଡିବସିଲା ଭିଜିଲାନ୍ସ ଖାକିରେ ଦାଗ ଲଗେଇଲେ ପୋଲିସ ବାବୁ । ଆଉ ଧରାପଡିଲେ ଖୋଦ ଖାକି ହାତରେ । ଭିଜିଲାନ୍ସ ଜାଲରେ ପଡିଲେ ପୋଲିସ ଅଧିକାରୀ । ଏଭଲି ଘଟନା […]

ମଦ୍ୟପ ସ୍ବାମୀର ଉନ୍ମତକାଣ୍ଡ

ସ୍ତ୍ରୀକୁ ଛତାରେ ଭୁସି ହତ୍ୟା କଲା ସ୍ବାମୀ ମଦ୍ୟପ ସ୍ବାମୀ ହ୍ରିଂସ ହୋଇଉଠିଛି । ସ୍ତ୍ରୀଙ୍କୁ ଅତି ନିର୍ଦ୍ଦୟ ଭାବରେ ହତ୍ୟା କରିଛି । ନବରଂଗପୁର ଟାଉନ୍‌ ଥାନା ଅନ୍ତର୍ଗତ ବଡ଼ଡାଇଭଟା ଗାଁରେ ରବିବାର […]

ଫିରିଙ୍ଗିଆ ଥାନାର ଦୁଇ ହୋମଗାର୍ଡ ସସପେଣ୍ଡ

କାଲି ଥାନାରେ ନିଆଁ, ଆଜି ବଦଳିଲେ ଆଇଆଇସି ଗଞ୍ଜେଇ ଚାଲାଣରେ ପୁଲିସର ସଂପୃକ୍ତି ଅଭିଯୋଗ । ଶନିବାର ଫିରିଙ୍ଗିଆ ଥାନାରେ ଲୋକେ ନିଆଁ ଲଗାଇ ଦେବା ସହ ପୁଲିସ୍ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ବେଳେ […]

ଆଜି ଫ୍ରେଣ୍ଡସିପ୍ ଡେ’

ସମସ୍ତଙ୍କୁ ବନ୍ଧୁତା ଦିବସର ଶୁଭେଚ୍ଛା ଆଜି ବନ୍ଧୁତା ଦିବସ ବା ଫ୍ରେଣ୍ଡସିପ୍ ଡେ । ବନ୍ଧୁ ଏମତି ଏକ ସମ୍ପର୍କ ଯେଉଁଥିରେ ନା ଥାଏ କିଛି ସର୍ତ୍ତ ନା ଥାଏ କିଛି ନିୟମ । […]