ପୃଥିବୀ ପୃଷ୍ଠକୁ ଫେରିଲା ବୋଇଂ ଷ୍ଟାରଲାଇନର କ୍ୟାପସୁଲ

ସୁନୀତା ଓ୍ବିଲିୟମ୍ସଙ୍କୁ ଛାଡ଼ି ଫେରିଲାବୋଇଂ ଷ୍ଟାରଲାଇନର କ୍ୟାପସୁଲ ଶେଷରେ ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶରେ ଛାଡ଼ି ପୃଥିବୀ ପୃଷ୍ଠକୁ ଫେରିଛି ବୋଇଂ ଷ୍ଟାରଲାଇନର କ୍ୟାପସୁଲ। ଶନିବାର ନ୍ୟୁ ମେକ୍ସିକୋର ହ୍ବାଇଟ୍‌ ସ୍ୟାଣ୍ଡ୍‌ସ ମିଜାଇଲ ରେଞ୍ଜରେ କ୍ୟାପସୁଲ୍‌ […]

ଜମ୍ମୁ କାଶ୍ମୀରରୁ କଂଗ୍ରେସକୁ ଟାର୍ଗେଟ କଲେ ଶାହ

ଜମ୍ମୁ କାଶ୍ମୀରରୁ କଂଗ୍ରେସକୁ ଟାର୍ଗେଟ କଲେ ଶାହ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ। ଦୁଇ ଦିନିଆ ଜମ୍ମୁ-କାଶ୍ମୀର ଗସ୍ତରେ ଯାଇ ବିଜେପିର ନିର୍ବାଚନୀ ଇସ୍ତାହାର […]

ସେପ୍ଟେମ୍ବର ୧୭ରୁ ପାଳନ ହେବ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

ସ୍ୱଚ୍ଛ ଭାରତର ଥିମ୍ ‘ସ୍ୱଭାବ ସ୍ୱଚ୍ଛତା-ସଂସ୍କାର ସ୍ୱଚ୍ଛତା’ ଅକ୍ଟୋବର ୨ ତାରିଖରେ ଗାନ୍ଧି ଜୟନ୍ତୀରେ ପାଳନ ହେବ ସ୍ୱଚ୍ଛ ଭାରତ ଦିବସ । ଏହି ପରିପ୍ରେକ୍ଷାରେ ଆଗାମୀ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧ ତାରିଖ […]

‘ସୁଭଦ୍ରା’ ସଚେତନତା ରଥର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟବ୍ୟାପୀ ଗାଁଠୁ ସହର ବୁଲିବ ସୁଭଦ୍ରା ରଥ ‘ସୁଭଦ୍ରା’ ସଚେତନତା ରଥର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ବର ଗାନ୍ଧି ମାର୍ଗରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟବ୍ୟାପୀ ଗାଁଠୁ ସହର ବୁଲିବ ‘ସୁଭଦ୍ରା’ ସଚେତନତା ରଥ […]

ଟାଟା ନଗରରୁ-ବ୍ରହ୍ମପୁରକୁ ଗଡି଼ବ ବନ୍ଦେ ଭାରତ ଏକ୍ସପ୍ରେସ୍

ଟାଟା ନଗରରୁ-ବ୍ରହ୍ମପୁରକୁ ଗଡି଼ବ ବନ୍ଦେ ଭାରତ ଏକ୍ସପ୍ରେସ୍ ରାଜ୍ୟବାସୀଙ୍କୁ ରେଳ ମନ୍ତ୍ରାଳୟର ବଡ଼ ଭେଟି । ଖୁବଶୀଘ୍ର ରାଜ୍ୟରେ ଗଡ଼ିବାକୁ ଯାଉଛି ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ । ଆସନ୍ତା ୧୫ ତାରିଖରେ ବ୍ରହ୍ମପୁର-ଟାଟାନଗର […]

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ୍‌ ଗଲେ ଜେଲ୍‌ ସୁପରିଟେଣ୍ଡେଣ୍ଟ

ଗିରଫ ହେଲେ ଜେଲ୍‌ ସୁପରିଟେଣ୍ଡେଣ୍ଟ ଗିରଫ ହେଲେ ଜେଲ୍‌ ଅଧୀକ୍ଷକ । କେନ୍ଦୁଝର ଜେଲ୍‌ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ରେଡ୍‌ […]

ଇସ୍ତଫା ଦେଇ ବିଜେଡି ଉପରେ ବର୍ଷିଲେ ସୁଜିତ୍

‘ନିର୍ବାଚନ ପୂର୍ବରୁ ମୋତେ ଧମକ ଦିଆଯାଇଥିଲା’ ଆଜି ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର ଦଳର ପ୍ରାଥମିକ ସଦସ୍ୟ ପଦ ଓ ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ […]

ସୁଭଦ୍ରା ଯୋଜନାର ବଡ଼ ଅପଡେଟ୍‌

‘ବିନା ମୋବାଇଲ୍ ନମ୍ବର ଲିଙ୍କରେ ସୁଭଦ୍ରା ପଞ୍ଜୀକରଣ’ ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ। ଆଧାରରେ ନମ୍ବର ଲିଙ୍କ କରିବା ଲାଗୁଥିବା ଭିଡ଼କୁ ନଜରରେ ରଖି ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। […]

ସଡ଼କ ଦୁର୍ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା

ଦୁର୍ଘଟଣାରେ କେବଳ ୨୦୨୩ରେ ଗଡ଼ିଛି ୫୬୯୬ ମୁଣ୍ଡ ରାଜ୍ୟରେ ବଢୁଛି ସଡ଼କ ଦୁର୍ଘଟଣା। ୨୦୨୩ରେ ସଡ଼କ ଦୁର୍ଘଟଣାରେ ୫ହଜାର ୬୯୬ ଜଣଙ୍କ ଜୀବନ ଯାଇଛି। ଆହତ ହୋଇଛନ୍ତି ୧୦ ହଜାର ୪୧୯। ବିଧାନସଭାରେ ଏହି […]

ପ୍ରତି ପଞ୍ଚାୟତରେ ହେବ ମଡେଲ ପ୍ରାଥମିକ ବିଦ୍ୟାଳୟ

ପ୍ରତି ପଞ୍ଚାୟତରେ ହେବ ମଡେଲ ପ୍ରାଥମିକ ବିଦ୍ୟାଳୟ ପ୍ରତି ପଞ୍ଚାୟତରେ ହେବ ମଡେଲ ପ୍ରାଥମିକ ବିଦ୍ୟାଳୟ । ଏନେଇ ଏକ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୂଚନା ଦେଇଛନ୍ତି । ପ୍ରାଥମିକ ସ୍କୁଲକୁ […]

ବଜ୍ରପାତ ରୋକିବାକୁ ଲାଗିବ ତାଳ ଗଛ

ତାଳଗଛ ଲଗାଇବାକୁ ୭ କୋଟି ଟଙ୍କା ରାଜ୍ୟରେ ବଜ୍ରପାତ ସଂଖ୍ୟା ବଢ଼ି ଚାଲିଥିବାରୁ ତାଳ ଗଛ ଲଗାଇବା ପାଇଁ ସରକାର ୭ କୋଟି ଟଙ୍କା ବନ ବିଭାଗକୁ ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । […]