ପ୍ରବଳ ବର୍ଷାରେ ମାଲକାନଗିରି ବେହାଲ

ମାଲକାନଗିରି ସ୍ଥିତି ଅନୁଧ୍ୟାନ ପାଇଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ଵ ପ୍ରବଳ ବର୍ଷାରେ ମାଲକାନଗିରି ଜିଲ୍ଲା ବେହାଲ୍। ଜିଲ୍ଲାର ସ୍ଥିତି ପାଇଁ ୨ ବରିଷ୍ଠ ଅଧକାରୀଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି। ଆଏଏସ୍‌ ବିଷ୍ଣୁପଦ ସେଠୀ ଏବଂ […]

ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମ୍ବଲପୁରସ୍ଥିତ ତପସ୍ୱିନୀ ପେକ୍ଷାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରାଯାଇଛି। ଏହି […]

ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ: ବିଜେପିର ପ୍ରାର୍ଥୀ ଘୋଷଣା

ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଏହି ତାଲିକାରେ 10 ଜଣ ପ୍ରାର୍ଥୀଙ୍କ […]

କଙ୍ଗନା ରଣାୱତଙ୍କ ଫିଲ୍ମ ‘Emergency’କୁ ଗ୍ରିନ୍ ସିଗନାଲ

ଖୁବ୍ ଶୀଘ୍ର ରିଲିଜ୍ ହେବ ‘Emergency’ କଙ୍ଗନା ରଣାୱତଙ୍କ ଫିଲ୍ମ ‘Emergency’କୁ ସେନ୍ସର ବୋର୍ଡରୁ ପକ୍ଷରୁ ମିଳିଲା ଗ୍ରିନ୍ ସିଗନାଲ । ବିରାଟ ବିବାଦ ମଧ୍ୟରେ ସେନ୍ସର ବୋର୍ଡ ଏହି ଫିଲ୍ମକୁ ୟୁଏ ସାର୍ଟିଫିକେଟ୍ […]

ପୂଜାରେ ଏଥର ଲାଗିପାରିବନି ଲେଜର ଲାଇଟ୍ ;

ଦୁର୍ଗାପୂଜାରେ ଲେଜର ଲାଇଟ୍ ମନା ଦୁର୍ଗାପୂଜାରେ ଲେଜର ଲାଇଟ୍ ଉପରେ ଲାଗିଲା କଟକଣା । ପୂଜା ବେଳେ ଲେଜର ଲାଇଟ୍ ବ୍ୟବହାର କରିପାରିବେନି ପୂଜା କମିଟି । ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ […]

ନବାନ୍ନ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମା’ ସମଲେଇଙ୍କ ଦର୍ଶନ ପରେ ନୂଆଁ ଖାଇଲେ ମୁଖ୍ୟମନ୍ତ୍ରୀ ନୂଆଁଖାଇରେ ନୂଆଁ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ରବିବାର ସମ୍ବଲପୁର ଗସ୍ତ କରିବା ସହିତ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଈଙ୍କ ଦର୍ଶନ […]

MVI ବିଜୟ କୁମାର ବେହୁରିଆ ଗିରଫ

ଗିର‍ଫ ହେଲେ ନୂଆପଡ଼ା MVI ନୂଆପଡ଼ା MVI ବିଜୟ କୁମାର ବେହୁରିଆ ଗିରଫ । ନୂଆପଡ଼ାରୁ ଭୁବନେଶ୍ବର ଯାଉଥିବା ବେଳେ ଗତକାଲି ବିଜୟଙ୍କ ଗାଡ଼ିରୁ ୧ ଲକ୍ଷ ୩୨ ହଜାର ଟଙ୍କା ଜବତ କରିଥିଲା […]

ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା

ରାଜ୍ୟ ବାହାରେ ଥିବା ମହିଳା ପାଇବେ ସୁଭଦ୍ରା ଯୋଜନାର ଲାଭ  ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ […]

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ

ମା’ ସମଲେଶ୍ୱରୀଙ୍କ ପାଖେ ଲାଗି ହୋଇଛି ନବାନ୍ନ ଆଜି ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା। ଦୁଲୁକୁଛି ମନ୍ଦିର ପରିସର । ପୂର୍ବ ନିର୍ଦ୍ଧାରିତ ସମୟରେ ସମ୍ବଲପୁରର ମା’ ସମଲେଶ୍ୱରୀ ଓ ବଲାଙ୍ଗିରର ମାଆ ପାଟଣେଶ୍ୱରୀଙ୍କ ନିକଟରେ […]

କଂଗ୍ରେସରେ ମିଶିବା ପରେ ଭିନେଶ- ପୁନିଆଙ୍କ ଉପରେ ବର୍ଷିଲେ ବ୍ରିଜଭୂଷଣ

କଂଗ୍ରେସରେ ମିଶିବା ପରେ ଭିନେଶ- ପୁନିଆଙ୍କ ଉପରେ ବର୍ଷିଲେ ବ୍ରିଜଭୂଷଣ ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କୁସ୍ତି ଖେଳାଳି ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଭାଜପାର ପୂର୍ବତନ […]

ବିଜେଡିକୁ ମମତାଙ୍କ ସମାଲୋଚନା

‘ବିଜେଡିରେ ବହୁତ ବରିଷ୍ଠ ନେତା ଓ କର୍ମୀ ଅସନ୍ତୁଷ୍ଟ ଅଛନ୍ତି’ ସୁଜିତ କୁମାର ରାଜ୍ୟସଭା ଓ ପରେ ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ବିଜେପିରେ ମିଶିଛନ୍ତି। ଏହାକୁ ନେଇ ଆଜି କଡ଼ା […]