ଗନ୍ଧମାର୍ଦ୍ଦନକୁ ନେଇ ଗୃହରେ ଝଡ଼

ଗନ୍ଧମାର୍ଦ୍ଦନର ଇଞ୍ଚେ ବି ଜମି ଦିଆଯିବନି: କେ.ଭି ସିଂଦେଓ ଗନ୍ଧମାର୍ଦ୍ଦନକୁ ନେଇ ଗୃହରେ ଝଡ଼। ଉଦବେଗ ପ୍ରକାଶ କଲେ ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି ପୂର୍ବ ସରକାର ସମୟରେ ଗନ୍ଧମାର୍ଦ୍ଦନରୁ ବକ୍ସସାଇଟ ଖନନ ପାଇଁ […]

୬ ମାସ ଛୁଟିରେ ରହିବା ପରେ କାର୍ଯ୍ୟରେ ଯୋଗଦେଲେ ସୁଜାତା କାର୍ତ୍ତିକେୟନ

କାର୍ଯ୍ୟରେ ଯୋଗଦେଲେ ସୁଜାତା କାର୍ତ୍ତିକେୟନ ବରିଷ୍ଠ ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କୁ ସରକାର ଦାୟିତ୍ୱ ଦେଇଛନ୍ତି । ସୂଜାତାଙ୍କୁ ସରକାର ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦେଇଛନ୍ତି । ସୂଚନା ଥାଉକି ଆଜି […]

ବିଧାନସଭାରେ ଆଗତ ହେଲା ଅତିରିକ୍ତ ବଜେଟ

ଆସିଲା  ୧୨ ହଜାର ୧୫୬କୋଟିର ଅତିରିକ୍ତ ବଜେଟ ବିଧାନସଭାରେ ଆଜି  ୨୦୨୪-୨୫ ଆର୍ଥିକବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ କରାଯାଇଛି । ମୁଖ୍ୟମନ୍ତ୍ରୀ  ୧୨ ହଜାର ୧୫୬ କୋଟିର ବଜେଟ ଉପସ୍ଥାପନ କରିଛନ୍ତି । ତେବେ […]

ପାଣ୍ଡିଆନଙ୍କ ପତ୍ନୀଙ୍କ ଛୁଟି ଆବେଦନ ଖାରଜ

ପାଣ୍ଡିଆନଙ୍କ ପତ୍ନୀଙ୍କ ଛୁଟି ଆବେଦନ ଖାରଜ କେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ ରାଉତଙ୍କୁ ଶକ୍ତ ଝଟକା । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ପିଛିଲା ଭାବେ ମେ’ ୩୧ରୁ ୬ମାସ ଛୁଟିରେ […]

ବଙ୍ଗୋପସାଗରରେ ଆଗକୁ ବଢୁଛି ଗଭୀର ଅବପାତ

ଦାନା ବାନ୍ଧୁଛି ବାତ୍ୟା ପେଙ୍ଗାଲ, ଓଡ଼ିଶାରେ ପଡିବନି ପ୍ରଭାବ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ କାଲି ସୃଷ୍ଟି ହେବ ବାତ୍ୟା । ଏବେ ଆଗକୁ ବଢୁଛି ଗଭୀର ଅବପାତ । ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ […]

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା

ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ ଆସନ୍ତାବର୍ଷ ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । […]

ଡିସେମ୍ବର ୨୦ରେ ରାଜ୍ୟସଭା ଉପ-ନିର୍ବାଚନ

ଡିସେମ୍ବର ୨୦ରେ ରାଜ୍ୟସଭା ଉପ-ନିର୍ବାଚନ ଡିସେମ୍ବର ୨୦ ତାରିଖରେ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ପଡିବ ଭୋଟ୍ । ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସୁଜିତ୍ କୁମାରଙ୍କ ଇସ୍ତଫା […]

ମୁମ୍ୱାଇ ଆକ୍ରମଣକୁ ପୂରିଲା ୧୬ ବର୍ଷ

ମୁମ୍ୱାଇ ଆଟାକ୍‌କୁ ୧୬ ବର୍ଷ ୨୬/୧୧ ମୁମ୍ୱାଇ ଆକ୍ରମଣକୁ ପୂରିଲା ୧୬ ବର୍ଷ। ସେହିନର ଘଟଣା ଭାରତ ଇତିହାସରେ ବ୍ଲାକ୍ ଡେ’ ପାଲଟି ଯାଇଛି। ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଖେଳିଥିଲେ ରକ୍ତର […]

ଆଦାନୀ ଗ୍ରୁପର ଟଙ୍କା ଫେରାଇଲେ ତେଲାଙ୍ଗାନା ସରକାର

ଆଦାନୀ ଗ୍ରୁପକୁ ୧୦୦ କୋଟି ଫେରାଇବେ ତେଲାଙ୍ଗାନା ସରକାର ଆମେରିକାର କୋର୍ଟ ଗୌତମ ଆଦାନୀଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରି କରିବା ପରେ ଆଦାନୀ ଗ୍ରୁପର ଦାନ ନେବାକୁ ବି ମନା କରିଦେଇଛନ୍ତି ତେଲାଙ୍ଗାନାର […]

ନିର୍ବାଚନ ଫଳାଫଳକୁ ନେଇ ଶିବସେନାର ବଡ଼ ଅଭିଯୋଗ

ମହାରାଷ୍ଟ୍ରରେ ପୁନଃ ନିର୍ବାଚନ କରିବାକୁ ସଞ୍ଜୟଙ୍କ ଦାବି ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି । ମହାୟୁତି ମେଣ୍ଟ ୨୮୮ ବିଧାନସଭା ଆସନରୁ ୨୩୦ଟି ଆସନ ହାସଲ କରି ପ୍ରଚଣ୍ଡ ବିଜୟ ହାସଲ […]

ଆଜି ୭୫ ତମ ସମ୍ବିଧାନ ଦିବସ

ଦେଶ ପାଳୁଛି ସମ୍ବିଧାନ ଦିବସ ଆଜି ହେଉଛି ସମ୍ବିଧାନ ଦିବସ । ପ୍ରତି ବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଉଛି । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ […]