ଓଡ଼ିଶାକୁ ଆଳୁ ସଂକଟ !

ମମତାଙ୍କ ନିର୍ଦ୍ଦେଶରେ ସୀମାରେ ଅଟକିଲା ଆଳୁ ଟ୍ରକ ଓଡ଼ିଶାରେ ପୁଣି ଦେଖାଦେଇପାରେ ଆଳୁ ସଂକଟ ! ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ ପରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଟକି ରହିଛି ଆଳୁ ବୁଝେଇ ଟ୍ରକ […]

ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର

ନୂଆବର୍ଷରୁ ଭୁବନେଶ୍ୱରରୁ ୫ଟି ନୂଆ ସ୍ଥାନକୁ ଉଡ଼ିବ ବିମାନ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ନୂଆ ବର୍ଷରୁ ଆଉ ୫ଟି ନୂଆ […]

ବିଧାନସଭାରେ ତଥ୍ୟ ଦେଲେ ମୁଖ୍ୟମନ୍ତ୍ରୀ

ବଦଳିଛି ୨୧ ଯୋଜନାର ନାଁ ରାଜ୍ୟରେ ପୁରୁଣା ସରକାର ଯିବା ପରେ ଏବଂ ନୂଆ ସରକାର ଆସିବା ପରେ ଏ ପର୍ଯ୍ୟନ୍ତ ପୁରୁଣା ବିଜେଡ଼ି ସରକାରର ମୋଟ ୨୧ଟି ଯୋଜନାର ନାମ ପରିବର୍ତ୍ତନ କରିଛି ନୂଆ ସରକାର […]

୨୯ ଓ ୩୦ ତାରିଖରେ ବନ୍ଦ ରହିବ ଗୃହକାର୍ଯ୍ୟ

୨୯ ଓ ୩୦ ଗୃହକାର୍ଯ୍ୟ ବନ୍ଦ ବିଧାନସଭା ଶୀତ ଅଧିବେଶନର ଗୃହକାର୍ଯ୍ୟ ୨୯ ଓ ୩୦ ତାରିଖରେ ବନ୍ଦ ରଖାଯିବ ବୋଲି ବାଚସ୍ପତି ଘୋଷଣା କରିଛନ୍ତି। ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ […]

ଆମ୍ବଟାକୁଆ ମୃତ୍ୟୁ ଅନାହାରଜନିତ ନୁହେଁ: ଖାଦ୍ୟଯୋଗାଣ ମନ୍ତ୍ରୀ

‘ଆମ୍ବଟାକୁଆ ମୃତ୍ୟୁ ଅନାହାରଜନିତ ନୁହେଁ’ କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କା ଗାଁର ୩ଜଣ ଆଦିବାସୀ ମହିଳାଙ୍କ ମୃତ୍ୟୁ ଅନାହାରଜନିତ ନୁହେଁ ବରଂ ଫୁଡ୍ ପଏଜନିଂ ପାଇଁ ହୋଇଛି ବୋଲି ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର […]

‘ସମସ୍ତ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ’

ଲାଞ୍ଚ ଅଭିଯୋଗକୁ ଆଦାନୀ ଗ୍ରୁପର ଖଣ୍ଡନ ଆଦାନୀ ପ୍ରସଙ୍ଗକୁ ନେଇ ଉଠୁଛି ପଡୁଛି ସଂସଦ। ଲାଞ୍ଚ କାରବାର ଅଭିଯୋଗକୁ ନେଇ କାଠଗଡ଼ାରେ କେନ୍ଦ୍ର ସରକାର। ଗିରଫ କରିବା ବଦଳରେ ମୋଦୀ ଆଦାନୀଙ୍କୁ ଘଣ୍ଟ ଘୋଡ଼ାଉଥିବା […]

ପାଠଶାଳାରେ ଦୁଇ ନୂଆ ଅତିଥି

ପାଠଶାଳାରେ ଦୁଇ ନୂଆ ଅତିଥି ପାଠଶାଳାରେ ଦୁଇ ବିଦ୍ୟାର୍ଥୀ। ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟିରେ ଥିବା ହସ୍ତୀ ପାଠଶାଳାକୁ ଏହି ଦୁଇ ବିଦ୍ୟାର୍ଥି କଳାହାଣ୍ଡି ଓ କେନ୍ଦୁଝରରୁ ଆସିଛନ୍ତି। ଭବାନୀପାଟଣାରୁ ଆସିଥିବା ୪ […]

୯୪୧ ଜଣ ଅଗ୍ନିଯୋଦ୍ଧାଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

୯୪୧ ଜଣ ଅଗ୍ନିଯୋଦ୍ଧାଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆମ ସରକାର ଗଠନ ହେଲା ପରେ ବିଭିନ୍ନ ବିଭାଗରେ ଯେଉଁ ସବୁ ଗୁରୁତ୍ବପୂର୍ଣ୍ଣ ଖାଲି ପଦବି ରହିଛି, ତାକୁ ପୂରଣ କରାଯିବ। ସେଥିପାଇଁ […]

ଚାଷୀଙ୍କ ପାଇଁ ଖୁସି ଖବର

‘ରାଜ୍ୟର ୫୮ ଟି ସବଡିଭିଜନରେ ହେବ ଶୀତଳଭଣ୍ଡାର’ ରାଜ୍ୟର ୫୮ ଟି ସବଡିଭିଜନରେ ଶୀତଳଭଣ୍ଡାର ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଏହି ଶୀଳତଭଣ୍ଡାରଗୁଡିକ ପିପିପି ମୋଡରେ ନିର୍ମାଣ କରାଯିବ । […]

‘୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ’

ଭୂତ ଖାଉଥିଲେ ରାସନ ଚାଉଳ ଭୂତ ଖାଉଥିଲେ ରାସନ ଚାଉଳ । ଲକ୍ଷେ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ। ଚାଲୁ ରହିଥିବା କେୱାଇସି ପ୍ରକ୍ରିୟାରୁ ଚିହ୍ନଟ ପରେ ମୃତ ହିତାଧିକାରୀଙ୍କ ବାବଦରେ […]