ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡିକରେ 1307ଟି ଟିଚିଂ ଷ୍ଟାଫ ନାହାନ୍ତି: ସୂର୍ଯ୍ୟବଂଶୀ ସୁରଜ ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରତିକ୍ରିୟା। ଆମେ ଏ ବିଲ ଆଣିବା ପାଇଁ ବ୍ୟସ୍ତ […]

ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ ପାରିତ

ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ବିଜେଡି-ବିଜେପି ମୁହାମୁହିଁ ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ ପାରିତ ହେବା ପରେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଚଞ୍ଚକତା ପୂର୍ଣ୍ଣ ବିଲ ଆଣିଛନ୍ତି ବିଜେପି […]

ରାତି ତମାମ ଚାଲିଲା ବିଧାନସଭା

ଭୋର ୪ଟା ୨୯ ମିନିଟରେ ପାରିତ ହେଲା ବିଶ୍ୱ ବିଦ୍ୟାଳୟ ସଂଶୋଧିତ ବିଲ୍‌-୨୦୨୪ ବିଧାନସଭା ଇତିହାସରେ ପୁଣି ରେକର୍ଡ । ପ୍ରାୟ ଦୁଇ ଦଶନ୍ଧି ପରେ ଗତକାଲିଠୁ ଆଜି ସକାଳ ଯାଏଁ ରାତିତମାମ ଚାଲିଲା […]

ଅନାସ୍ଥାରେ ହାରିଲେ ସଂଗୀତା ପିଙ୍ଗୁଆ

ଅନାସ୍ଥା ଭୋଟ୍‌ରେ ହାରିଲେ ବ୍ୟାସନଗର ପୌରାଧ୍ୟକ୍ଷା ଅନାସ୍ଥା ଭୋଟ୍‌ରେ ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ ହାରିଛନ୍ତି। ପୌରାଞ୍ଚଳର ୨୬ ଜଣ କାଉନସିଲରଙ୍କ ମଧ୍ୟରୁ ୨୦ ଜଣ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ […]

୫ ବର୍ଷରେ ବିଦ୍ୟୁତ ତାର ନେଇଛି ୨୭ ହାତୀଙ୍କ ଜୀବନ

୫ ବର୍ଷରେ ବିଦ୍ୟୁତ ତାର ନେଇଛି ୨୭ ହାତୀଙ୍କ ଜୀବନ ୫ ବର୍ଷରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨୭ ହାତୀଙ୍କ ଜୀବନ ଯାଇଛି । କେବଳ ପଶ୍ଚିମ ଓଡ଼ିଶାରେ ୧୭ଟି ହାତୀଙ୍କର ମୃତ୍ୟୁ ହୋଇଛି […]

ପରିବହନ ସୁବିଧା ନଥିବାରୁ ଆସିପାରୁନି ଗହମ

ବିଜେଡି ପାଇଁ ବନ୍ଦ ହୋଇଥିଲା ଗହମ ଯୋଗାଣ: ଯୋଗାଣ ମନ୍ତ୍ରୀ ପୂର୍ବ ବିଜେଡି ସରକାର ପାଇଁ ଓଡ଼ିଶାକୁ ବନ୍ଦ ହୋଇଥିଲା ଗହମ ଯୋଗାଣ । ଗହମ ବଦଳରେ ଚାଉଳ ଦେବାକୁ ତତ୍କାଳୀନ ବିଜେଡି ସରକାର […]

ନାନ୍ଦେଡ-ସମ୍ବଲପୁର ନାଗାବଳୀ ଏକ୍ସପ୍ରେସ୍‌ର ଗୋଟିଏ ବଗି ଲାଇନଚ୍ୟୁତ

ନାଗାବଳୀ ଏକ୍ସପ୍ରେସ୍‌ର ଗୋଟାଏ ବଗି ଲାଇନଚ୍ୟୁତ ଲାଇନଚ୍ୟୁତ ହେଲା ନାଗାବଳୀ ଏକ୍ସପ୍ରେସ । ନାନ୍ଦେଡ-ସମ୍ବଲପୁର ନାଗାବଳୀ ଏକ୍ସପ୍ରେସ୍‌ର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଖବର ଅନୁସାରେ, ନାଗାବଳୀ ଏକ୍ସପ୍ରେସର ଶେଷରେ ଥିବା […]

କୁନାଲ କାମରାଙ୍କୁ ତୃତୀୟ ସମନ ପଠାଇଲା ପୋଲିସ

କୁନାଲ କାମରାଙ୍କୁ ତୃତୀୟ ସମନ ପଠାଇଲା ପୋଲିସ ବିବାଦରେ ଛନ୍ଦି ହୋଇ ହୋଇ ଯାଉଛନ୍ତି ହାସ୍ୟ ଅଭିନେତା। ମହାରାଷ୍ଟ୍ରର ମୁମ୍ବାଇ ପୋଲିସ ହାସ୍ୟ ଅଭିନେତା କୁନାଲ କାମରାଙ୍କୁ ତୃତୀୟ ସମନ ପଠାଇଛି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ […]

କୀଟନାଶକ ପାଇଁ ବଢୁଛି କ୍ୟାନସର୍‌‌

ଅଧିକ କୀଟନାଶକ ବ୍ୟବହାର ଯୋଗୁଁଁ ବଢୁଛି କ୍ୟାନସର୍‌‌ ଚାଷରେ ଅଧିକ କୀଟନାଶକ ଏବଂ ସାରର ବ୍ୟବହାର କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ାଉଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । […]

ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନେଇ ଉତ୍ତରପ୍ରଦେଶ ସରକାରକୁ କଡ଼ା ସମାଲୋଚନା

ପ୍ରୟାଗରାଜ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଅମାନବୀୟ: ସୁପ୍ରିମକୋର୍ଟ ଉତ୍ତରପ୍ରଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟ  ଉତ୍ତରପ୍ରଦେଶ ସରକାର ଏବଂ ପ୍ରୟାଗରାଜ ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି। ଉତ୍ତରପ୍ରଦେଶ ସରକାରକୁ  ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ଉଚ୍ଛେଦ ଅଭିଯାନ […]

ଆଜି ଲୋକସଭାରେ ଆଗତ ହେବ ୱକଫ୍ ସଂଶୋଧନ ବିଲ୍

ଆଜି ଲୋକସଭାରେ ଆଗତ ହେବ ୱକଫ୍ ସଂଶୋଧନ ବିଲ୍ ଆଜି ଲୋକସଭାରେ ଆଗତ ହେବ ୱକଫ୍ ସଂଶୋଧନ ବିଲ୍। ପ୍ରଶ୍ନକାଳ ପରେ  ମଧ୍ୟାହ୍ନ ୧୨ଟାରେ ଉପସ୍ଥାପନ କରାଯିବ। ବାଚସ୍ପତି ଓମ୍ ବିର୍ଲା ଏ ନେଇ […]