୩ ମାସରେ ଭୁବନେଶ୍ବରରେ ତିନି ଏନ୍‌କାଉଣ୍ଟର୍‌

ରାଜଧାନୀରେ ଡବଲ୍‌ ଏନ୍‌କାଉଣ୍ଟର୍‌ ରାଜଧାନୀରେ ଡବଲ୍‌ ଏନ୍‌କାଉଣ୍ଟର୍‌। ବିହାର ଖୋରା ଗ୍ୟାଙ୍ଗ୍‌ର ୨ ଅପରାଧୀ ଆହତ, ୩ ମାସରେ ତିନି ଏନ୍‌କାଉଣ୍ଟର୍‌। ଗୁରୁବାର ରାତିରେ ବଡ଼ଗଡ଼ ଥାନା ପୋଲିସ ଓ ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌ […]

୪୦ ବର୍ଷ ପରେ ନୂଆ ଇତିହାସ ରଚିବ ଭାରତ

ଶୁଭାଂଶୁ ଶୁକ୍ଳା ଯିବେ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ ମହାକାଶରେ ଭାରତ ରଚିବ ଆଉ ଏକ ନୂଆ ଇତିହାସ । ଆକ୍ସିଅମ୍ ମିଶନ ମାଧ୍ୟମରେ ଭାରତୀୟ ବାୟୁସେନା ଗ୍ରୁପର କ୍ୟାପଟେନ ଶୁଭାଂଶୁ ଶୁକ୍ଳା ଆସନ୍ତା ମେ […]

ଏପ୍ରିଲ ୨୧ରେ ଜିଲ୍ଲାପାଳ ଅଫିସ ଘେରାଉ କରିବ କଂଗ୍ରେସ

ଏପ୍ରିଲ ୧୫ରେ ରାଜ୍ୟବ୍ୟାପୀ କଂଗ୍ରେସର ମଶାଲ ଶୋଭାଯାତ୍ରା ଓଡ଼ିଶାରେ ରାଜନୈତିକ ଉତ୍ତେଜନା ଦିନକୁ ଦିନ ବଢ଼ିଚାଲିଛି। ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସ ଏକ ଜୋରଦାର ଘୋଷଣା କରି […]

ଥାଇଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଥାଇଲାଣ୍ଡରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ ଥାଇଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଆଜି ସକାଳେ ନୂଆଦିଲ୍ଲୀରୁ ବ୍ୟାଙ୍କକକୁ ଯାଇଥିଲେ । ଥାଇଲ୍ୟାଣ୍ଡରେ ଥିବା ଭାରତୀୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ୟାଙ୍କକ୍କୁ ଆସିବା […]

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟ ଝଟକା

ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତିକୁ ରଦ୍ଦ କଲେ ସୁପ୍ରିମକୋର୍ଟ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗର ୨୫ ହଜାରରୁ ଅଧିକ ଶିକ୍ଷକ/ସ୍କୁଲ କର୍ମଚାରୀଙ୍କ ଚାକିରି ରଦ୍ଦ କରିଛନ୍ତି । ମୁଖ୍ୟ ବିଚାରପତି ସଞ୍ଜିବ ଖନ୍ନା ଏବଂ ବିଚାରପତି ସଞ୍ଜୟ କୁମାରଙ୍କ […]

ଗୁଜୁରାଟର ଜାମନଗରରେ ବାୟୁସେନାର ଯୁଦ୍ଧ ବିମାନ ଦୁଘର୍ଟଣାଗ୍ରସ୍ତ

ବାୟୁସେନାର ଯୁଦ୍ଧ ବିମାନ ଦୁଘର୍ଟଣାଗ୍ରସ୍ତ, ପାଇଲଟ ଗୁରୁତର ଗୁଜରାଟର ଜାମନଗରରେ ବାୟୁସେନାର ଏକ ଜାଗୁଆର ଲଢ଼ୁଆ ବିମାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଦୁଇଜଣ ପାଇଲଟଙ୍କ ସହିତ ଏକ ପଶିକ୍ଷଣ ମିଶନରେ ଥିଲା । […]

ବିଶ୍ୱକୁ ଟେନସନ୍ ଟ୍ରମ୍ପଙ୍କ ନୂଆ ଟାରିଫ୍ ନୀତି

ଭାରତ ଉପରେ ୨୬ % ଟାରିଫ ଲଗାଇଲା ଆମେରିକା ଭାରତ ଉପରେ ଟ୍ରମ୍ପଙ୍କ ୨୬ ପ୍ରତିଶତ ପାଲଟା ଶୁଳ୍କ । ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ମୁକ୍ତି ଦିବସ ଘୋଷଣା କାର୍ଯ୍ୟକ୍ରମର ଅଂଶ ଭାବରେ […]

କେନ୍ଦ୍ର ସରକାର କାହିଁକି ଆଣିଲେ ୱାକଫ ବିଲ୍ ?

ୱାକଫ ବିଲ୍ ଉପରେ ଉତ୍ତର ରଖିଲେ ଗୃହ ମନ୍ତ୍ରୀ ବୁଧବାର ଲୋକସଭାରେ କେନ୍ଦ୍ର ସରକାର ୱାକଫ ସଂଶୋଧନ ବିଲ୍ ଆଗତ କରିଥିଲେ,ହେଲେ କଂଗ୍ରେସ, ସମାଜବାଦୀ ପାର୍ଟି ସମେତ ବିରୋଧୀ ଦଳଗୁଡ଼ିକ ଏହି ବିଲକୁ ବିରୋଧ […]

ବାରବାଟୀରେ ଡିସେମ୍ବର ୯ରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା

ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ । ଡିସେମ୍ବର ୯ ତାରିଖରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ୫ ମ୍ୟାଚ ବିଶିଷ୍ଟ ସିରିଜରେ କଟକରେ ହେବ ପ୍ରଥମ ମୁକାବିଲା […]

ପୁଞ୍ଚରେ ପାକିସ୍ତାନୀ ସେନାର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ

ସେନା ଗୁଳିରେ ୫ ଅନୁପ୍ରବେଶକାରୀ ନିପାତ ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ପାକିସ୍ତାନୀ ସେନାର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଛି ଭାରତୀୟ ସେନା।  ଏଥିସହ ଭାରତୀୟ ସେନା ଗୁଳିରେ ୪-୫ ଅନୁପ୍ରବେଶକାରୀ ନିପାତ ହୋଇଛନ୍ତି। […]

ସରିଲା ବଜେଟ୍ ଅଧିବେଶନ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହ ମୁଲତବୀ

ସରିଲା ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଶେଷ ହେଲା ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ । ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢୀ। ଦୀର୍ଘ ଦଶନ୍ଧିର ରେକର୍ଡ୍ […]