ଆଜିଠାରୁ ୫ଟି ରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ଆଜିଠାରୁ ୫ଟି ରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଠାରୁ ପାଞ୍ଚଟି ରାଷ୍ଟ୍ର ଗସ୍ତରେ ଯିବେ । ସେହି ରାଷ୍ଟ୍ର ଗୁଡ଼ିକ ହେଉଛି – ଘାନା, ତ୍ରିନିଦାଦ ଓ ଟୋବାଗୋ, […]

ଲଗାଣ ବର୍ଷା ଯୋଗୁଁ ହିମାଚଳପ୍ରଦେଶକୁ ରେଡ୍‌ ଆଲର୍ଟ

ହିମାଚଳରେ ଭୂସ୍ଖଳନ: ୧୦ ଦିନରେ ୪୪ ମୃତ ଲଗାଣ ବର୍ଷା ଯୋଗୁଁ ହିମାଚଳପ୍ରଦେଶର ବ୍ୟାସ ନଦୀରେ ଅତି ସାଂଘାତିକ ବନ୍ୟା ଆସିଛି। ଫଳରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସମଗ୍ର ଅଞ୍ଚଳ ପାଇଁ ଆଜି […]

କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ

୧୧ ତାରିଖରେ ଆସିବେ ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତସୂଚୀରେ ପରିବର୍ତ୍ତନ ହୋଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆସନ୍ତା ୯ ତାରିଖରେ ଓଡ଼ିଶା ଆସିବେ ନାହିଁ। […]

ଆଜି ରଥର ଦକ୍ଷିଣ ମୋଡ଼

ନାକଚଣା ଦ୍ବାରକୁ ଯିବେ ତିନି ରଥ ଆଜି ରଥର ଦକ୍ଷିଣ ମୋଡ଼। ନାକଚଣା ଦ୍ବାରକୁ ଯିବେ ତିନି ରଥ। ସାଢ଼େ ୧୨ଟାରେ ରଥକୁ ଆଜ୍ଞାମାଳ ବିଜେ ହେବ। ଆଡପ ମଣ୍ଡପରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ […]

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି

ନୂଆ କ୍ରୀଡ଼ା ନୀତି-୨୦୨୫କୁ ମିଳିଲା ମଞ୍ଜୁରି କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ସରକାର ନୂତନ କ୍ରୀଡା ନୀତି-୨୦୨୫କୁ ଅନୁମୋଦନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କେନ୍ଦ୍ର କ୍ୟାବିନେଟ […]

ଲଞ୍ଚ୍‌ ହେଲା ‘RailOne’ ଆପ୍

ଲଞ୍ଚ୍‌ ହେଲା ‘RailOne’ ଆପ୍ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସେଣ୍ଟର ଫର୍ ରେଲୱେ ଇନ୍‌ଫରମେସନ୍‌ ସିଷ୍ଟମର ୪୦ତମ ପ୍ରତିଷ୍ଠା ଦିବସ ସମାରୋହରେ ‘RailOne’ ଆପ୍ ଲଞ୍ଚ କରିଛନ୍ତି । ଏହି ଆପ୍ ପ୍ଲେଷ୍ଟୋର ଏବଂ […]

କମିଲା ଏଲପିଜି ସିଲିଣ୍ଡର ଦର

କମିଲା ଏଲପିଜି ସିଲିଣ୍ଡର ଦର ଜୁଲାଇ ମାସର ପ୍ରଥମ ଦିନରେ ଏଲ୍‌ପିଜି ସିଲିଣ୍ଡର ସମ୍ପର୍କରେ ଏକ ବଡ଼ ଘୋଷଣା କରାଯାଇଛି। ଏହା ଏଲ୍‌ପିଜି ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛି। ମଙ୍ଗଳବାର […]

ଗିରଫ ହେଲେ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌

ଗିରଫ ହେଲେ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ରାୟଗଡ଼ା ଜଳ ବିଭାଜିକା ପ୍ରକଳ୍ପର ପୂର୍ବତନ ନିର୍ଦ୍ଦେଶକ (ପିଡି) ତଥା ବର୍ତ୍ତମାନ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ […]

ଆସନ୍ତାକାଲି ମସ୍ୟଜୀବୀମାନଙ୍କୁ ସମୁଦ୍ର ଯିବାକୁ ମନା

୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଲଘୁଚାପ ପ୍ରଭାବରେ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା […]

ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ବିଜେପିର ଆକ୍ସନ

ବିଜେପିରୁ ୫ ଜଣଙ୍କୁ ସସପେଣ୍ଡ ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ବିଜେପିର ଆକ୍ସନ । ବିଜେପିରୁ ୫ ଜଣଙ୍କୁ ସସପେଣ୍ଡ କରାଯାଇଛି । ବିଏମସି ହିଂସାକାଣ୍ଡ ସମ୍ପୃକ୍ତିରେ ଦଳ ପକ୍ଷରୁ ଏହି କଡା […]

ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ପ୍ରତିବାଦ

ଅତିରିକ୍ତ କମିଶନରଙ୍କୁ ମାଡ଼, କଳାବ୍ୟାଜ୍ ପିନ୍ଧି କର୍ମଚାରୀଙ୍କ ପ୍ରତିବାଦ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ। ସଫେଇ କର୍ମଚାରୀମାନଙ୍କ ବିରୋଧ ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳିଛି। ୱାର୍ଡକୁ […]